Saturday, March 7, 2026

Monthly Archives: February, 2026

ପରିବା ବୋଝେଇ ଡାଲା ଗାଡି ଦୁର୍ଘଟଣାଗ୍ରସ୍ତ:ଡ୍ରାଇଭର ଗୁରୁତର ।

ଗାଇସିଲେଟ(ରିଙ୍କୁ ଦେବତା)- ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଗୁଦେରପାଲି ଠାରେ ଏକ ପରିବା ବୋଝେଇ ଡାଲା ଗାଡି ଓଡି ୧୭ ଏଇ ୬୨୪୦ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୁଚନା ଅନୁସାରେ ପଦ୍ମପୁରରୁ...

ର୍କେମେଲି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ପରିଚାଳନା କମିଟିର ଏକ ସାଧାରଣ ବୈଠକ ଅନୁଷ୍ଠିତ ।

ପଦ୍ମପୁର - ପଦ୍ମପୁର ଉପଖଣ୍ଡ ଗାଉସିଲେଟ ବ୍ଲକ୍ ତାଲପାଲି ସି.ଏଚ୍.ସି ଅନ୍ତର୍ଗତ ର୍କେମେଲି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଠାରେ ପରିଚାଳନା କମିଟିର ଏକ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଦସ୍ୟ ତଥା ପରିଚାଳନା...

ଗନ୍ଧମାର୍ଦ୍ଦନ ପାହାଡ଼ରେ ଆହତ ମାଙ୍କଡକୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ ।

ପାଇକମାଳ-ପ୍ରକୃତି ସମୃଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଏକ ଆହତ ମାଙ୍କଡକୁ ସ୍ଥାନୀୟ ଯୁବକମାନେ ସାହସିକତାର ସହ ଉଦ୍ଧାର କରି ମାନବିକତାର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପଦ୍ମପୁର ଉପଖଣ୍ଡର ଆୟୁଷ ଡାକ୍ତର ସଂଘ।

ପଦ୍ମପୁର-ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ସମୟରେ ରବିବାର ପଦ୍ମପୁର ଉପଖଣ୍ଡର ଆୟୁଷ ଡାକ୍ତରମାନେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ଫୁଲଗୁଛ୍ଛ ଓ ଉତ୍ତରୀୟ ପ୍ରଦାନ କରି...

ସାମାଜିକ ଅନୁଷ୍ଠାନ ‘ସଂକଳ୍ପ ପରିବାର’ ପକ୍ଷରୁ ବଳିଦାନ ଦିବସ ତଥା ସଂକଳ୍ପ ପରିବାରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ।

ବରଗଡ-ସାରା ଦେଶ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ କିନ୍ତୁ ଦେଶପ୍ରେମ ଓ ମାନବିକତାର ପରିଚୟ ସୃଷ୍ଟି କରିଥିବା ବରଗଡ଼ର ସାମାଜିକ ଅନୁଷ୍ଠାନ ‘ସଂକଳ୍ପ ପରିବାର’ ପକ୍ଷରୁ ବଳିଦାନ ଦିବସ ତଥା ସଂକଳ୍ପ...

ମହୁଲପାଲି ବାଲି ଘାଟରେ ଅବୈଧ ଖନନ ମାମଲା:ମୁଖ୍ଯ ଅଭିଯୁକ୍ତ ସେଖ ମହମ୍ମଦ ୱାଜିଦ ଓରଫ ଛୁଟକା ଗିରଫ, ୫ ଗୋଟି ଗାଡ଼ି ଜବତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ମହୁଲପାଲି ବାଲି ଘାଟରେ ଅବୈଧ ବାଲୁକା ଖନନ ମାମଲାରେ ପୋଲିସ ବଡ଼ ସଫଳତା ହାସଲ କରିଛି।ଦୀର୍ଘଦିନ ଧରି ଫେରାର ଥିବା ମୁଖ୍ଯ ଅଭିଯୁକ୍ତ ସେଖ ମହମ୍ମଦ...

ଗୌରଜୁରୀରେ କଲ୍ୟାଣ ମଣ୍ଡପ ଉଦ୍ଘାଟନ କଲେ ବିଧାୟିକା।

ପାଇକମାଳ-ପାଇକମାଳ ବ୍ଲକ୍ ଅନ୍ତର୍ଗତ ଗୌରଜୁରୀ ଠାରେ ଏକ କଲ୍ୟାଣ ମଣ୍ଡପ ଉଦଘାଟିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ବିଧାୟକ ପାଣ୍ଠିରୁ ନିର୍ମିତ ଏହି...

ଖଲିଆପାଲିରେ ବିଜେଡିର କର୍ମୀ ସମ୍ମିଳନୀ ।

ପଦ୍ମପୁର-ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲିଆପାଲି ଠାରେ ପଦ୍ମପୁର ବିଜୁ ଜନତା ଦଳ ପକ୍ଷରୁ ଏକ ବ୍ଲକ୍ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି...

ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ସହ ବରଗଡ ସାଂସଦଙ୍କ ସାକ୍ଷାତ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ।

ବରଗଡ-ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନଙ୍କ ଡାକରା ପାଇ ତାଙ୍କୁ ବିଜେପିର କେନ୍ଦ୍ର କାର୍ଯ୍ଯାଳୟରେ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି । ରାଷ୍ଟ୍ରିୟ...

ଡୁଙ୍ଗୁରିପାଲି ମହାବିଦ୍ୟାଳୟର ପୁରସ୍କାର ବିତରଣି ଉତ୍ସବ ।

ଡୁଙ୍ଗୁରିପାଲି-ଡୁଙ୍ଗୁରିପାଲି ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ସଭାରେ ଇତିହାସ ବିଭାଗର ପ୍ରଧ୍ୟାପକ ଶ୍ରୀ...

Most Read

error: Content is protected !!