Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗୁଦେରପାଲି ଠାରେ ଶ୍ରୀ ଅରବିନ୍ଦ ପାଠଚକ୍ର ।

ଗୁଦେରପାଲି ଠାରେ ଶ୍ରୀ ଅରବିନ୍ଦ ପାଠଚକ୍ର ।

ଗାଇସିଲେଟ – ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଅଧକ୍ଷ ସରୋଜ ନାଏକଙ୍କ ଅଧ୍ୟକ୍ଷତାରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଳକ ଆବାହକ ତଥା ପରିଚାଲନା କମିଟିର ସଂପାଦକ ଅଧ୍ୟାପକ ଧନପତି ଦେବତା,ସୋହେଲା ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଡ.ଉପେନ୍ଦ୍ର ମହାପାତ୍ର,

ନବଜୀବନ ଶିକ୍ଷା ସଂଯୋଜକ କଟକର ବ୍ରଜ ଭାଇଙ୍କ ସମେତ ପ୍ରଶାନ୍ତ ମିଶ୍ର ଉପସ୍ଥିତ ରହି ଶ୍ରୀମା ଏବଂ ଶ୍ରୀ ଅରବିନ୍ଦଙ୍କ ଚେତନା,ଚୈତ ଏବଂ ରୁପାନ୍ତ ବିଷୟରେ ବିଶଦ ଆଲୋଚନା କରିଥିଲେ।ଏଥିରେ ସମସ୍ତ ଅପା ଭାଇ ଏବଂ ଗାଁର ଭଦ୍ରବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ।

error: Content is protected !!