Saturday, March 7, 2026

Yearly Archives: 2026

ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

ଗାଇସିଲେଟ-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ପରିସରରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଶିବିରରେ ମାଷ୍ଟର ଟ୍ରେନର...

ପଞ୍ଚଦିବସିୟ ମନ୍ଦିର ପ୍ରତିଷ୍ଠାତ୍ସବ ଶୁଭାରମ୍ଭ ।

ବରପାଲି-ବରପାଲି ବ୍ଳକ ତୁଲଣ୍ତି ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ଏକ ପୁର୍ଣ୍ଣକୁମ୍ଭ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ପୂଜାକର୍ତ୍ତା,ପଣ୍ତିତ ତଥା ଭକ୍ତ ମଣ୍ତଳି ଭଗବାନ ଶ୍ରୀରାମଙ୍କ ପୂଜାର୍ଚ୍ଚନା...

ଅଞ୍ଚଳ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ।

ପଦ୍ମପୁର- ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧିକାରୀ ପ୍ରାଧ୍ୟାପିକା ଝୁନୁ ପରିଡ଼ାଙ୍କ ସଭାପତିତ୍ୱରେ ଛାତ୍ରୀମାନଙ୍କ ପାଇଁ ଏକ ‘ଆତ୍ମସୁରକ୍ଷା ତାଲିମ ଶିବିର’ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଆଜିର...

ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପି.ଏମ୍.ଶ୍ରୀ ଉତ୍ସବ ପାଳିତ ।

ପଦ୍ମପୁର-ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପି.ଏମ୍.ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଆକାଂକ୍ଷୀ ଛାତ୍ର ପରିଷଦ ଟ୍ୟାଲେଣ୍ଟ ଗ୍ୟାଲେରୀ ଅନ୍ତର୍ଗତ ଚାରିଟି କ୍ଲବ ଯଥା ସାହିତ୍ୟ ସୃଜନୀ,କୌଶଳୀ, କ୍ରୀଡାଙ୍ଗନ...

ବରପାଲି କେନାଲ ଉପଖଣ୍ତ ସ୍ତରିୟ ପାଣିପଞ୍ଚାୟତ ସପ୍ତାହ ପାଳିତ।

ବରପାଲି-ବରପାଲି କେନାଲ ଡିଭିଜନ କାର୍ଯ୍ଯଳୟ ପରିସରରେ ଉପଖଣ୍ତ ସ୍ତରିୟ ପାଣିପଞ୍ଚାୟତ ସପ୍ତାହ ପାଳିତ ହୋଇଯାଇଛି। ବରପାଲି କେନାଲ ଅଧିକ୍ଷଣ ଯନ୍ତ୍ରୀ ଇ.ଚନ୍ଦନ ସରାଫଙ୍କ ଅଧ୍ୟକ୍ଷତାରେ କାଯ୍ଯକ୍ରମ ପରିଚାଳିତ ହୋଇଥିଲା। ମୂଖ୍ୟଅତିଥି ଭାବରେ ବୁର୍ଲ୍ଲା...

ଜିଲ୍ଲାଖଡୁରା ସମାଜ ନୁତନ ପରିଚାଳନା କମିଟି ଗଠିତ।

ବରପାଲି-ବରପାଲି ବଣିକ ସଂଘ ଭବନ ପରିସରରେ ବରଗଡ ଜିଲ୍ଲାସ୍ତରୀୟ ୫୦ ଘର ଖଡୁରା ସମାଜର ନୁତନ ପରିଚାଳନା କମିଟି ଗଠିତ ହୋଇଯାଇଛି। ପୁଷ୍ପରାଜ୍ ପାତ୍ରଙ୍କ ଅଧ୍ୟକ୍ଷତାରେ କାଯ୍ଯକ୍ରମ ପରିଚାଳିତ ହୋଇଥିଲା। ସଭାରେ ସମ୍ମାନିତ...

ବିମଳା ସୁନାଙ୍କ ଶ୍ରଦ୍ଧାଞ୍ଜଳି ସଭା ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସୋହେଲା ଥାନା ସାଧୁପାଲି ଗ୍ରାମରେ ମହାନ୍ ପ୍ରାଣା ବିମଳା ସୁନାଙ୍କ ଏକାଦଶାହ କାର୍ଯ୍ୟରେ ପୁଅ କ୍ଷୀରସିନ୍ଧୁ ସୁନାଙ୍କ ଆବାହକତ୍ୱରେ ବୌଦ୍ଧ ରୀତିନୀତିରେ ପରିଚାଳନା ଉପାସକ ଜଗଦୀଶ ବୌଦ୍ଧ,ଉପାସକ ଗୋଳାପ...

ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାରେ ନୂତନ କ୍ରୀଡ଼ା ଶିକ୍ଷକଙ୍କ ଭବ୍ୟ ସ୍ୱାଗତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାର ନୂତନ କ୍ରୀଡ଼ା ଶିକ୍ଷକ ତରଣୀସେନ ସାହୁଙ୍କ ଯୋଗଦାନ ଅବସରରେ ଭବ୍ୟ ସ୍ୱାଗତ ପର୍ବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ...

ଧର୍ମ ପରାୟଣା ମହିଳା ଭୂମିସୂତା ପଣ୍ଡାଙ୍କ ପରଲୋକ ।

ବରଗଡ-ବରଗଡ ଜିଲ୍ଲା ଅତାବିରା ଏନ୍ଏସି ରେଂଗାଲିକେମ୍ପର ସ୍ବର୍ଗତ ଭକ୍ତ ଚରଣ ପଣ୍ଡାଙ୍କ ପତ୍ନୀ ଭୂମିସୂତା ପଣ୍ଡାଙ୍କ ୭୭ ବର୍ଷ ବୟସ୍କରେ ସୋମବାର ଅପରାହ୍ନରେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ...

ଜଗତ କଲ୍ୟାଣ ପାଇଁ ମହୁଲପାଲି ଠାରେ ୧୭ ତମ ଅଙ୍ଗ ଆଳତୀ ।

ପଦ୍ମପୁର-ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ପୌଷ ପୂର୍ଣିମା ଅବସରରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୧୭ଶ ଅଙ୍ଗ ଆଳତୀ କରାଯାଇଅଛି ।ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ,...

Most Read

error: Content is protected !!