Saturday, March 7, 2026

Yearly Archives: 2026

ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଉଦୟମାନ ପ୍ରଯୁକ୍ତି ଶିବିର ।

ପଦ୍ମପୁର -ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ଠାରେ ଉଦୟମାନ ପ୍ରଯୁକ୍ତି (Emerging Technology) ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ବହୁ ସଂଖ୍ୟାରେ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ସର୍ବେଶ୍ୱର...

ବଜେଟ ଅଧିବେଶନର ଅର୍ଥମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

ବରଗଡ - ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱାରା ସଂସଦରେ ନବମ କେନ୍ଦ୍ରୀୟ ବଜେଟଆଗତ ହୋଇଛି। ବିଶେଷ କରି ବଜେଟରେ ବିକଶିତ ଭାରତକୁ ପ୍ରାଧ୍ୟାନ୍ୟ ଦିଆ ଯିବା ସହ ଓଡିଶା ପାଇଁ ମଧ୍ୟ ସ୍ୱତନ୍ତ୍ର...

ଜଗତ କଲ୍ୟାଣ ପାଇଁ ମହୁଲପାଲି ଠାରେ ୧୮ ତମ ଅଙ୍ଗ ଆଳତୀ ।

ପଦ୍ମପୁର-ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ମାଘ ପୂର୍ଣିମା ଅବସରରେ ରବିବାର ସନ୍ଧ୍ୟା...

ପଦ୍ମପୁର ନଗର ତରଫରୁ ହିନ୍ଦୁ ସମ୍ମିଳନୀ ।

ପଦ୍ମପୁର-ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ପଦ୍ମପୁର ସହରର ରାଜାଜି ଟାଉନ ହଲ ଠାରେ ସମଗ୍ର ହିନ୍ଦୁ ସମାଜ ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି...

ପରଲୋକରେ ବରିଷ୍ଠ ସମାଜସେବୀ ଶଶି ଭୂଷଣ ବରିହା ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କନ୍ଦାଗାଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଗଡି ଗ୍ରାମର ଜଣେ ଅତ୍ୟନ୍ତ ସମ୍ମାନିତ ଓ ବରିଷ୍ଠ ସମାଜସେବୀ ଶଶି ଭୂଷଣ ବରିହାଙ୍କ ଶନିବାର ପରଲୋକ ଘଟିଛି। ତାଙ୍କ ଆକସ୍ମିକ...

ଜିଲ୍ଲା ଯାଦବ ସମାଜ କଲ୍ୟାଣ ମଣ୍ଡପ ଉଦଘାଟନ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ପ୍ରସ୍ତୁତି ବୈଠକ ।

ପଦ୍ମପୁର-ଆଗାମୀ ମାର୍ଚ୍ଚ ମାସ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବାକୁ ଯାଉଥିବା ବରଗଡ ଜିଲ୍ଲା ଯାଦବ କଲ୍ୟାଣ ମଣ୍ଡପ ଉଦଘାଟନ ସାଙ୍ଗକୁ ଯାଦବ ସମାଜ ମହାସଭା ଏବଂ ନବକୁଣ୍ଡିୟ...

ଶରଧାପାଲି ମଣ୍ଡଳ ସ୍ତରୀୟ ହିନ୍ଦୁ ସମ୍ମିଳନୀ, ହିନ୍ଦୁ ସମାଜକୁ ଏକତ୍ରିତ ଓ ସଚେତନ ପାଇଁ ଆହ୍ୱାନ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଶରଧାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲେବିଡି ଖେଳପଡିଆ ଠାରେ ନିରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଶରଧାପାଲି ମଣ୍ଡଳ ସମଗ୍ର ହିନ୍ଦୁ ସମାଜ ତରଫରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।...

‘ସ୍ବୟଂସିଦ୍ଧା’ର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ।

ବରପାଲି-ସୃଜନର ନବ ଉନ୍ମେଷ ‘ସ୍ବୟଂସିଦ୍ଧା’ ସ୍ବତନ୍ତ୍ର ସଂଖ୍ୟା କବିତୀର୍ଥ ବରପାଲିଠାରେ ଉନ୍ମୋଚିତ ହୋଇଯାଇଛି । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ତୃତୀୟ ପୌତ୍ର ତଥା ବିଶିଷ୍ଟ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ,...

ସହିଦ କ୍ରାନ୍ତିକାରୀଙ୍କୁ ଶ୍ରଦ୍ଧାଞଳି ଜ୍ଞାପନ କଲେ ବରଗଡ଼ ସାଂସଦ ।

ବରଗଡ-ଶ୍ରମ,ଦକ୍ଷତା ବିକାଶ,ଟେକ୍ସଟାଇଲ ବିଭାଗ ର ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟୀ ଏକ ୨ଦିନିଆ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ ଗସ୍ତ କାର୍ଯ୍ୟକ୍ରମ କମିଟୀ ଅଧ୍ୟକ୍ଷ ସାଂସଦ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଏସ୍...

୧୩ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଉଦଯାପିତ : ତାଳଚେର ଚାମ୍ପିୟାନ ।

ପଦ୍ମପୁର-ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆ ଠାରେ ଗୋଲ୍ଡେନଷ୍ଟାର କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ୧୩ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଯାପିତ ହୋଇଯାଇଛି। ଉଦଯାପିତ ଖେଳରେ ୪ ଗୋଟି ଦଳ...

Most Read

error: Content is protected !!