Saturday, March 7, 2026
Homeରାଜ୍ୟଉପଖଣ୍ଡ ଚିକିତ୍ସାଳୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଉପଖଣ୍ଡ ଚିକିତ୍ସାଳୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର – ଉପଖଣ୍ଡ ଚିକିତ୍ସାଲୟ ପଦ୍ମପୁର ତରଫରୁ ଆଜି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶପଥ ପାଠ, ବୃକ୍ଷରୋପଣ, ନଗର ପରିକ୍ରମା, ପୁରସ୍କାର ବିତରଣ ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଏସଡିଏମଓ ଡ଼ ଆଶୁତୋଷ ହୋତା, ଆରକେଏସ ସଦସ୍ଯ ନିରୋଜ ଦୋରା, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ମନୋରମା ମହାପାତ୍ର, ନବ କିଶୋର ବରିହାଙ୍କ ସମେତ ହସ୍ପିଟାଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ହସ୍ପିଟାଲ ମ୍ୟାନେଜର ଦିବ୍ୟକୁମାର ମେହେର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

error: Content is protected !!