Thursday, June 12, 2025
spot_imgspot_imgspot_img

Yearly Archives: 2025

ସରକାରୀ ସ୍କୁଲ ଜମି ପଟା ପାଇଁ ଶିକ୍ଷକଙ୍କୁ ଟଙ୍କା ମାଗୁଛନ୍ତି ଏ.ବି.ଇ.ଓ ! ଫୋନକଲ ରେକର୍ଡ ଭାଇରାଲ ।

https://youtu.be/M83wHT_brz4 ପଦ୍ମପୁର- ଦୁର୍ନିତି ନିବାରଣ ପାଇଁ ସରକାରଙ୍କ ତରଫରୁ ଦୁର୍ନିତି ନିବାରଣ ସପ୍ତାହ ପାଳନ କରିବା ସହ ବିଭି୍ନ୍ନ ପଦାଧିକାରୀ ସରକାରୀ ବାବୁ ମାନଙ୍କୁ ଦୁର୍ନିତି ନ କରିବା ପାଇଁ ଶପଥ ପାଠ ମଧ୍ୟ...

ନବ ପ୍ରଭାତ ଗୁରୁକୂଳ ଆଶ୍ରମ ଠାରେ ସ୍ୱାସ୍ଥ୍ୟ ଶିବିର ।

ପଦ୍ମପୁର-ବରଗଡ ଜିଲ୍ଲାରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ନୂଆପାଳି ନବ ପ୍ରଭାତ ଗୁରୁକୂଳ ଆଶ୍ରମ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହରିଦ୍ୱାରର ୨୦ବର୍ଷ ଅଭିଜ୍ଞତା ଥିବା ପିଜିଡିପି କର୍କଟ ଏବଂ ନ୍ୟୁରୋ...

ପଦ୍ମପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପିସିିସି ସଭାପତି ।

ପଦ୍ମପୁର- ପିସିସି ସଭାପତି ଭକ୍ତ ଦାସ ମାରାଗୁଡା ଲୋକମହୋତ୍ସବରେ ଯୋଗଦେବା ପାଇଁ ଯାଉଥିବା ସମୟରେ ପାଇକମାଲ ଠାରେ ପିସିସି ସଭାପତିଙ୍କ ନେତୃତ୍ୱରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ଓ ବରିଷ୍ଠ ନେତା...

କାତ୍ୟାୟନୀ ଓ କାଳରାତ୍ରୀ ରୂପରେ ପୂଜା ପାଇଲେ ମାଁ ଦୁର୍ଗା ।

ପଦ୍ମପୁର-ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ଚୈତ୍ର ବାସନ୍ତିକ ଦୁର୍ଗାପୂଜା ର ଷଷ୍ଠୀ ଓ ସପ୍ତମୀ ଦିନରେ ମାଁ ଦୁର୍ଗା କାତ୍ୟାୟନୀ ଓ କାଳରାତ୍ରୀ ରୂପରେ ଧରାପୃଷ୍ଟରେ ଅବତରଣ...

ବାଇକ ଦୁର୍ଘଟଣାରେ ବ୍ୟାଙ୍କ ମ୍ୟାନେଜର ଗୁରୁତର ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ କୁଣ୍ଡାଖାଇ ୟୁଜିବି ବ୍ୟାଙ୍କର ମ୍ୟାନେଜର ଧରଣୀଧର ମେହେର(୩୯) ବୁଧବାର ରାତିରେ ଏକ ବାଇକ ଯୋଗେ ବିଜେପୁର ରୁ ଦିପ୍ତୀପୁର ଅଭିମୁଖେ ଯାଉଥିବା ବେଳେ ଗୁଦେରପାଲି ଘେଁସାଲି ନଦୀ କୂଳରେ...

ପରମାନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜକୁମାର ସାହୁଙ୍କ ସଭାପତିତ୍ବ ରେ ସହକାରୀ ଶିକ୍ଷକ...

ବୈଶାଖ ମେଳାକୁ କେନ୍ଦ୍ରୀୟ ଅନୁଦାନ ଦାବିକଲେ ସାଂସଦ ପ୍ରଦୀପ ପୁରୋହିତ।

ବରଗଡ-ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରରେ ହେଉଥିବା ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସାମଜିକ ଓ ପରମ୍ପରା ଦୃଷ୍ଟିରୁ ଏହି...

୧୦ କ୍ୱିଣ୍ଟାଲ ମହୁଲ ଫୁଲ ସହ ମହିନ୍ଦ୍ରା ଟ୍ରାକ୍ଟର ଓ ଜଣେ ଗିରଫ ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)- ବଲାଙ୍ଗୀର ଜିଲ୍ଲା, ପାଟଣାଗଡ଼ ବ୍ଳକ,ମରୁଆଁ ପଞ୍ଚାୟତର ପାଢେଲ ଗ୍ରମରୁ ବାଗମୁଣ୍ଡ ରାସ୍ତା ଦେଇ ଯାଉଥିବା ବେଳେ ଫୁଲମୁଣ୍ଡା ଠାରେ ଗୋଟିଏ ମହୁଲ ଫୁଲ ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ ପାଟଣାଗଡ଼...

ଅସହାୟ ପ୍ରବୀଣକୁ ସହଯୋଗର ହାତ ବଢାଇଲେ ସରପଞ୍ଚ ଶରତ କାଲୋ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଡ଼୍ରାଇଭର କାମ କରି ପ୍ରବୀଣ ସେଠ ହସ ଖୁସିରେ ପରିବାର ପରିପୋଷଣ କରୁଥିଲେ । ପରିବାର କହିଲେ ସ୍ତ୍ରୀ...

ୱିନର ବ୍ରାଇଟ୍ ଫୁ୍ୟଚର ସ୍କୁଲର ନୂଆ କ୍ୟାମ୍ପସ ଉଦ୍ଘାଟିତ ।

ପଦ୍ମପୁର-ପଦ୍ମପୁର ୱିନର ବ୍ରାଇଟ୍ ଫୁ୍ୟଚର ସ୍କୁଲର ନୂଆ କ୍ୟାମ୍ପସ ଖୁଣ୍ଟପାଲିରେ ଉଦ୍ଘାଟିତ ହୋଇଛି । ଏହି ଉଦଘାଟନ ଉତ୍ସବରେ ଯୋଗଦେଇଥିବା ଅତିଥି, ଶିକ୍ଷକ, ଅଭିଭାବକ ,ଜେଜେ ବାପା,ଜେଜେ ମାଁ ମାନଙ୍କୁ ନେଇ...

Most Read

error: Content is protected !!