Saturday, June 7, 2025
spot_imgspot_imgspot_img

Yearly Archives: 2025

ପଦ୍ମପୁର ଆର.ଏମ.ସି ଅଧିନରେ ରବି ଋତୁ ଧାନ କିଣା ଆରମ୍ଭ , ପ୍ରଥମ ଦିନରେ ବିକ୍ରି ପାଇଁ ଆସିଲା ନାହିଁ ଧାନ ।

ପଦ୍ମପୁର - ଚଳିତ ବର୍ଷ ରବି ଋତୁଧାନ କିଣା ପଦ୍ମପୁର ଉପଖଣ୍ଡରେ ବୁଧବାର ଦିନ ଆରମ୍ଭ ହୋଇଯାଇଛି । ପଦ୍ମପୁର ଆର.ଏମ.ସି ମୁଖ୍ୟ ବଜାର ଠାରେ ସହକାରୀ ଯୋଗାଣ ଅଧିକାରୀ...

ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲପାଳଙ୍କ ଦ୍ୱାରସ୍ତ ହେଲେ ନଡ଼ିପଡ଼ା ଗ୍ରାମବାସୀ।

ବରଗଡ଼-ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ନଡ଼ିପଡ଼ାରେ ଦୀର୍ଘବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଏହାର ସମାଧାନ ନିମନ୍ତେ ବୁଧବାର ପଡାର ଶତାଧିକ ମହିଳା...

ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ସରକାରଙ୍କ ଅଣଦେଖା ।

ବନଜାତ ଦ୍ରବ୍ୟର ବିକ୍ରି ପାଇଁ ବ୍ୟବସ୍ଥା ନାହିଁ । ବେପାରୀ ନିର୍ଧାରଣ କରୁଛନ୍ତି ମୂଲ୍ୟ । ପଦ୍ମପୁର-ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଏକ ଅବହେଳିତ ଆଦିବାସୀ ଅଞ୍ଚଳ ଅଟେ । କୃଷି ପାଇଁ ସ୍ଥାୟୀ ଜଳସେଚନ...

ବିଦ୍ୟୁତ ନ ଆସିବାରୁ ରାତିରେ ବିଲ ଭିତରେ ଇଲେକ୍ଟ୍ରି ଖୁଣ୍ଟ ତଳେ ପ୍ରତିବାଦ କଲେ ଗ୍ରାମବାସୀ ।

ଗାଇସିଲେଟ-ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହା ସାଙ୍ଗକୁ ରୌଦ୍ରତାପ ମଧ୍ୟ କିଛି କମ ନୁହେଁ। ଏଭଳି ସମୟରେ...

ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ବନ୍ଧୁମିଳନ ।

ପଦ୍ମପୁର-ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ପ୍ରଥମ ବନ୍ଧୁ ପୂର୍ନମିଳନ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ପରେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିକେଲ ହାଇସ୍କୁଲ ମାଟ୍ରିକ ୨୦୦୦...

ନୃସିଂହନାଥ ବୈଶାଖ ମେଳାର ଷଷ୍ଠ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ।

ପାଇକମାଳ-ପ୍ରସିଦ୍ଧ ତିର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀଶ୍ରୀ ମାର୍ଜାର କେଶରୀ ଜନ୍ମୋତ୍ସବ ପାଳନ ଅବସରରେ ଷଷ୍ଠ ସନ୍ଧ୍ୟାରେ ବୈଶାଖ ମେଳା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ ମଞ୍ଚ ଢୋଲ ନିଶାନ ଆଦି...

ମହୁଲପାଲିଠାରେ ବୈଶାଖ ପୂର୍ଣିମାରେ ଅଙ୍ଗ ଆଳତୀ ।

ପଦ୍ମପୁର - ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ  ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି  । ଏହାକୁ ଉପଜୀବ୍ୟ କରି ସୋମବାର ବୈଶାଖ ପୂର୍ଣିମା ତିଥି ସନ୍ଧ୍ୟା ୬...

ଦ୍ବିଦିବସିୟ ନରସିଂଘ ଚତୃଦଶୀ ମହୋତ୍ସବ ।

ବରପାଲି-ବରପାଲି ନରସିଂଘ ମନ୍ଦିର ପରିସରରେ ଦ୍ବିଦିବସିୟ ଚତୃଦଶୀ ମହୋତ୍ସବ ନିତିକାନ୍ତି ଅନୁଶାରେ ସୂଭାରମ୍ଭ ହୋଇଯାଇଛି। ରବିବାର ପୁର୍ବାହ୍ନରେ ପଣ୍ଡିତ ସୁଦାମ ମିଶ୍ରଙ୍କ ସମେତ ପୂଜକ ମଧୁମଙ୍ଗଳ ମିଶ୍ର,ପଣ୍ତିତ ଗୋପାଳ ମିଶ୍ର,ସୁବଳ ମିଶ୍ର ପ୍ରମୁଖ...

ବୈଶାଖମେଳା ବିଶ୍ବଶାନ୍ତି ମହାଯଜ୍ଞ ଚତୁର୍ଥ ଦିବସରେ ୨୯ ହଜାର ୨୦୦ ବୀଜମନ୍ତ୍ର ଜପ ।

ପାଇକମାଳ - ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପିଠରେ ବୈଶାଖ ମେଳା ବିଶ୍ବଶାନ୍ତି ମହାଯଜ୍ଞ ଚତୁର୍ଥ ଦିବସରେ ୨୯ ହଜାର ୨୦୦ ନୃସିଂହ ବୀଜମନ୍ତ୍ର...

ବୈଶାଖ ମେଳାରେ ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ।

ପାଇକମାଳ - ପ୍ରସିଦ୍ଧ ତିର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀଶ୍ରୀ ମାର୍ଜାର କେଶରୀ ଜନ୍ମୋତ୍ସବ ପାଳନ ଅବସରରେ ଚତୁର୍ଥ ସନ୍ଧ୍ୟାରେ ବୈଶାଖ ମେଳା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟାକ୍ରମ ଉଦଘାଟିତ ହୋଇଯାଇଛି।...

Most Read

error: Content is protected !!