Sunday, March 8, 2026
Homeରାଜ୍ୟଯୁବ ସ୍ବଚ୍ଛାସେବୀଙ୍କ ମହତ୍ କାର୍ଯ୍ୟ ।

ଯୁବ ସ୍ବଚ୍ଛାସେବୀଙ୍କ ମହତ୍ କାର୍ଯ୍ୟ ।

ପାଇକମାଲ-ପାଇକମାଲ ବ୍ଳକ ଜାମସେଠ ଗାଁର ଯୁବ ରକ୍ତବୀର ତଥା ଅଞ୍ଚଳର ଜଣେ ଯୁବ ସ୍ବଚ୍ଛାସେବୀ ଜିତୁନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଡାକ୍ତରଖାନା ଜଣେ ଜଣେ ଶିଶୁଙ୍କୁ ରକ୍ତ ଆବଶ୍ୟକତା ପଡୁଥିବା ବେଳେ ଶିଶୁ ପାଇଁ ରକ୍ତଦାନ କରି ପରିବାର ବର୍ଗଙ୍କୁ ଭେଟି ଶିଶୁର ସ୍ବାସ୍ଥ୍ୟ ଉପରେ ବୁଝିଥିଲେ।

ସେ ମାଣ୍ଡୋସିଲ ଅଞ୍ଚଳର ଜଣେ ଯୁବ ରକ୍ତଦାତା ସ୍ବେଛାସେବୀ। ସେ ଜୟଚନ୍ଦ୍ର ଜୀବନରେଖା ରକ୍ତ ସହାୟତା ସଂଘ ଉପସଭାପତି ଭାବରେ ରହି ଲୋକଙ୍କ ସେବାରେ ବ୍ରତୀ ହୋଇଛନ୍ତି। ସେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଜଡିତ ହୋଇଛନ୍ତି। ଜୀବନରେ ୩୦ ତମ ରକ୍ତଦାନ ଲୋକଙ୍କୁ ସଚେତନତ କରୁଛନ୍ତି।

error: Content is protected !!