Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଟେକ୍ସୀ ମାଲିକ ସଂଘର ବାର୍ଷିକ ବୈଠକ ଓ ନୂତନ କମିଟି ଗଠନ ।

ଟେକ୍ସୀ ମାଲିକ ସଂଘର ବାର୍ଷିକ ବୈଠକ ଓ ନୂତନ କମିଟି ଗଠନ ।

ବରପାଲି – ବରପାଲି ନିୟନ୍ର୍ତିତ ବଜାର କମିଟି ପ୍ରାଙ୍ଗଣରେ ଟେକ୍ସସି ମାଲିକ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ସଲିମ ଖାଁଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା l ବୈଠକରେ ସଂଘ ପରିଚାଳନା ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା ମାନ ହୋଇଥିଲା। ପରେ ଚଳିତ ବର୍ଷର ନୂତନ କର୍ମକର୍ତ୍ତା ମନୋନୟନ ପ୍ରକ୍ରିୟା କରାଯାଇଥିଲା।

ବରିଷ୍ଠ ସଦସ୍ଯ କିଶୋର ଦଫାଦାର ଓ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ତତ୍ବାଧାନରେ ମନୋନୟନ ପ୍ରକ୍ରିୟା ପରିଚାଳିତ ହୋଇଥିଲା। ନୂତନ ସଭାପତି ଭାବରେ କୈଳାସ ଗହୀର ଓ ଉପସଭାପତି ଭାବେ ରାକେଶ ମେହେର, ଗୋବିନ୍ଦ ରାଉତ ମନୋନିତ ହୋଇଥିଲେ।

ସେହିପରି ସାଧାରଣ ସମ୍ପାଦକ ବୈରାଗୀ ପଧାନ, ସହ ସମ୍ପାଦକ କୈଳାସ ଗହୀର (ଗୋପାଳ ), କୋଷାଧକ୍ଷ ରତ୍ନାକର ସାହୁ, ଉପଦେଷ୍ଟା ଭାବରେ କିଶୋର ଦଫାଦାର, ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ (ବାବୁଲୁ ), କୈଳାସ ବେହେରା, ସାନ ପରିଡା ଏବଂ ଆଇନ ପରାମର୍ଶଦାତା ଭାବରେ ଗୋକୁଳା ନନ୍ଦ ସ୍ୱାଇଁ ମନୋନିତ ହୋଇଥିଲେ।

କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ଚିକୁ ବାରିକ, ବଜରଙ୍ଗ ମେହେର, ମୋହନ ମେହେର, ହରି ମହିଷାଲ, ଅକ୍ଷୟ ସାହୁ, ଗୋକୁଳ ମିର୍ଧା, ଅଶ୍ୱିନୀ ସାହୁ, କୁନୁ ପତି, କାଳl ସାହୁ ଓ ବନ୍ତରାମ ସେଠ ପ୍ରମୁଖଙ୍କୁ ଚୟନ କରାଯାଇଥିଲା l

error: Content is protected !!