Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବ୍ୟାଙ୍କ ଅଧିକାରୀ ।

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବ୍ୟାଙ୍କ ଅଧିକାରୀ ।

ବିଜେପୁର-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଆହାର କେନ୍ଦ୍ର, ଅନାଥ ଆଶ୍ରମ ଓ ବିଭିନ୍ନ ଜାଗାକୁ ଯାଇ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପଞ୍ଜାବ ନ୍ୟାସନାଳ ବ୍ୟାଙ୍କ ଅଧିକାରୀ ଶ୍ରୀ ଅନୁପ ସାହୁ l ଅନୁପ ସାହୁଙ୍କ ସୁପୁତ୍ର ରିଭାଂଶ ସାହୁଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ଅନାଥ ଆଶ୍ରମରେ ପାଳନ କରି ସମାଜକୁ ଏକ ମହତ ବାର୍ତ୍ତା ପ୍ରଦାନ କରିଛନ୍ତି।

ସାଧାରଣତଃ ପିଲାମାନଙ୍କ ଜନ୍ମଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି କିନ୍ତୁ ଅନାଥ ଆଶ୍ରମକୁ ଯାଇ ଜନ୍ମଦିନ ପାଳନ କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ ଉଦ୍ୟମ ବୋଲି ଯୋଖିପାଲି ଅଞ୍ଚଳର ସ୍ଥାନୀୟ ବାସିନ୍ଦା ମତାମତ ଦେଇଛନ୍ତି। ବ୍ୟାଙ୍କ ଅଧିକାରୀ ଶ୍ରୀ ସାହୁ ରାଉଲକେଲା ପଞ୍ଜାବ ନ୍ୟାସନାଲା ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି ଓ ଅନାଥ ଆଶ୍ରମ ଅନ୍ତେବାସୀଙ୍କୁ ସୁସ୍ୱାଦୁ ଭୋଜନ ପ୍ରଦାନ କରିଛନ୍ତି।

error: Content is protected !!