Monday, June 16, 2025
spot_imgspot_imgspot_img

Yearly Archives: 2025

ଜେନିଥ ଲୟନ୍ସ ଗୁରୁକୁଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ସହ ଯୋଗ ଶିବିର l

ପଦ୍ମପୁର-ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ଜେନିଥ ଲୟନ୍ସ ଗୁରୁକୁଲ ରେ ଏକ ବିଶାଳ ଉତ୍ସବ ଆୟୋଜନ କରାଯାଇଥିଲା lଏହି...

ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।

ପଦ୍ମପୁର - ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ ଙ୍କ...

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ବୀର ସଂଗ୍ରାମୀ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ମହାନ୍ ବିପ୍ଳବୀ ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମଜୟନ୍ତୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ବରେ ଅନୁଷ୍ଠିତ...

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ।

ପଦ୍ମପୁର - ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶ୍ରୀ...

ନୃସିଂହନାଥ ଏସ.ଏସ.ଡି ହାଇସ୍କୁଲରେ ବାର୍ଷିକ ଉତ୍ସବ ।

ପାଇକମାଲ-ବରଗଡ ଜିଲା ପାଇକମାଲ ବ୍ଲକ ନୃସିଂହନାଥ ଏସ.ଏସ.ଡି ହାଇ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ...

ଖୋଲିଛି ଗଭୀର ନଳକୂପ, ବସିଛି ଟ୍ରାନ୍ସଫର୍ମର, ବିଦ୍ୟୁତ ସଂଯୋଗ ନ ହେବାରୁ ଚାଷୀଙ୍କ କାମରେ ଆସୁନି ଯୋଜନା ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମପଞ୍ଚାୟତର କୁଜାମୁଣ୍ଡା ଗାଁରେ ଚାଷୀଙ୍କ ବିଲରେ ସବସିଟିରୁ ରାଜ୍ୟସରକାରଙ୍କ ତରଫରୁ ବିଜୁକୃଷକ ଯୋଜନାରେ ଗଭୀର ନଳକୂପ ମାନ ଗତ ୨୦୨୩ ମସିହାରୁ ଖନନ କରାଯାଇଛି। ଗତ ଦୁଇ...

ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଓ ସାପ କାମୁଡିବା ସଚେତନତା ଏବଂ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ।

ରାଇରଙ୍ଗପୁର(ଶ୍ୟାମଳେନ୍ଦୁ ପରିଡା)-ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରାଡ଼ିହି ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ପୌରାହିତ୍ୟରେ ଛାତ୍ରୀ ଆତ୍ମ ସୁରକ୍ଷା, ସାପ କାମୁଡିବା ସଚେତନତା ଓ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ...

ହେସେଲପଟା ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟର ୧୪ତମ ବାର୍ଷିକ ଉତ୍ସବ ମହାସମାରୋହରେ  ଅନୁଷ୍ଠିତ I

ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)-ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ହେସେଲପଟା ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟର ୧୪ତମ ବାର୍ଷିକ ଉତ୍ସବ ସଭାପତି ରାଇରଙ୍ଗପୁର ଆଇଟିଡିଏ ଏଡିଡ୍ବ୍ଲୁଓ ଜ୍ଞାନେନ୍ଦ୍ର ସାମଲଙ୍କ ଅଧ୍ଯକ୍ଷତାରେ ମହାସମାରୋହରେ  ଅନୁଷ୍ଠିତ ହୋଇଯାଇଛି...

ଜାତୀୟ ମତଦାନ ଦିବସ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ।

ବରଗଡ଼-ଆସନ୍ତା ଜାନୁୟାରୀ ୨୫ ତାରିଖରେ ବରଗଡ଼ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ କାର୍ଯ୍ୟ।ଳୟଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ୧୫ ତମ ଜାତୀୟ ମତଦାନ ଦିବସର ବିଭିନ୍ନ କାର୍ଯ୍ୟକ୍ରମଗୁଡିକର ସୁବ୍ୟବସ୍ଥିତ ସୁପରିଚାଳନା ନିମନ୍ତେ...

ପାଟଣାଗଡ଼ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟରେ ବନାଗ୍ନୀ ପ୍ରତିରୋଧ ସଚେତନତା ସଭା।

ପାଟଣାଗଡ଼-ପାଟଣାଗଡ଼ ବ୍ଳକ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବନ ଅଧିକାରୀ, ବୁଦ୍ଧୀଯୀବି ଓ ଅସ୍ଵଚ୍ଛାସେବୀ ମାନଙ୍କୁ ନେଇ ବନାଗ୍ନୀ ପ୍ରତିରୋଧ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ତହସିଲଦାର...

Most Read

error: Content is protected !!