Saturday, May 24, 2025
spot_imgspot_imgspot_img

Yearly Archives: 2025

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିସିଆରଟିରୁ ଅଦିତିଙ୍କୁ ଜାତୀୟ ବୃତ୍ତି ପାଇଁ ମନୋନୀତ ।

ବରଗଡ଼-ନୃତ୍ୟାଞ୍ଜଳୀ ନୂଆଦିଲ୍ଲୀର ଛାତ୍ରୀ ଏବଂ ଗୁରୁ ଶ୍ରୀ ସମାରୁ ମେହେରଙ୍କ ଝିଅ ଶିଷ୍ୟା ଅଦିତି ମେହେରଙ୍କୁ ସମ୍ବଲପୁରୀ ଲୋକନୃତ୍ୟରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସାଂସ୍କୃତିକ ସମ୍ବଳ ଏବଂ ତାଲିମ କେନ୍ଦ୍ର (ସି.ସି.ଆର୍.ଟି.)...

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ରୁ ପ୍ରିୟାଂଶୁ କୁମାର ଜଗତ ସମ୍ବଲପୁରୀ ଢ଼ୋଲ୍ ରେ ବୃତ୍ତି ପାଇବା ପାଇଁ ମନୋନୀତ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ପ୍ରିୟାଂଶୁ କୁମାର ଜଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ଭାରତ ସରକାରଙ୍କ ତରଫରୁ ଓଡ଼ିଶାରୁ କେବଳ ଜଣେ ସମ୍ବଲପୁରୀ ଢ଼ୋଲ୍ ରେ ବୃତ୍ତି ପାଇବା ପାଇଁ...

ବ୍ରଜପାତରେ ନାବାଳକର ମୃତ୍ୟୁ,ଜଣେ ଗୁରୁତର ।

ପାଇକମାଳ - ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅଧିନସ୍ଥ ପୁରେନା ଗ୍ରାମର ବିରିଜ ଧରୁଆଙ୍କ ଆଠ ବର୍ଷର ପୁଅ ରଞ୍ଜିତ ଧରୁଆଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି ଏବଂ ହରିଶଙ୍କର ଡନସନାଙ୍କ ୧୧ ବର୍ଷର...

ପବିତ୍ର ମୋହନ ପାଢୀଙ୍କ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ।

ବରଗଡ-ବରଗଡ ଜିଲ୍ଲା ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ପବିତ୍ର ମୋହନ ପାଢୀଙ୍କ ଭୁବନେଶ୍ବର ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ଗତ ତାରିଖ ଗତ ମେ ୧୩ ତାରିଖ...

ପଦ୍ମପୁର ଆର.ଏମ.ସି ଅଧିନରେ ରବି ଋତୁ ଧାନ କିଣା ଆରମ୍ଭ , ପ୍ରଥମ ଦିନରେ ବିକ୍ରି ପାଇଁ ଆସିଲା ନାହିଁ ଧାନ ।

ପଦ୍ମପୁର - ଚଳିତ ବର୍ଷ ରବି ଋତୁଧାନ କିଣା ପଦ୍ମପୁର ଉପଖଣ୍ଡରେ ବୁଧବାର ଦିନ ଆରମ୍ଭ ହୋଇଯାଇଛି । ପଦ୍ମପୁର ଆର.ଏମ.ସି ମୁଖ୍ୟ ବଜାର ଠାରେ ସହକାରୀ ଯୋଗାଣ ଅଧିକାରୀ...

ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲପାଳଙ୍କ ଦ୍ୱାରସ୍ତ ହେଲେ ନଡ଼ିପଡ଼ା ଗ୍ରାମବାସୀ।

ବରଗଡ଼-ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ନଡ଼ିପଡ଼ାରେ ଦୀର୍ଘବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଏହାର ସମାଧାନ ନିମନ୍ତେ ବୁଧବାର ପଡାର ଶତାଧିକ ମହିଳା...

ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ସରକାରଙ୍କ ଅଣଦେଖା ।

ବନଜାତ ଦ୍ରବ୍ୟର ବିକ୍ରି ପାଇଁ ବ୍ୟବସ୍ଥା ନାହିଁ । ବେପାରୀ ନିର୍ଧାରଣ କରୁଛନ୍ତି ମୂଲ୍ୟ । ପଦ୍ମପୁର-ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଏକ ଅବହେଳିତ ଆଦିବାସୀ ଅଞ୍ଚଳ ଅଟେ । କୃଷି ପାଇଁ ସ୍ଥାୟୀ ଜଳସେଚନ...

ବିଦ୍ୟୁତ ନ ଆସିବାରୁ ରାତିରେ ବିଲ ଭିତରେ ଇଲେକ୍ଟ୍ରି ଖୁଣ୍ଟ ତଳେ ପ୍ରତିବାଦ କଲେ ଗ୍ରାମବାସୀ ।

ଗାଇସିଲେଟ-ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହା ସାଙ୍ଗକୁ ରୌଦ୍ରତାପ ମଧ୍ୟ କିଛି କମ ନୁହେଁ। ଏଭଳି ସମୟରେ...

ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ବନ୍ଧୁମିଳନ ।

ପଦ୍ମପୁର-ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ପ୍ରଥମ ବନ୍ଧୁ ପୂର୍ନମିଳନ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ପରେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିକେଲ ହାଇସ୍କୁଲ ମାଟ୍ରିକ ୨୦୦୦...

ନୃସିଂହନାଥ ବୈଶାଖ ମେଳାର ଷଷ୍ଠ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ।

ପାଇକମାଳ-ପ୍ରସିଦ୍ଧ ତିର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀଶ୍ରୀ ମାର୍ଜାର କେଶରୀ ଜନ୍ମୋତ୍ସବ ପାଳନ ଅବସରରେ ଷଷ୍ଠ ସନ୍ଧ୍ୟାରେ ବୈଶାଖ ମେଳା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ ମଞ୍ଚ ଢୋଲ ନିଶାନ ଆଦି...

Most Read

error: Content is protected !!