Monday, June 16, 2025
spot_imgspot_imgspot_img

Yearly Archives: 2025

ରାମଲୀଳା ମହୋତ୍ସବ ଅବସରରେ ରକ୍ତଦାନ ଶିବିର :୩୬ ୟୁନିଟ୍ ରକ୍ତ ସଂଗୃହୀତ।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବିଜୟ ମଣ୍ଡପ ଠାରେ ରାମଲୀଳା ମହୋତ୍ସବ ୨୦୨୫, ଅବସରରେ ଅମୃତ କୁଟୁମ୍ ଓ ମାହେଶ୍ୱରୀ ସେନା ର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ...

ଧନକଉଡ଼ା ବ୍ଲକ୍ ରେ ଜାତୀୟ କନ୍ୟା ଦିବସ ପାଳିତ ।

ସମ୍ବଲପୁର-ଧନକଉଡ଼ା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଜାତୀୟ କନ୍ୟା ଦିବସ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନକଉଡ଼ା, ଶ୍ରୀମତୀ ସେବାଶ୍ରୀ ଭୋଇ ଙ୍କ ସଭାପତିତ୍ବ ରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ବିଦ୍ୟାଳୟ...

୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସେମିରେ ପଦ୍ମପୁର ।

ପଦ୍ମପୁର-ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଜେ.ଏସ୍.ସି.ସି ଦ୍ଵାରା ଆୟୋଜିତ ୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ର ତୃତୀୟ ଦିନ ଖେଳରେ ୪ଟି ଦଳ ଭାଗ ନେଇଥିଲେ। କ୍ବାଟର ଫାଇନାଲ...

କନ୍ଧୁମୁଣ୍ଡା ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ।

ଗାଇସିଲେଟ-ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କନ୍ଧୁମୁଣ୍ଡା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଉଚ୍ଚ ବିଦ୍ୟାଳୟ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି ।...

ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ କପ : ସେମି ଫାଇନାଲରେ ଭୁବନେଶ୍ୱର ।

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଆୟୋଜିତ ୩୬ ତମ ସର୍ବ ଭାରତୀୟ ଲାଲମନି କ୍ରିକଫେଷ୍ଟ୍-୨୦୨୫ ପୁଲ ବି ର ପ୍ରଥମ...

କେୟାର ଇନ୍ସ୍ୟୁରାନ୍ସ ସୁବର୍ଣ୍ଣପୁର ଶାଖା ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) - ସୁବର୍ଣ୍ଣପୁର ସହରର ବ୍ଲକଛକ ଦୁର୍ଗାପୂଜା ମଣ୍ଡପ ଠାରେ କେୟାର ଇନ୍ସ୍ୟୁରାନ୍ସ ସୋନପୁର ଶାଖା ତରଫରୁ ସ୍ଵରାଜ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବଲାଙ୍ଗୀର ର ସୁଦକ୍ଷ ଡ଼ାକ୍ତର...

ନେତାଜୀ ସୁବାଷ ବୋଷ ଏବଂ ବିର ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ନେତାଜୀ ସୁବାଷ ବୋଷ ଏବଂ ବିର ସୁରେନ୍ଦ୍ର ସାଏ ଜନ୍ମ...

ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ କ୍ରୀଡା ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବଡ଼ ଖେଳପଡିଆରରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ...

ଦୁଇ ଆହତ ଯବାନଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ।

ନୁଆପଡା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ରୁ ମାତ୍ର ପାଞ୍ଚ କିଲୋମିଟର ଦୂରତା ଓଡ଼ିଶା ଛତିଶଗଡ ସୀମାନ୍ତ ରେ ସୁରକ୍ଷା ବାହିନୀ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ରେ ୧୪ ଜଣ ମାଓବାଦୀ...

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରୀ କରଣ ।

ପଦ୍ମପୁର -ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଦିବସ ଉପଲକ୍ଷ୍ୟେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରୀ କରଣ ସଭା ଅନୁଷ୍ଠିତ ହୋଇ ଯାଇଛି...

Most Read

error: Content is protected !!