Sunday, June 15, 2025
spot_imgspot_imgspot_img

Yearly Archives: 2025

ମୃତ୍ୟୁ ପରେ ସର୍ବାଙ୍ଗ ଦାନ କରିବେ ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମ ର ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ ଏବେ ପୁଣି ଚର୍ଚ୍ଚା ରେ। ଏକଦା ମହିଳା ଚାଷୀ ଭାବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଦିଲ୍ଲୀରେ ସମ୍ମାନିତ...

ଆଦର୍ଶ ଶିକ୍ଷକ ଲକ୍ଷପତି ବିଶ୍ବାଳଙ୍କ ଶ୍ରାଦ୍ଧ ବାର୍ଷିକୀ ।

ବରପାଲି-ବରପାଲି ବ୍ଲକ ଜନ୍ମମାଟି କେବାର୍ଡ ଗ୍ରାମରେ ଲକ୍ଷପତି ବିଶ୍ୱାଲ ସ୍ମୃତି କମିଟି ପକ୍ଷରୁ ଆଦର୍ଶ ଶିକ୍ଷକ ଲକ୍ଷପତି ବିଶ୍ୱାଲଙ୍କ ୨୧ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ଡାକ୍ତର...

ବି.ଆର.ସି. ଟି ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ସୁଖା କ୍ରିକେଟ ଟିମ ଚମ୍ପିଆନ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବେବହାଲ ଗ୍ରାମରେ ବି.ଆର.ସି.ଟି କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଦୁଇ ଦିବସୀୟ ଗ୍ରାମାଞ୍ଚଳ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆଠାରେ ୨୭...

ଆନ୍ତଃ ରାଜ୍ଯସ୍ତରୀୟ ରେଡକ୍ରସ ଶିବିରରେ ବରଗଡ ଜିଲ୍ଲା ଛାତ୍ରଛାତ୍ରୀଙ୍କ ସଫଳତା ।

ବରଗଡ଼-ଭାରତୀୟ ରେଡକ୍ରସ ସୋସାଇଟିର ଓଡ଼ିଶା ରାଜ୍ୟ ଶାଖା ଆନୁକୁଲ୍ୟରେ ଜାତୀୟସ୍ତରୀୟ ଜୁନିଅର୍ ରେଡକ୍ରସର ଶିକ୍ଷା ତଥା ତାଲିମ ଶିବିର ନୀଳାଚଳ ପଲିଟେକନିକ ,ଶିଖରଚଣ୍ଡୀ,ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ମାର୍ଚ୍ଚ ୨୪...

ବରପାଲି ଓକିଲ ସଂଘ ନୁତନ କର୍ମକର୍ତ୍ତା l

ବରପାଲି-ବରପାଲି ଓକିଲ ସଂଘର ନୁତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି। ଚଳିତ ବର୍ଷ ୨୦୨୫/୨୬ ସଭାପତି ଭାବରେ ମନୋଜ କୁମାର ପଟ୍ଟନାଏକ ପୁନଃ ମନୋନିତ ହୋଇଥିବା ବେଳେ ଇଶ୍ବର ନାଗ ମଧ୍ୟ ପୁନଃ ସାଧାରଣ...

ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର ।

ବରପାଲି-ବରପାଲି ବ୍ଳକ କନବାର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ବାରସ୍ଥ୍ୟଶିବିର ଆୟୋଜିତ ହୋଇଯାଇଛି। ପିଏମଶ୍ରୀ ଯୋଜନା ଆନୁକୂଲ୍ୟରେ ପରିଚାଳିତ ଶିବିରରେ ଛାତ୍ର-ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବିଦ୍ୟାଳୟ କାର୍ଯ୍ୟକାରୀ...

ଆଶ୍ରମ ସ୍କୁଲରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ଯକ୍ରମ ।

ବରପାଲି-ସୋନପୁର ଜିଲ୍ଲା ମେଣ୍ଡା ଆଶ୍ରମ ସ୍କୁଲ ପରିସରରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ତେଜରାଜ ମେହେରଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।...

ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଓଡ଼ିଆ ସାହିତ୍ଯ ଆସର କାର୍ଯ୍ୟକ୍ରମ।

ପଦ୍ମପୁର-ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଓଡ଼ିଆ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଓଡ଼ିଆ ସାହିତ୍ଯ ଆସର ଅନୁଷ୍ଠିତ ହୋଇଯାଇଛି। ଚେୟାରମ୍ଯାନ୍ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର , ଅଧ୍ଯକ୍ଷା...

ପଦ୍ମପୁର ଓକିଲ ସଂଘ ନିର୍ବାଚନ:ରାମରତନ ପୁରୋହିତ ସଭାପତି ଓ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ।

ପଦ୍ମପୁର-ବରଗଡ଼ ଜିଲା ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାମରତନ ପୁରୋହିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସୁନିଲ କୁମାର...

ସମବାୟ ସମିତିର ଟଙ୍କା ହେରଫେର ଘଟଣା: କନସିଂହା ପ୍ୟାକ୍ସର ଦୁଇ କର୍ମଚାରୀ ଗିରଫ।

ପଦ୍ମପୁର-ସମବାୟ ସମିତିର ଟଙ୍କା ହେରଫେର ଘଟଣାରେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହେଲେ ଦୁଇ କର୍ମଚାରୀ । ପଦ୍ମପୁର ଉପଖଣ୍ଡ କନସିଂହା ସମବାୟ ସମିତିର କ୍ଲର୍କ ତଥା ପୂର୍ବତନ ସମ୍ପାଦକ ଛବିଳ ବେହେରା...

Most Read

error: Content is protected !!