Saturday, March 7, 2026
Homeରାଜ୍ୟଲରମ୍ଭାରେ ବିଜୟ ଦିବସ ।

ଲରମ୍ଭାରେ ବିଜୟ ଦିବସ ।

ଅତାବିର(ସୁରେନ୍ଦ୍ର କଠାର)-ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଲରମ୍ଭାର ଆଇ.ଟି.ସି.ଟି କମ୍ପୁଟର ସେଣ୍ଟର ଠାରେ ବିଜୟ ଦିବସ ପାଳନ କରା ଯାଇଥିଲା l ଏହି ଅବସରରେ ୫୦ ଜଣ ଛାତ୍ର ଛାତ୍ରୀ ସହ ମୁଖ୍ୟ ଅଥିତି ଭାବେ ଲରମ୍ଭା ହାଇସ୍କୁଲ ର ଏନ ସି ସି ଅଧିକାରୀ ବିନୟ ନାଏକ ଅଂଶ ଗ୍ରହଣ କରି ଛାତ୍ର ଛାତ୍ରୀ ମାନଙ୍କୁ କିଛି ବକ୍ତବ୍ୟ ପ୍ରଦାନ କରିଥିଲେ ।

ଲଦାଖରେ କାର୍ଯ୍ୟରତ ଥିବା ସେନା ଅଧିକାରୀ ବିକାଶ ନାୟକ, ପର୍ବତରୋହୀ ଆଶୀର୍ବାଦ ମହାପାତ୍ର, ଆଇ.ଟି.ସି.ଟି କମ୍ପୁଟର ସେଣ୍ଟର ମୁଖ୍ୟ ସରୋଜ ନାୟକ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲି ଏବଂ କହିଥିଲେ ଯେ କିପରି ୧୬ଡିସେମ୍ବର ୨୯୭୧ରେ ପାକିସ୍ତାନର ୯୩୦୦୦ ସେନା ଭାରତୀୟ ସେନା ଆଗରେ ଆତ୍ମସମର୍ପଣ କରିଥିଲେ l ସେଇ ଦିନରୁ ଆମ ଦେଶରେ ବିଜୟ ଦିବସ ପାଳନ କରାଯାଏ l

error: Content is protected !!