Friday, June 6, 2025
spot_imgspot_imgspot_img

Yearly Archives: 2025

ସଂସ୍କରଣ ସହ ସଂପାଦକଙ୍କ ପିତୃ ବିୟୋଗ ।

ବରପାଲି - ସମାଜ ଖବରକାଗଜ ସଂସ୍କରଣ ସହ ସମ୍ପାଦକ ଯୋଗେଶ ବଢ଼େଇଙ୍କ ବାପା ତଥା ବରପାଲି ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବିବତ୍ସ ବଢ଼େଇ (୭୬)ଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି । ସେ...

ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ଅତାବିରା(ସୁରେନ୍ଦ୍ର କଠାର)-ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତାବିରା ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅତାବିରା ଶ୍ରୀମତି ରତ୍ନମୟୀ ପୁରୋହିତ ଙ୍କ ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଗୋଷ୍ଠୀ...

ଛୁରା ମାଡରେ ଯୁବକ ଗୁରୁତର ।

ପାଇକମାଲ-ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା କଲୋନୀପଡା ନିକଟରେ ଜନୈକ ଯୁବକକୁ ଛୁରା ମାଡ ହୋଇଥିବା ସୂଚନା ମିଲିଛି । ପାଇକମାଳ ସରକାରୀ ଚିକିତ୍ସାଳୟରେ ସନ୍ଧ୍ୟା ହେଲେ ନାହିଁ ଚିକିତ୍ସାର ସୁବିଧା ଅଧା ଘଣ୍ଟା...

ବ୍ଲକ କର୍ତ୍ତୃପକ୍ଷଙ୍କ ପ୍ରୟାସ କ୍ରମେ ଉପଯୁକ୍ତ ହିତାଧିକାରୀ ପାଇ ପାରୁଛନ୍ତି ଅନ୍ତଦୟ ଗୃହ ଯୋଜନା ।

ଗାଇସିଲେଟ-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମାର୍ଚ୍ଚ ୩୦ ତାରିଖ କଳାହାଣ୍ଡିରୁ ଶୁଭାରମ୍ଭ କରିଥିଲେ ରାଜ୍ୟ ସ୍ତରୀୟ ଅନ୍ତୋଦୟ ଗୃହ ଯୋଜନା । ଏହି ଯୋଜନାରେ ଘରପୋଡି,ବନ୍ୟା,ବାତ୍ୟା,ହାତୀ ଉପଦ୍ରବ,ଦଙ୍ଗା,ବାମପନ୍ଥୀ ହିଂସା,ଆଇନ ଶୃଙ୍ଖଳା...

ପାଇକମାଲ ବ୍ଳକରେ ନୂଆ ସଡକ ପାଇଁ ୧୧ କୋଟି ଅନୁଦାନ ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକରେ ରାସ୍ତାର ଉନ୍ନତିକରଣ ସକାଶେ ୧୧ କୋଟି ଟଙ୍କାର ଅନୁଦାନ ମିଳୁଥିବା ସୂଚନା ମିଲିଛି । ପାଇକମାଲ ଅନ୍ତର୍ଗତ ସରେଇକେଲା- ବାଦିକଟା, ବାଦିକଟା - ଘେଁସରା ଓ...

ଝାଏଁରେ କଲାପଟା ସାହିତ୍ୟ ସଂସଦର ବାର୍ଷିକତ୍ସବ ପ୍ରସ୍ତୁତି ବୈଠକ।

ବରପାଲି-ବରପାଲି ବ୍ଲକ ବନ୍ଧପାଲି ଝାଁଏରେ କଲାପଟା ସାହିତ୍ୟର ବାର୍ଷିକଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭରତ ମେହେର ଙ୍କର ତତ୍ବାଧାନରେ ସପ୍ତମ ବାର୍ଷିକ ମହୋତ୍ସବର ପ୍ରସ୍ତୁତି ସମ୍ପର୍କିତ...

ଟେମ୍ରିମାଲରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ।

ପାଇକମାଳ-ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ଟେମ୍ରିମାଲ ଗାଁରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ପୋଖରୀରୁ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ପରେ...

ବ୍ରଜପାତରେ ମୃତ୍ୟୁବରଣ କରିଥିବା ପିଲାର ପରିବାରକୁ ଭେଟିଲେ ପାଇକମାଳ ଆଦିବାସୀ ଅନୁସୂଚିତ ଜାତି ଓ ଉପଜାତି କର୍ମଚାରୀ ସଂଘ ।

ପାଇକମାଳ-ପାଇକମାଳ ବ୍ଳକ ବରତୁଣ୍ଡା ପଞ୍ଚାୟତ ପୁରେନା ଗାଁରେ ଗୁରୁବାର ଘଟିଥିବା ବ୍ରଜପାତରେ ଜଣେ ନାବାଳକ ରଞ୍ଜିତ ଧରୁଆ (୮) ମୃତ୍ୟୁ ହୋଇଥିବାବେଳେ ସୋନୁ ଓରଫ ପଙ୍କଜ ଡନସନା (୧୧) ଆହତ ହୋଇ ଚିକିତ୍ସିତ...

ସଂଯୁକ୍ତା ଦେବୀଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ।

ପାଇକମାଲ-ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ଼ଭାଇ ଶ୍ରୀ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ବିୟୋଗରେ ସମଗ୍ର ଅଞ୍ଚଲରେ ଶୋକର ଛାୟା ଖେଳି ଯାଇଥିଲା । ସ୍ବର୍ଗତା...

ପରିବେଶି ସୁରକ୍ଷା ପାଇଁ ଶିକ୍ଷକଙ୍କ ନିଆରା ଉଦ୍ୟମ।

ପଦ୍ମପୁର-ଜନ୍ମ ଦିନରେ ଗଛ ଚାରା ଉପହାର ଦେଇ ପରିବେଶ ସୁରକ୍ଷା ସହ ସଚେତନ ବାର୍ତ୍ତା ଦେଉଛନ୍ତି ହିନ୍ଦି ଶିକ୍ଷକ ପ୍ରସନ୍ନ କୁମାର ମେହେର। ବର୍ତ୍ତମାନ ସମୟରେ ଲୋକମାନେ ଗଛ କାଟି ଜଙ୍ଗଲକୁ ପଦା...

Most Read

error: Content is protected !!