Monday, April 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସଂନ୍ଦିଗ୍ଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ମାନଙ୍କୁ ଚିହ୍ନଟ କରି ବିତାଡିତ କରିବା ପାଇଁ ପଦ୍ମପୁର...

ସଂନ୍ଦିଗ୍ଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ମାନଙ୍କୁ ଚିହ୍ନଟ କରି ବିତାଡିତ କରିବା ପାଇଁ ପଦ୍ମପୁର ସଚେତନ ନାଗରିକ ମାନଙ୍କ ଦ୍ବାରା ଦାବିପତ୍ର ପ୍ରଦାନ।

ପଦ୍ମପୁର – ପଦ୍ମପୁର ଅଞ୍ଚଳରେ ବେଆଇନ ଭାବରେ ରହୁଥିବା ସଂନ୍ଦିଗ୍ଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ମାନଙ୍କୁ ଚିହ୍ନଟ କରି ବିତାଡିତ କରିବା ପାଇଁ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚଭନ, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ବିଭୁତି ଭୁଷଣ ଭୋଇ, ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ମମତା ନାଏକ ଙ୍କୁ ଦାବିପତ୍ର ପ୍ରଦାନ କରାଗଲା ।

ପଦ୍ମପୁର ସଚେତନ ନାଗରିକ ମାନଙ୍କ ତରଫରୁ ଚିନ୍ମୟ କୁମାର ପଣ୍ଡା, ପ୍ରତାପ କୁମାର ମିଶ୍ର, ସୁରେଶ ରାମଚନ୍ଦାନୀ, କେଶବ ଚନ୍ଦ୍ର ଜାଲ୍, ସୁନିଲ୍ ଅଗ୍ରୱାଲ,ବାବୁଲୁ ଦୋରା, ଭାସ୍କର ଦାଶ୍, ଗଙ୍ଗାଧର ପାଢ଼ୀ,ଅନିଶ୍ କୋଟେଚା, ନନ୍ଦୁ ଅଗ୍ରୱାଲ, ଅଙ୍କିତ ରାମଚନ୍ଦାନୀ, ଅଖିଳ ପଟ୍ଟନାୟକ,ନିକେଶ ସାହୁ, ସୁରେଶ ସାହୁ, ଅଜୁ ପଟ୍ଟନାୟକ, ଆଶିଷ ଶର୍ମା, ଗୁଣମଣି ପଟେଲ, ଗଜାନନ ଅଗ୍ରୱାଲ, ପ୍ରକାଶ ଦାଶ,ଜ୍ୟୋସ୍ନା କର, ତିଲକ୍ ଖମାରି, ସୁରଜ୍ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!