Sunday, June 8, 2025
spot_imgspot_imgspot_img

Yearly Archives: 2025

ବୈଶାଖ ମେଳାରେ ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ।

ପାଇକମାଳ - ପ୍ରସିଦ୍ଧ ତିର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀଶ୍ରୀ ମାର୍ଜାର କେଶରୀ ଜନ୍ମୋତ୍ସବ ପାଳନ ଅବସରରେ ଚତୁର୍ଥ ସନ୍ଧ୍ୟାରେ ବୈଶାଖ ମେଳା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟାକ୍ରମ ଉଦଘାଟିତ ହୋଇଯାଇଛି।...

କେନ୍ଦୁମାଲ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କେନ୍ଦୁମାଲ ଠାରେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷୋହଳ ପ୍ରହରୀ ନାମଯଜ୍ଞ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି  । ଗୁରୁବାର ଦିନ...

ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ନିମନ୍ତେ ସହଯୋଗ ଯାତ୍ରା ।

ପଦ୍ମପୁର- ଆତଙ୍କବାଦକୁ ଧର୍ମ କରିଥିବା ଆତଙ୍କିସ୍ତାନ ପାକିସ୍ତାନ ବିନା କାରଣରେ କାଶ୍ମୀରର ପହଲଗାମ କୁ ଛୁଟି ମନେଇବା ପାଇଁ ଯାଇଥିବା ନିରୀହ ଭାରତୀୟ ମାନଙ୍କୁ ଧର୍ମ ପଚରେଇ ଗୁଳି ମାରି ହତ୍ୟା କରିଥିଲେ।...

ନୃସିଂହନାଥରେ ବୈଶାଖ ମେଳାରେ ଅନୁଷ୍ଠିତ ହେବ ରକ୍ତଦାନ ଶିବିର।

ପଦ୍ମପୁର-ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପ୍ରସିଦ୍ଧ ବୈଶାଖ ମେଳା-୨୦୨୫ ଅବସରରେ ମେଳାର ଶେଷ ଦୁଇଦିନ ପବିତ୍ର ନୃସିଂହନାଥ ପୀଠରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର,ବରଗଡ ଓ ଶ୍ରୀ...

ବରିଷ୍ଠ ନେତା ତଥା ଭାରତର ବଜରଙ୍ଗ ଦଳର ପୂର୍ବତନ ସଭାପତି ସ୍ବର୍ଗତ ସୁବାସ ଚନ୍ଦ୍ର ଚୌହାନଙ୍କର ପଞ୍ଚମ ସ୍ମୃତି ସମାରୋହ ପାଳିତ ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ବରିକେଲ ସ୍ଥିତ ସମଲେଇ ମନ୍ଦିର ପରିସରରେ ବରିଷ୍ଠ ରାଜନେତା ତଥା ପଣ୍ଡରା ସମାଜର ଗୌରବ ଭାରତର ବଜରଙ୍ଗ ଦଳର ପୂର୍ବତନ ସଭାପତି ସ୍ବର୍ଗତ ସୁବାସ ଚନ୍ଦ୍ର ଚୌହାନଙ୍କର ପଞ୍ଚମ...

ମହିଳା ମହାବିଦ୍ୟାଳୟରେ ସଫଳତା ସମ୍ବର୍ଦ୍ଧନା ଉତ୍ସବ ।

ବରପାଲି-ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗ...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ।

ପଦ୍ମପୁର-ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ପୂର୍ବକ ସଂପୃକ୍ତ ବିଦ୍ୟାଳୟର ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦଶମ ବୋର୍ଡ ପରୀକ୍ଷାରେ...

ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ।

ପଦ୍ମପୁର - ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ଦଶ ଦିନ ଧରି ଚାଲିଥିବା ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ୨୦୨୫ ଉଦଯାପିତ ହୋଇଯାଇଛି । ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର...

ତୂଲି ମୂନରେ ଝଲସି ଉଠୁଛନ୍ତି ନୃସିଂହ ଠାକୁର ।

ନୃସିଂହନାଥ ପିଠ ବୈଶାଖ ମେଳାରେ ରାଜ୍ୟ ସ୍ତରୀୟ ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା । ପାଇକମାଲ-ପଶ୍ଚିମ ଓଡିଶା ର ପ୍ରଶିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀ ମାର୍ଜର କେଶରୀ...

ବୈଶାଖ ମେଳା ବିଶ୍ବଶାନ୍ତି ମହାଯଜ୍ଞ ତୃତୀୟ ଦିବସରେ ୨୬ ହଜାର ୩୦୦ ବୀଜମନ୍ତ୍ରରେ ପ୍ରକମ୍ପିତ ହେଲା ନୃସିଂହନାଥ ପିଠ ।

ପାଇକମାଳ-ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପିଠରେ ବୈଶାଖ ମେଳା ବିଶ୍ବଶାନ୍ତି ମହାଯଜ୍ଞ ତୃତୀୟ ଦିବସରେ ୨୬ ହଜାର ୩୦୦ ନୃସିଂହ ବୀଜମନ୍ତ୍ର ଜପ ହୋଇଯାଇଛି...

Most Read

error: Content is protected !!