Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରଦାଦୁର୍ଗା ଚତୁର୍ଥ ଶକ୍ତୀ ମାଁ କୁଷ୍ମାଣ୍ତାଙ୍କ ପୂଜାର୍ଚ୍ଚନା ।

ବରଦାଦୁର୍ଗା ଚତୁର୍ଥ ଶକ୍ତୀ ମାଁ କୁଷ୍ମାଣ୍ତାଙ୍କ ପୂଜାର୍ଚ୍ଚନା ।

ବରପାଲି – ମାଁ ସମଲେଶ୍ୱରୀ ଓ ବରଦା ଦୁର୍ଗା ମାତାଙ୍କ କୁଷ୍ମାଣ୍ତା ରୂପରେ ନିତିକାନ୍ତୀ ଅନୁସାରେ ପୂଜାର୍ଚ୍ଚନା ହୋଇଯାଇଛି। ମାଁଙ୍କ ନବଦିନାତ୍ମକ ପୂଜାର୍ଚ୍ଚନା ଚତୁର୍ଥଶକ୍ତି କୁଷ୍ମାଣ୍ତା ବେଶରେ ପୂଜନ ହୋଇଥିଲା। ମାଁଙ୍କ ଚତୁର୍ଥଶକ୍ତୀ କୁଷ୍ମାଣ୍ତା ରୂପ ପୂଜନରେ ବିଶେଷତ୍ବ ରହିଛି।

ଭକ୍ତ ମାତାଙ୍କ ଆଶିଷ ଲଭିବା ସହ ପରିବାର ଶୁଖଶାନ୍ତି ଓ ସ୍ବାସ୍ଥ୍ଯର ଉନ୍ନତି ଓ ବଳବୁଦ୍ଧିର ବିକାଶ ନିମନ୍ତେ ଉପାସନା କରିଥାଏ ବୋଲି ଲୋକାଚାରରେ ବିଶ୍ବାଷ ରହିଆସିଛି। ପଣ୍ତିତ ଓ ଆଚାର୍ଯ୍ଯ ମାନେ ପ୍ରଥା ଅନୁଶାରେ ପୂଜାର୍ଚ୍ଚନା କରିଥିଲେ। ମାଁଙ୍କ ଦର୍ଶନାର୍ଥେ ଭକ୍ତ ମାନଙ୍କ ଭିଡ ଲାଗିରହିଥିଲା।

error: Content is protected !!