Saturday, May 24, 2025
spot_imgspot_imgspot_img

Yearly Archives: 2025

ବ୍ଲକ କର୍ତ୍ତୃପକ୍ଷଙ୍କ ପ୍ରୟାସ କ୍ରମେ ଉପଯୁକ୍ତ ହିତାଧିକାରୀ ପାଇ ପାରୁଛନ୍ତି ଅନ୍ତଦୟ ଗୃହ ଯୋଜନା ।

ଗାଇସିଲେଟ-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମାର୍ଚ୍ଚ ୩୦ ତାରିଖ କଳାହାଣ୍ଡିରୁ ଶୁଭାରମ୍ଭ କରିଥିଲେ ରାଜ୍ୟ ସ୍ତରୀୟ ଅନ୍ତୋଦୟ ଗୃହ ଯୋଜନା । ଏହି ଯୋଜନାରେ ଘରପୋଡି,ବନ୍ୟା,ବାତ୍ୟା,ହାତୀ ଉପଦ୍ରବ,ଦଙ୍ଗା,ବାମପନ୍ଥୀ ହିଂସା,ଆଇନ ଶୃଙ୍ଖଳା...

ପାଇକମାଲ ବ୍ଳକରେ ନୂଆ ସଡକ ପାଇଁ ୧୧ କୋଟି ଅନୁଦାନ ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକରେ ରାସ୍ତାର ଉନ୍ନତିକରଣ ସକାଶେ ୧୧ କୋଟି ଟଙ୍କାର ଅନୁଦାନ ମିଳୁଥିବା ସୂଚନା ମିଲିଛି । ପାଇକମାଲ ଅନ୍ତର୍ଗତ ସରେଇକେଲା- ବାଦିକଟା, ବାଦିକଟା - ଘେଁସରା ଓ...

ଝାଏଁରେ କଲାପଟା ସାହିତ୍ୟ ସଂସଦର ବାର୍ଷିକତ୍ସବ ପ୍ରସ୍ତୁତି ବୈଠକ।

ବରପାଲି-ବରପାଲି ବ୍ଲକ ବନ୍ଧପାଲି ଝାଁଏରେ କଲାପଟା ସାହିତ୍ୟର ବାର୍ଷିକଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭରତ ମେହେର ଙ୍କର ତତ୍ବାଧାନରେ ସପ୍ତମ ବାର୍ଷିକ ମହୋତ୍ସବର ପ୍ରସ୍ତୁତି ସମ୍ପର୍କିତ...

ଟେମ୍ରିମାଲରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ।

ପାଇକମାଳ-ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ଟେମ୍ରିମାଲ ଗାଁରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ପୋଖରୀରୁ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ପରେ...

ବ୍ରଜପାତରେ ମୃତ୍ୟୁବରଣ କରିଥିବା ପିଲାର ପରିବାରକୁ ଭେଟିଲେ ପାଇକମାଳ ଆଦିବାସୀ ଅନୁସୂଚିତ ଜାତି ଓ ଉପଜାତି କର୍ମଚାରୀ ସଂଘ ।

ପାଇକମାଳ-ପାଇକମାଳ ବ୍ଳକ ବରତୁଣ୍ଡା ପଞ୍ଚାୟତ ପୁରେନା ଗାଁରେ ଗୁରୁବାର ଘଟିଥିବା ବ୍ରଜପାତରେ ଜଣେ ନାବାଳକ ରଞ୍ଜିତ ଧରୁଆ (୮) ମୃତ୍ୟୁ ହୋଇଥିବାବେଳେ ସୋନୁ ଓରଫ ପଙ୍କଜ ଡନସନା (୧୧) ଆହତ ହୋଇ ଚିକିତ୍ସିତ...

ସଂଯୁକ୍ତା ଦେବୀଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ।

ପାଇକମାଲ-ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ଼ଭାଇ ଶ୍ରୀ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ବିୟୋଗରେ ସମଗ୍ର ଅଞ୍ଚଲରେ ଶୋକର ଛାୟା ଖେଳି ଯାଇଥିଲା । ସ୍ବର୍ଗତା...

ପରିବେଶି ସୁରକ୍ଷା ପାଇଁ ଶିକ୍ଷକଙ୍କ ନିଆରା ଉଦ୍ୟମ।

ପଦ୍ମପୁର-ଜନ୍ମ ଦିନରେ ଗଛ ଚାରା ଉପହାର ଦେଇ ପରିବେଶ ସୁରକ୍ଷା ସହ ସଚେତନ ବାର୍ତ୍ତା ଦେଉଛନ୍ତି ହିନ୍ଦି ଶିକ୍ଷକ ପ୍ରସନ୍ନ କୁମାର ମେହେର। ବର୍ତ୍ତମାନ ସମୟରେ ଲୋକମାନେ ଗଛ କାଟି ଜଙ୍ଗଲକୁ ପଦା...

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କାର୍ଯ୍ୟାଳୟ ସହାୟକ କାର୍ଯ୍ୟଶାଳା ।

ବରପାଲି-ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପଶ୍ଚିମ ସମ୍ଭାଗ କାର୍ଯ୍ୟାଳୟ ସହାୟକ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ରାମଚନ୍ଦ୍ର ଡ଼ନସନା ମୁଖ୍ୟ ଅତିଥି ରୂପେ ଯୋଗ ଦେବା ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ...

ବ୍ରଜପାତରେ ମୃତ୍ୟୁବରଣ ବାଳକଙ୍କ ପରିବାରବର୍ଗଙ୍କୁ ଭେଟିଲେ ବ୍ଲକ ଶିକ୍ଷା ଅଧିକାରୀ ଓ ରାଜସ୍ବ ନିରୀକ୍ଷକ।

ପାଇକମାଳ-ପାଇକମାଳ ଥାନା ଅନ୍ତର୍ଗତ ପୁରେନା ଗ୍ରାମରେ ଗୁରୁବାର ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜପାତ ହୋଇ ଜଣେ ନାବାଳକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ସେମାନେ ହେଲେ...

ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଓ ଥାନା ପ୍ରତିଷ୍ଠା ଦାବୀ ରେ ଘେଁସ ଠାରେ ଛଅ ଘଣ୍ଟିଆ ବନ୍ଦ ପାଳନ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦେଲେ ଦାବୀପତ୍ର । ବରଗଡ-ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ଦିନ ଘେଁସ ଠାରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି । ବରଗଡ଼ ଜିଲ୍ଲା ଘେଁସ...

Most Read

error: Content is protected !!