ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମପଞ୍ଚାୟତର କମଲପଦର ଗାଁର କୁଶୁମେଲ ଡୁଙ୍ଗୁରି ସ୍ଥିତ ଗିରୀ ଗୋବର୍ଦ୍ଧନ ପୀଠରେ ମାଘ ପୂର୍ଣିମା ବ୍ରତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଣ୍ଡିତ କୃଷ୍ଣ ମିଶ୍ର ପୁଜାଚ୍ଚନା କରିଥିବା ବେଳେ ଭୀଷ୍ମଦେବ ପଣ୍ଡା ସହ ପତ୍ନୀ ଏବଂ ତେଜରାଜ ସାହୁ ସହ ପତ୍ନୀ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ।
![](https://jagrataprahari.com/wp-content/uploads/2025/01/IMG-20250122-WA0003-1024x328.jpg)
ନାରାୟଣ ଗାୟୀକା ସପ୍ନାରାଣୀ ଯୋଷୀଙ୍କ ଦ୍ବାରା ପାରାୟଣ ହୋଇଥିଲା। କର୍ତ୍ତା ମାନେ ସାଧୁ ଏବଂ ବିପ୍ର ମାନଙ୍କ ଶେବା କରିଥିଲେ। ଏଥିରେ ଚାଷୀ ନେତା କିଶୋର ଚନ୍ଦ୍ର ଦେବତାଙ୍କ ସମେତ ମେଲଛାମୁଣ୍ଡା ଥାନା ଏବଂ ଗାଇସିଲେଟ ଥାନାଧିକାରୀ ଯୋଗଦେଇଥିଲେ। ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗର ବ୍ଯବସ୍ଥା ହୋଇଥିଲା।
![](https://jagrataprahari.com/wp-content/uploads/2025/01/IMG-20250122-WA0002-1024x384.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)