Monday, June 9, 2025
spot_imgspot_imgspot_img

Yearly Archives: 2025

ଅଜଣା ଗାଡ଼ି ଧକ୍କାରେ ଶିଶୁ ଗୁରୁତର।ପୋଲିସର ନିଷ୍କ୍ରିୟତା ପାଇଁ ଥାନା ଘେରାଓ କଲେ ଖଇରପାଲି ଗ୍ରାମବାସୀ ।

ପଦ୍ମପୁର-ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବାରୁ ତାହାର ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ନିଶାଶକ୍ତ ଡ୍ରାଇଭର ମାନେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ କ୍ଷୟକ୍ଷତି ଘଟୁଛି।ଅନେକ...

ବେଙ୍ଗଲୋରରେ ଓଡ଼ିଆ ଝିଅ ମାରାଥନରେ ଭାଗ ନେଇ ପୁରସ୍କୃତ ।

ପଦ୍ମପୁର-ଟିସିଏସ ୱା୍ଲଡ଼ ଟେନକେ ବେଙ୍ଗୁଲୁରୁ ୨୦୨୫ ମାରାଥନରେ ଓଡ଼ିଆ ଝିଅ ଭାଗନେଇ ପୁରସ୍କୃତ ହୋଇଛନ୍ତି। ସେ ହେଲେ ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ସମାଜସେବୀ ବଡ ଶତପଥୀଙ୍କ ଝିଅ ସଫ୍ଟୱେର...

ଲାଦରପାଲି ରାମଚଣ୍ଡି କଲ୍ୟାଣ ମଣ୍ଡପରେ ସର୍ବ ଭାରତୀୟ ପ୍ରଗତିଶୀଳ କୁଲତା ମଂଚର ପ୍ରଥମ ବାର୍ଷିକ ସମ୍ମିଳନୀ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ଏନଏସି ଅଧିନ ଲାଦରପାଲି ରାମଚଣ୍ଡି କଲ୍ୟାଣ ମଣ୍ଡପରେ ସର୍ବ ଭାରତୀୟ ପ୍ରଗତିଶୀଳ କୁଲତା ମଂଚ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ବ୍ଲକ କୁଲତା ସମାଜ ତରଫରୁ |ଏହି...

ଗାନ୍ଧୀ ହେ ଗାନ୍ଧୀ

ଗାନ୍ଧୀ ହେ ଗାନ୍ଧୀଆଏଜତକ୍ ଜଦି ବଅଁଚିଥିତହରଘଡି ପକାତ କାନ୍ଦିଗାନ୍ଧୀ ହେ ଗାନ୍ଧୀ।ରାସ୍ତାର୍ ତରେ ଜଗଡା ଗଦାତାର୍ ତରେ ସହରୀ ନାଲିସଖାଲ୍ ପାହେଲେ ଘୁସରା ହୁଦାମାରୁଥିସନ୍ ହୁଲହୁଲିସ୍ବଚ୍ଛ ଭାରତ୍ ଉଭାନ୍ ହେଇଆବରିଛେ ମର୍କଟ୍ ଗନ୍ଧିଗାନ୍ଧୀ...

ପୂର୍ବତନ ନଗରପାଳ ସତ୍ୟବାନ ଅଗ୍ରୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ।

ପଦ୍ମପୁର - ପଦ୍ମପୁର ମାରୱାଡି ଧର୍ମଶାଳା ଠାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ପଦ୍ମପୁର ସହରର ପୂର୍ବତନ ନଗରପାଳ ସ୍ବର୍ଗତ ସତ୍ୟବାନ ଅଗ୍ରୱାଲଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି...

ବୁରୋମୁଣ୍ଡା ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁଭସ୍ତମ୍ଭ ସ୍ଥାପନ,ଅଙ୍କୁରାରୋପଣ,ଗଙ୍ଗା ନିମନ୍ତ୍ରଣ,କଳସ ଯାତ୍ରା,ପାରାୟଣ ପଠନ,୨୪ ପ୍ରହର ନାମଯଜ୍ଞ,ପ୍ରବଚନ,ହୋମଯଜ୍ଞ,...

ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ପଦ୍ମପୁରର ତିନି ଛାତ୍ରଛାତ୍ରୀ ।

ପଦ୍ମପୁର-ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ତିନି ଜଣ ଛାତ୍ରଛାତ୍ରୀ ଶିକ୍ଷା ବିକାଶ ସମିତି,ଓଡ଼ିଶାଙ୍କ ଦ୍ଵାରା ଆୟୋଜିତ ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସଫଳତା ହାସଲ କରି...

ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ରାଜବୋଡାସମ୍ବର ବ୍ଲକ ସ୍ତରୀୟ ବାର୍ଷୀିକ ସଭା ତଥା ନୂତନ କର୍ମକର୍ତ୍ତା ଚୟନ ।

ପଦ୍ମପୁର- ପଦ୍ମପୁର ସହରର କୁସୁନାପାଲି ଠାରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ରାଜବୋଡାସମ୍ବର ବ୍ଲକ ସ୍ତରୀୟ ବାର୍ଷୀିକ ସଭା ତଥା ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏହି...

ପାରଦ ବଢିବା ସହ ବଢୁଛି ପିଇବା ପାଣି ସମସ୍ଯା ।

ଲୁକାପାଲିରେ ୧୫ ଦିନ ହେଲା ସୋଲାର ପ୍ରକଳ୍ପ ଅଚଳ: ପାଣି ପାଇଁଁ ହନ୍ତସନ୍ତ ଗ୍ରାମବାସୀ । ପାଇକମାଲ-ରାଜ୍ୟ ସରକାର ଲୋକଙ୍କ ପାଇଁ ପିଇବା ପାଣି ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଯଦି...

ଶିତଳ ଷଷ୍ଠୀ ଯାତ୍ରାର ଥାଳଉଠା ପ୍ରସ୍ତୁତି ।

ବରପାଲି-ବରପାଲି ଶିତଳ ଷଷ୍ଠୀ ୧୪୮ତମ ଯାତ୍ରା ମହୋତ୍ସବର ଥାଳଉଠା ପର୍ବର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। କମିଟି ସଭାପତି ଆନନ୍ଦ ବାବୁଙ୍କ ସଭାପତିତ୍ବ ରେ ପ୍ରସ୍ତୁତି ବୈଠକ ଭଣ୍ଡାରଗୃହ ପରିସରରେ ଅନୁଷ୍ଠିତ...

Most Read

error: Content is protected !!