Saturday, May 24, 2025
spot_imgspot_imgspot_img

Yearly Archives: 2025

ବ୍ଲକସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା ଉଦଯାପିତ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ପିପୁଲ୍ସ କଲେଜର କ୍ରୀଡା ପ୍ରଙ୍ଗଣରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଶ୍ରୀକର ଭଞ୍ଜ ଯୁବ ପରିଷଦ ସହଯୋଗରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର କ୍ରୀଡା ପ୍ରତିଭାକୁ...

ୱିନର ବ୍ରାଇଟ ଫ୍ଯୁଚର ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ।

ପଦ୍ମପୁର-ୱିନର ବ୍ରାଇଟ ଫ୍ଯୁଚର ସ୍କୁଲର ଦୁଇ ଦିନ ବ୍ଯାପି ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଅଞ୍ଚଳ ମହାବିଦ୍ଯାଳୟ ପଡ଼ିଆରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡ଼ା ଉତ୍ସବରେ ପ୍ଲେ କ୍ଲାସରୁ...

କଳିଙ୍ଗ ଜ୍ବେଲର୍ସ ତରଫରୁ ୬୯ ଗୋଟି ସ୍ବତନ୍ତ୍ର ଉପହାର ପ୍ରଦାନ।

https://www.youtube.com/watch?v=T78ZTG6rk8s ପଦ୍ମପୁର - ପଦ୍ମପୁର ସହରର ସୁନାମଧନ୍ୟ ଗହଣା ଦୋକାନ କଳିଙ୍ଗ ଜ୍ବେଲର୍ସ ତରଫରୁ ଗ୍ରାହକ ମାନଙ୍କ ପାଇଁ ଦୁର୍ଗାପୂଜା, ଧନତେରସ ଓ ନବବର୍ଷ ଅବସରରେ ପାଞ୍ଚ ହଜାର କିମ୍ବା ତା ଠାରୁ ଅଧିକ...

ରାଜବୋଡାସମ୍ବର ବ୍ଲକରେ ଏକ ଦିବସୀୟ ପାଚିକା ସହାୟିକା ତାଲିମ୍ ଅନୁଷ୍ଠିତ ।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ମଧ୍ୟାହ୍ନ ଭୋଜନ ଚାଲୁଥିବା ସ୍କୁଲ ମାନଙ୍କର ପାଚିକା ସହାୟିକା ଭାବରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ତିନୋଟି ସ୍ଥାନରେ ଅନୁଷ୍ଠିତ...

ଅଖିଳ ଭାରତୀୟ ଗୋଣ୍ଡ ସମାଜର ବାର୍ଷିକ ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ।

ପାଇକମାଲ - ଶ୍ରୀ ଶ୍ରୀ ନୃସିଂହନାଥ ସ୍ଥିତ ବୁଢ଼ାଦେଓ ମଣ୍ଡପ ଠାରେ ଶ୍ରୀ ଭାଗବତିଆ ସିଂ ଦାଉଙ୍କ ସଭାପତିତ୍ବରେ ଗୋଣ୍ଡ ସମାଜର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବାର୍ଷିକ ବୁଢ଼ାଦେଓ...

ଭୋଇସାଗର ଡ଼୍ୟାମରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନବିହାର ।

ପଦ୍ମପୁର-ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ବନବିହାର ଆଜି ଭଗତପୁର ସ୍ଥିତ ଭୋଇସାଗର ଡ଼୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଲସଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ପଙ୍କଜ...

ବିଶ୍ୱପ୍ରସିଦ୍ଧ ‘ବରଗଡ଼ ଧନୁଯାତ୍ରା ମହୋତ୍ସବ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ , ‘ଧନୁଯାତ୍ରା’ ସମାଜରେ ନୈତିକ ମୂଲ୍ୟବୋଧ ତିଆରି କରୁଅଛି – ଧର୍ମେନ୍ଦ୍ର ପ୍ରଧାନ।

• ‘ଧନୁଯାତ୍ରା ଓ୍ୱେବସାଇଟ୍’ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ।• ବରଗଡ଼ର ଉତ୍ସାହୀ ଓ ସଚେତନ ନାଗରିକମାନଙ୍କ ସକ୍ରିୟ ସହଯୋଗ କାରଣରୁ ବରଗଡ଼ର ଧନୁଯାତ୍ରା ବିଶ୍ୱପ୍ରସିଦ୍ଧ ହୋଇଛି ।• କୃଷିଭିତ୍ତିକ ଅଞ୍ଚଳରେ ଚାଷୀଙ୍କୁ ଆମୋଦପ୍ରମୋଦ...

ରେଆର ତରଫରୁ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ମହୋତ୍ସବ କସ୍ତୁରୀ-୨୦୨୫ ଅନୁଷ୍ଠିତ ।

ସୁବର୍ଣ୍ଣପୁର( ଶୁଶାନ୍ତ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଧୂବାମୁଣ୍ଡା ରେଆର କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଭିନ୍ନକ୍ଷମ ଅଭିଭାବକ ସଂଘ ଓ ରେଆର ତରଫରୁ ଭିନ୍ନକ୍ଷମ ଶିଶୁ ଙ୍କ ମହୋତ୍ସବ କସ୍ତୁରୀ-୨୦୨୫...

କେବାଡ ଧନୁଯାତ୍ରା ଦ୍ବିତିୟ ଦିବସରେ କୃଷ୍ଣଜନ୍ମ ।

ବରପାଲି-ବରପାଲି ବ୍ଳକ କେବାଡ ସପ୍ତମ ତମ ଧନୁଯାତ୍ରା ଦ୍ବିତିୟ ଦିବସ ଉଦଘାଟିତ ହୋଇଯାଇଛି। ଆୟୋଜିତ ମହୋତ୍ସବରେ ମହାରାଜା କଂସର ଦୌରାତ୍ମ୍ୟ ବୃଦ୍ଧି ପାଇ ଦେବକୀ ର ଶଡ଼ପୁତ୍ରଙ୍କୁ ନିଧନ କରିଥିଲା। ପରେ...

ଗୋଲବନ୍ଧରେ ବୁଗୁଡ଼ା ବ୍ଲକର ଧାନମଣ୍ଡି ଉଦଘାଟନ କଲେ ତହସିଲଦାର।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୋଲବନ୍ଧ ଗ୍ରାମରେ ବୁଗୁଡ଼ା ବ୍ଲକ୍ ସ୍ତରୀୟ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି।ବୁଗୁଡ଼ା ତହସିଲଦାର ଓ ବିଡ଼ିଓ ତାପସ ରାଉତ ଏହି ଧାନ ମଣ୍ଡିକୁ ଉଦ୍ଘାଟନ...

Most Read

error: Content is protected !!