Saturday, March 7, 2026

Yearly Archives: 2026

ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।

ପଦ୍ମପୁର-ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ବରେ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି  ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ବିଜ୍ଞାନ ଶିକ୍ଷିକା ଶ୍ରୀମତୀ ଚନ୍ଦନା ଚନ୍ଦ୍ରପ୍ରଭା...

ଜଙ୍ଗଲ ସୁରକ୍ଷା ନେଇ ପଦ୍ମପୁର ବନାଞ୍ଚଳ ପକ୍ଷରୁ ପାଳା ମାଧ୍ୟମରେ ସଚେତନ ।

ପଦ୍ମପୁର-ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ଗ୍ରାମରେ ଜନ ସାଧାରଣଙ୍କୁ ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନ କରିବା ପାଇଁ ଗୋଟିଏ ରଥ ମାଧ୍ୟମରେ ଗାଁ ଗାଁ ଯାଇ ସଚେତନ କରାଯାଉଅଛି ।...

ସମାଜସେବୀ କାହ୍ନୁଚରଣ ମାଝୀଙ୍କ ମାତୃ ବିୟୋଗ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗ୍ରିଣ୍ଡୋଲମାଲ ଗ୍ରାମର ଦେବଦତ୍ତ କ୍ଲବ ସମ୍ପାଦକ ତଥା ସମାଜସେବୀ କାହ୍ନୁଚରଣ ମାଝୀଙ୍କ ମା ଲତା ମାଝୀଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶୁକ୍ରବାର...

ଆଧୁନିକ ଯୁଗରେ ମ୍ୟାଟ୍ରିକ ପରୀକ୍ଷାରେ କପି ପ୍ରବୃତ୍ତି : ଶିକ୍ଷକଙ୍କୁ ଅପମାନ ଓ ଅଭିଭାବକଙ୍କ ଚାପ

ଆଧୁନିକ ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ । ଶିକ୍ଷାର ମାନ ଉନ୍ନତି ପାଇଁ ସରକାର ଓ ସମାଜ ବହୁ ପ୍ରୟାସ କରୁଛନ୍ତିଭ। କିନ୍ତୁ ଏହି ଉନ୍ନତିର ମଝିରେ ମ୍ୟାଟ୍ରିକ ପରୀକ୍ଷାରେ...

ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ” ଆଲୋକ ବର୍ତିକା ” ।

ପଦ୍ମପୁର-ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଆଲୋକ ବର୍ତ୍ତିକା ଶନିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା କଳ୍ପନା ରାଣୀ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ସ୍ନେହା ଅରୁଗୁଳା ମୁଖ୍ୟ ଅତିଥି...

୧୮ ବର୍ଷ ସେନାର ସେବା ପରେ ଜ୍ୟୋତିର୍ମୟ ପଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ।

ପାଇକମାଳ-ପଦ୍ମପୁର ପାଇକମାଳ ବ୍ଲକ ଡୁମେରବାହାଲ ଗ୍ରାମର ଭୂତପୂର୍ବ ସେନା ଜ୍ୟୋତିର୍ମୟ ପଧାନ ଦୀର୍ଘ ୧୮ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ରହି ଦେଶ ସେବା କରି ଅବସର ଗ୍ରହଣ କରିଛନ୍ତି। ତାଙ୍କ...

ପରଲୋକରେ ପୂର୍ବତନ ବନପାଳ।

ପଦମପୁର-ରାଜବୋଡ଼ାସମ୍ବର ବ୍ଲକ ନିକଟସ୍ଥ ବୁଧାପାଳି ଗ୍ରାମର ଅବସର ପ୍ରାପ୍ତ ବନପାଳ ସ୍ବର୍ଗତ ବସନ୍ତ ଲୁହାର ଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତକାଲି ରାତି ୯ଟା ସମୟରେ ନିଜ ବାସଭବନରେ ପରଲୋକ...

ପଦ୍ମପୁର ଟାଉନ କ୍ଲବ ତରଫରୁ ରେଡକ୍ରସ ପାଣ୍ଠିକୁ ଅର୍ଥରାଶି ପ୍ରଦାନ ।

ପଦ୍ମପୁର-ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସମୟରେ ଜନସାଧାରଣ ଙ୍କ ଯାତାୟତର ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ଟାଉନ୍ କ୍ଲବ ତରଫରୁ ଯାନବାହାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ଯାହାକି ଚାଲିଶ ହଜାର...

ପରିବା ବୋଝେଇ ଡାଲା ଗାଡି ଦୁର୍ଘଟଣାଗ୍ରସ୍ତ:ଡ୍ରାଇଭର ଗୁରୁତର ।

ଗାଇସିଲେଟ(ରିଙ୍କୁ ଦେବତା)- ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଗୁଦେରପାଲି ଠାରେ ଏକ ପରିବା ବୋଝେଇ ଡାଲା ଗାଡି ଓଡି ୧୭ ଏଇ ୬୨୪୦ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୁଚନା ଅନୁସାରେ ପଦ୍ମପୁରରୁ...

ର୍କେମେଲି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ପରିଚାଳନା କମିଟିର ଏକ ସାଧାରଣ ବୈଠକ ଅନୁଷ୍ଠିତ ।

ପଦ୍ମପୁର - ପଦ୍ମପୁର ଉପଖଣ୍ଡ ଗାଉସିଲେଟ ବ୍ଲକ୍ ତାଲପାଲି ସି.ଏଚ୍.ସି ଅନ୍ତର୍ଗତ ର୍କେମେଲି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଠାରେ ପରିଚାଳନା କମିଟିର ଏକ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଦସ୍ୟ ତଥା ପରିଚାଳନା...

Most Read

error: Content is protected !!