Saturday, March 7, 2026
Homeରାଜ୍ୟଭୀମ ଆର୍ମି ତରଫରୁ ଏକ ରକ୍ତଦାନ ଶିବିର:୧୧୫ ୟୁନିଟ ରକ୍ତ ସଂଗୃହିତ।

ଭୀମ ଆର୍ମି ତରଫରୁ ଏକ ରକ୍ତଦାନ ଶିବିର:୧୧୫ ୟୁନିଟ ରକ୍ତ ସଂଗୃହିତ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ ଗୋଡଭଗା ଜନତା ହାଇସ୍କୁଲ ସମ୍ମୁଖରେ ଭୀମ ଆର୍ମି ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଭିମ ଆର୍ମି ସଭାପତି ଧିମାନ ଲଂକେଶ ରାବଣ,ସମ୍ମାନୀତ ଅତିଥି ଭାବେ ଗୋଶାଳା ପୋଲିସ ଫାଣ୍ଡି ଅଧିକାରୀ ଧିମାନ ଶୁକଦେବ କିଶାନ,ଭିମ ଆର୍ମି ଜିଲା ପଦାଧିକାରୀ ତଥା କର୍ମକର୍ତ୍ତା ବୈକୁଣ୍ଡ ଜାଲ,ଅନ୍ତର୍ଯ୍ୟାମୀ ଗର୍ଡିଆ,ବାଳମୁକୁନ୍ଦ ଜଗଦଲା,ବସନ୍ତ କୁମ୍ଭାର,ଅତାବିରା ଭୀମ ଆର୍ମିର ମନୋଜ ସୁନା,ଜୟକ୍ରିଷ୍ନା ଛୁରିଆ,ବାବୁଲୁ ବେସ୍ରା ,ଉମାଶଂକର ଭୋରାସାଗର ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନକୁଂ ଉସ୍ବାହିତ କରିଥିଲେ |

ଏହି ରକ୍ତଦାନରେ ସହଯୋଗ କରିଥିଲେ ଭିମ ଆର୍ମି ଗୋଡଭଗା ଜୋନର ସଭାପତି ଧିମାନ ଟିକୁଂ ଉଗର,ଉପସଭାପତି ଧିମାନ ଆୟୁଶ ହରିପାଲ,ସମ୍ପାଦକ ଧିମାନ ଶ୍ରୀକାନ୍ତ ଦୀପ,ସହ ସମ୍ପାଦକ ଧିମାନ ସରୋଜ ଗର୍ଡିଆ,କୋଷାଧ୍ଧକ ଉମାକାନ୍ତ ମହାନନ୍ଦ,ସଂଯୋଜକ ପଂଚାନନ ବାରିକ ଓ ସଂଜୟ ମହାନନ୍ଦ,ଗୋଡଭଗା ଟାଉନ ସଭାପତି ସଂଜୁ ରାବଣ,ସମ୍ପାଦକ ଲଲିତ ସୁନା ,କାର୍ଯ୍ୟକର୍ତା କୁନୁ ଭରାସାଗର,ସନୁ ଶିକା,କୈଲାସ ନାଗ,ମୁକେସ ଛତ୍ରିଆ,ଅଜିତ,ରୁବେନ,ଅଜୟ,ବିସ୍ବାମିତ୍ର,ମହନ ଶିକା,ମହନ ସୁନା,ହେମନ୍ତ ସିକା,ବିଟୁ ଭେସ୍ରା,ଭାସ୍କର ରୋହିଦାସ,ସୁଦାମ ରୋହିଦାସ,ଉମାକାନ୍ତ ଭରାସାଗର,ସୁଶାନ୍ତ ଉଗର,ବିର୍ଷବା ହନୁମାନ ଓ ଆରଟି ସେଲର ମୁଖ୍ୟ ଧିମାନ ଭିଷ୍ମ ଭରାସାଗର ପ୍ରମୁଖ ସହଯୋଗ କରିଥିଲେ |ଭିମସାର ବୁର୍ଲାରୁ ରକ୍ତ ସଂଗ୍ରହକାରୀ ଦଳ ଆସି ରକ୍ତ ସଂଗ୍ରହ କରିଥିଲେ ସର୍ବମୋଟ ୧୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା |

error: Content is protected !!