Saturday, March 7, 2026

Yearly Archives: 2026

ଉପାନ୍ତ ଅଞ୍ଚଳର ଯାତ୍ରୀ ପ୍ରତିକ୍ଷାଳୟ ସାଜିଛି ଅଲିଆ ଗଦା ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଓଡିଶା ଓ ଛତିଶଗଡ ରାଜ୍ୟର ସିମାନ୍ତରେ ରହିଛି । ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲର ଚର୍ଦାପାଲି ପଞ୍ଚାୟତ ଏକଦା ବର୍ଷା ସମୟରେ ବିଛିନ୍ନାଞ୍ଚଳ ପାଲଟି ଯାଉଥିଲା ।...

ବରପାଲିରେ ବିଜେଡିର ଚାଷୀ ସମାବେଶ ।

ବରପାଲି-ବିଜେପି ସରକାରଙ୍କ ଚାଷୀ ମାରଣ ନୀତି ପ୍ରତିବାଦରେ ସୋମବାର ବରପାଲିରେ ବିଜୁ ଜନତା ଦଳ ପକ୍ଷରୁ ବିରାଟ ଚାଷୀ ସମାବେଶ ଗଙ୍ଗାଧର କଲ୍ଯାଣ ମଣ୍ଡପ ପରିସରରେ ହୋଇଯାଇଛି। ବର୍ତ୍ତମାନର ବିଜେପି ସରକାରଙ୍କ ଚାଷୀ...

ଗାଇସିଲେଟରେ ଆତ୍ମସୁରକ୍ଷା ତାଲିମ ଶିବିର ।

ଗାଇସିଲାଟ-ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗାଇସିଲାଟ ବ୍ଲକ...

ଜିଲ୍ଲାଶିକ୍ଷା କାର୍ଯ୍ୟାଳୟର ବୈମାତୃକ ମନୋଭାବ ବିରୋଧରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ପୁରେନା ଗ୍ରାମବାସୀ ।

ପଦ୍ମପୁର - ପଦ୍ମପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନାର ଗ୍ରାମବାସୀ ସ୍କୁଲ ପ୍ରତି ଜିଲ୍ଲାଶିକ୍ଷା କାର୍ଯ୍ୟାଳୟର ବୈମାତୃକ ମନୋଭାବ ତଥା ଶିକ୍ଷକ ମାନଙ୍କର ବକେୟା ପାଉଣାକୁ ନେଇ ସୋମବାର ପଦ୍ମପୁର...

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ ।

ପଦ୍ମପୁର-ପଦ୍ମପୁର ଅଦିତି ବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବର ଉଦଘାଟନୀ ସମାରୋହରେ ବରିଷ୍ଠ ଆଇନଜୀବୀ ରାଧାବଲ୍ଲଭ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।...

ଏମ୍ ଶିର୍ଗିଡ଼ା ଉଚ୍ଚ ବିଦ୍ୟାଳୟର ୨୦୦୩ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ।

ବରଗଡ଼-ବରଗଡ଼ ଜିଲ୍ଲା ବିଜେପୁର ଅନ୍ତର୍ଗତ ଏମ୍ ଶ୍ରୀଗିଡ଼ା ଠାରେ ଏମ୍ ଶିର୍ଗିଡ଼ା ଉଚ୍ଚ ବିଦ୍ୟାଳୟ ର ୨୦୦୩ ବ୍ୟାଚ ର ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି...

ବରିକେଲରେ ପାଣି ଟାଙ୍କି ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ, ପାଣି ପାଇବାରୁ ବଞ୍ଚିତ ଜନସାଧାରଣ ।

ପଦ୍ମପୁର- ଆଗକୁ ଗ୍ରୀଷ୍ମ ଋତୁ , ପଦ୍ମପୁର ଅଞ୍ଚଳରେ ପାଣି ର ସମସ୍ୟା ଦେଖାଦେଇଥାଏ । ରାଜବୋଡାସମ୍ବର ବ୍ଲକ ବରିକେଲ ଗାଁ ରେ ପିଇବା ପାଣିର ସମସ୍ୟା ରହିଥିବା ଖବର ସାମନାକୁ ଆସିଥାଏ...

ସବୁ ପିଢିକୁ ମାର୍ଗଦର୍ଶନ କରୁଥିବା ପ୍ରେରକ ଜୀବନଟିଏ ।

ଚଳିତ ବର୍ଷ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକି । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀ ତାଙ୍କ “ମନକି ବାତ୍”ରେ ପାର୍ବତୀ ଗିରିଙ୍କୁ ମନେପକାର ମାଟି ମାଁକୁ ସମ୍ମାନ ଦେଇଛନ୍ତି...

୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ : ରାୟପୁର ଚମ୍ପିୟାନ ।

ପଦ୍ମପୁର-ଆର୍.ବି ହାଇସ୍କୁଲ ପଡିଆରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ କ୍ୟୁ.ସି.ଆଇ ୱାରିଅର ରାୟପୁର ଓ ବାପୁଜୀ କ୍ଲବ୍ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ...

ଦେବଦତ୍ତ କ୍ଲବରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ।

ପଦ୍ମପୁର-ଗ୍ରାମ ଅଞ୍ଚଳର ଚାଷୀଙ୍କୁ ସଶକ୍ତ କରିବା ଓ ପୌଷ୍ଟିକ ଧାନ୍ୟର ପ୍ରଚାର ଉଦ୍ଦେଶ୍ୟରେ ଦେବଦତ୍ତ କ୍ଲବ ପରିସରରେ ଶନିବାର ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ...

Most Read

error: Content is protected !!