ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ ଝିଲିମିଣ୍ଡା ଆରୋଗ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି ଶିବିରରେ ଡାକ୍ତର ଚିନ୍ମୟ ମେହେର ,ସିଏଚଓ ପୂଜା କର୍ଣ୍ନ ଯୋଗଦେଇ ରୋଗୀମାନଙ୍କୁ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଝିଲିମିଣ୍ଡା ଏଏନଏମ ଗିତାଞ୍ଜଳୀ ଆଚାର୍ଯ୍ୟ ,ଝିଲିମିଣ୍ଡା ସରପଂଚ ପୂଜା କୁମ୍ଭାର,ଯୋଗ ପ୍ରଶିକ୍ଷକ ଚିନ୍ମୟ ଗଡତିଆ,ବିଲାସିନି ପେରା,କୁନ୍ତି ପ୍ରଧାନ,ପଦ୍ମିନୀ ପ୍ରଧାନ,ପ୍ରତିମା ତରିଆ,ସୁରେଶ୍ବରୀ ଭୁଏ,ପୁଷ୍ପାଜଂଲୀ ସାହୁ,ସୁଚିତ୍ରା ଭୁଏ,ଦୀନବନ୍ଦୁ ଭୁଏ,ମହେନ୍ଦ୍ର ଭୁଏ,ଗୋପାଳ ଯୁଆଡି,ଲୁକେଶ୍ବର ପଧାନ,କୃଷ୍ନ ଭୁଏ, ଆଶା,ଅଙ୍ଗନବାଡି ଓ ସ୍ଥାନୀୟ ସ୍ବେଛାସେବୀ ଯୋଗଦେଇଥିଲେ |ଆଖପାଖ ଅଂଚଲରୁ ଶତାଧିକ ମହିଲା ପୁରୁଷ ଆସି ନିଜନିଜର ଶରୀର ପରୀକ୍ଷା କରାଇବା ସହ ଔଷଧ ନେଇଥିଲେ |