Tuesday, June 17, 2025
spot_imgspot_imgspot_img

Yearly Archives: 2025

ପିପୁଲ୍ସ କଲେଜରେ ରାଷ୍ଟ୍ରୀୟ ମତଦାତା ଦିବସ ପାଳନ ଓ ପାଠଚକ୍ର ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମତଦାତା ଦିବସ ଅବସରରେ ” ଉମେନ୍ ପାର୍ଟିସପେସନ ଇନ୍ ଇଣ୍ଡିଆନ ଇଲେକ୍ସନ : ଟ୍ରେଣ୍ଡସ୍ ଆଣ୍ଡ୍ ଚ୍ଯାଲେଞ୍ଜସ୍ ” ଶୀର୍ଷକ...

ନୂଆପଡାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ପ୍ରଥମ ଦିନରେ ଜିଲ୍ଲାର ୫ ଟି ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କଲେ । ଆସନ୍ତା କାଲି ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ । ନୂଆପଡା-ନୂଆପଡା ଜିଲ୍ଲା ଦୁଇ ଦିନିଆ ଗ୍ରସ୍ତରେ ଓଡିଶା ସରକାରଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରରେ ବାର୍ଷିକୋତ୍ସବ “ଜମ୍ବୋରୀ-୨” ।

ପଦ୍ମପୁର(ନିରୋଜ କୁମାର ପାଣୀ)-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର ଠାରେ ବାର୍ଷିକୋତ୍ସବ ଜମ୍ବୋରୀ-୨ ମହା ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜୟନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ...

ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଛାତ୍ରୀମାନେ ସାକ୍ଷାତ କରି ସମସ୍ୟା ଜଣାଇଲେ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଛାତ୍ରୀମାନେ ସାକ୍ଷାତ କରି ସମସ୍ୟା ସମାଧାନ ପାଇଁ ଆହ୍ବାନ...

୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସେମିରେ ତାଳଚେର ।

ପଦ୍ମପୁର-ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଜେ.ଏସ୍.ସି.ସି ଦ୍ଵାରା ଆୟୋଜିତ ୧୨ ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପର ଚତୁର୍ଥ ଦିନ ଖେଳରେ ୪ ଗୋଟି ଦଳ ଭାଗ ନେଇଥିଲେ। କ୍ବାଟର...

ଜାତୀୟ ମତଦାତା ଦିବସ ପାଳିତ ।

ପଦ୍ମପୁର-ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ, ପଦ୍ମପୁର ପରିସରରେ ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥ ଏହି କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ । ରାଜନୀତି ବିଜ୍ଞାନର...

ବରଗଡ ଜିଲ୍ଲାରେ ଏକ ମାତ୍ର ସିନିୟର ଫେଲୋସିପ ପାଇଥିବାରୁ ଲଳିତ ଜଗତ ଙ୍କୁ ବରଗଡ଼ ସାଂସଦଙ୍କ ଦ୍ଵାରା ସମ୍ମାନୀତ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ନାଟ୍ୟରତ୍ନ ପ୍ରାପ୍ତ ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀ ଲଳିତ ଜଗତ ଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାର ଙ୍କ ଦ୍ଵାରା ଫୋକ୍ ଥିଏଟର (ଲୋକ...

ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ୍ ଶିବିର ଉଦଯାପିତ ।

ସୋନପୁର-ଡ଼ୁଙ୍ଗୁରିପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟ ରେ ଛାତ୍ରୀ ଙ୍କ ଆତ୍ମସୁରକ୍ଷା ତାଲିମ୍ ଶିବିର ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ...

ଗୁଦୁରାମୁଣ୍ଡା ଗ୍ରାମରେ କୁଚିଆ ମଦ ଠିକାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ: ଜଣେ ମୃତ ଦୁଇଜଣ ଗୁରୁତର ଆହତ।

ଭେଡେନ-ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡି ଗ୍ରାମପଞ୍ଚାୟତ ସ୍ଥିତ ଗୁଦୁରାମୁଣ୍ଡା ଗ୍ରାମରେ ମଦ ଠିକା କୁ କେନ୍ଦ୍ର କରି ଜଣେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ବରଗଡ...

ପଦ୍ମପୁରରେ ଡା ରାମଚନ୍ଦାନୀଙ୍କ ଏକ ଟଙ୍କିଆ ଇସିଜି ସେବା ।

ପଦ୍ମପୁର-ପଦ୍ମପୁର ଠାରେ ଏକ ଟଙ୍କାରେ ଇସିଜି ସେବା ପ୍ରଦାନ କରି ପୁଣି ଚର୍ଚ୍ଚାରେ ଡା ଶଙ୍କର ରାମଚନ୍ଦାନୀ। ବୁର୍ଲା ପରେ ପଦ୍ମପୁରରେ ଡା ରାମଚନ୍ଦାନୀ ଏକ ଛାତ ତଳେ ଏକ ଟଙ୍କିଆ କ୍ଲିନିକ,ଏକ...

Most Read

error: Content is protected !!