Saturday, June 14, 2025
spot_imgspot_imgspot_img

Yearly Archives: 2025

ଶ୍ରୀରାମ ନବମୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ।

ପଦ୍ମପୁର - ନୀଳକଣ୍ଠେଶ୍ୱରପୁର ଶିବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ନବମୀ ଉପଲକ୍ଷେ ମହେଶ୍ବର ପୁରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବୈଠକରେ ଆସନ୍ତା ଅପ୍ରେଲ...

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ।

ପଦ୍ମପୁର-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ...

ହିନ୍ଦୁ ନବବର୍ଷ ପାଳନ ଓ ରଜତ ଜୟନ୍ତୀ ପାଇଁ କଳସ ଯାତ୍ରା।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହା ସହିତ ରଜତ ଜୟନ୍ତୀ ପାଇଁ କଳସ ଯାତ୍ରା ର ଶୁଭାରମ୍ଭ ହୋଇଛି।...

ଗାଇସିଲେଟ ଠାରେ ୩୨୮ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଆନ୍ତୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ।

ଗାଇସିଲେଟ-ଆଜିଠାରୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ୫୯୦୫୩ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରି ଗୃହ ଯୋଗାଇ ଦେଇଛନ୍ତି...

ପଦ୍ମପୁର ନବଦୁର୍ଗା ମନ୍ଦିରରେ ଚୈତ୍ର ବାସନ୍ତିକ ନବରାତ୍ର ପୂଜା ପାଇଁ କଳସ ଆବାହନ ।

ପଦ୍ମପୁର-ପଦ୍ମପୁର ସ୍ଥିତ ପ୍ରସିଦ୍ଧ ନବଦୁର୍ଗା ମନ୍ଦିରରେ ଚୈତ୍ର ବାସନ୍ତିକ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଆବାହନ କରାଯାଇଛି । ପାରମ୍ପାରିକ ପୂଜାର୍ଚ୍ଚନା ପରେ ଘଣ୍ଟ ଶଙ୍ଖବାଦ୍ୟ ଏକ ଶୋଭାଯାତ୍ରାରେ ବାହାରି...

ଅନ୍ତୋଦୟ ଗୃହ ଯୋଜନାର ଉଦଘାଟନ: ୫୦ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହର କାର୍ଯ୍ୟାଦେଶ ବଣ୍ଟନ ।

ପଦ୍ମପୁର-ପଦ୍ମପୁର ଆର.ଏମ.ସି ଠାରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଅନ୍ତୋଦୟ ଗୃହ ଯୋଜନାର ଉଦଘାଟନ ଉତ୍ସବ ଅବସରରେ ରାଜବୋଡାସମ୍ବର...

ବିଗତ ବିଜେଡି ସରକାର ର ଦୁର୍ନୀତି କୁ ଲୁଚାଇବା ପାଇଁ ବିଧାୟିକାଙ୍କ ପ୍ରଶ୍ନ ପଚାରିବା ହାସ୍ୟାସ୍ପଦ- ଯୁବନେତା ପ୍ରିତେଶ ବହିଦାର।

ପଦ୍ମପୁର-ନୃସିଂହନାଥ ପୀଠର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସଦାସର୍ବଦା ଚେଷ୍ଟା କରିଆସିଛି ପ୍ରଦୀପ ପୁରୋହିତ ବିଧାୟକ ଥିବା ସମୟରେ ତାଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାରରେ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ...

ମୃତ୍ୟୁ ପରେ ସର୍ବାଙ୍ଗ ଦାନ କରିବେ ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମ ର ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ ଏବେ ପୁଣି ଚର୍ଚ୍ଚା ରେ। ଏକଦା ମହିଳା ଚାଷୀ ଭାବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଦିଲ୍ଲୀରେ ସମ୍ମାନିତ...

ଆଦର୍ଶ ଶିକ୍ଷକ ଲକ୍ଷପତି ବିଶ୍ବାଳଙ୍କ ଶ୍ରାଦ୍ଧ ବାର୍ଷିକୀ ।

ବରପାଲି-ବରପାଲି ବ୍ଲକ ଜନ୍ମମାଟି କେବାର୍ଡ ଗ୍ରାମରେ ଲକ୍ଷପତି ବିଶ୍ୱାଲ ସ୍ମୃତି କମିଟି ପକ୍ଷରୁ ଆଦର୍ଶ ଶିକ୍ଷକ ଲକ୍ଷପତି ବିଶ୍ୱାଲଙ୍କ ୨୧ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ଡାକ୍ତର...

ବି.ଆର.ସି. ଟି ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ସୁଖା କ୍ରିକେଟ ଟିମ ଚମ୍ପିଆନ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବେବହାଲ ଗ୍ରାମରେ ବି.ଆର.ସି.ଟି କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଦୁଇ ଦିବସୀୟ ଗ୍ରାମାଞ୍ଚଳ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆଠାରେ ୨୭...

Most Read

error: Content is protected !!