Sunday, June 8, 2025
spot_imgspot_imgspot_img

Yearly Archives: 2025

ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ।

ପଦ୍ମପୁର - ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ୨୦୨୫ ଜ୍ଞାନଯଜ୍ଞ ସହ ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତଙ୍କ କର କମଳରେ ଉଦଘାଟିତ ହୋଇଥିଲା ।...

ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭଖମ୍ଭ ସ୍ଥାପନ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲରେ ଜଗନ୍ନାଥ ମନ୍ଦିର ପରିସରରେ ମେ ୮ ରୁ ୧୦ ପର୍ଯ୍ୟନ୍ତ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଶୁଭ ମୂହୁର୍ତ୍ତରେ ପୂଜାର୍ଚ୍ଚନା...

ଘୁଚେଘର ଗାଁରେ ଅକ୍ଷୟ ତୃତୀୟା ପର୍ବ ପାଳନ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମପଞ୍ଚାୟତ ଘୁଚେଘର ଗ୍ରାମ ଠାରେ ଜୟକିଶାନ ଆନ୍ଦୋଳନ ପାଇକମାଳ ବ୍ଲକ ତରଫରୁ ମହା ଆଡ଼ମ୍ବରରେ ଗାଁ ଗୌନ୍ତିଆ ହେମନ୍ତଲତା କଲାରୀଙ୍କ ଘରୁ ଶୁଭ ଭାର ବାହାରିଥିଲା ।...

ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ଲାଗିହେଲା ପଖାଳ ଭୋଗ ।

ପାଇକମାଲ-ପଶ୍ଚିମ ଓଡ଼ିଶାର ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ବୁଧବାର ଅପରାହ୍ନ ୪ ଟାରେ ପଖାଳ ଭୋଗ ଲାଗି କରାଯାଇଛି। ଗ୍ରୀଷ୍ମପ୍ରବାହ ସମୟରେ ଅତ୍ୟଧିକ ଉତ୍ତାପ ହେତୁ ଭଗବାନ ନୃସିଂହ ଠାକୁରଙ୍କୁ...

ପବିତ୍ର ଅକ୍ଷୟ ତୃତୀୟା ଏବଂ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ।

ଜିଲ୍ଲାର ୧, ୯୫, ୩୭୦ ଜଣ ଖୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ଆସିଲା ପିଏମ କିସାନ ସମ୍ମାନ ନିଧି ଟଙ୍କା । କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଜିଲ୍ଲାର ଚାଷୀ ପାଇଲେ ୨୦...

ସଂସ୍କୃତ ଶିକ୍ଷକ ଗୁପ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ପଦ୍ମପୁର-ରାଜବୋରସମ୍ବର ବ୍ଲକ ଅନ୍ତର୍ଗତ ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଗୁପ ସାହୁ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୩୮ ବର୍ଷ ଶିକ୍ଷକତା କରି ସେ...

ବରପାଲି ଶୀତଳ ଷଷ୍ଠୀ – ଥାଳ ଉଠିଲା ।

ବରପାଲି-ବରପାଲି ଐତିହ୍ୟ ସମ୍ପନ୍ନ ଶୀତଳ ଷଷ୍ଠୀ ଯାତ୍ରା ଥାଳ ଉଠା ପର୍ବ ସହିତ ଯାତ୍ରାର ଅନୁକୂଳ କାର୍ଯ୍ଯକ୍ରମ ସୂଭାରମ୍ଭ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରତିବର୍ଷ ଏହି ଅନୁକୂଳ କାର୍ଯ୍ୟକ୍ରମ ପାଳିତ...

ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ।

ଡୁଙ୍ଗୁରିପାଲି-ଡୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ତରଫରୁ +୩ ଶେଷ ବର୍ଷ ଶିକ୍ଷାର୍ଥୀ ମାନଙ୍କୁ ବିଦାୟ କାଲିନ ସଂବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷା ବିଭାଗ ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ...

ପରଲୋକରେ ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶ ।

ପଦ୍ମପୁର-ସ୍ଥାନୀୟ ବ୍ରାହ୍ମଣ ପଡା ନିବାସୀ ଅବସରପ୍ରାପ୍ତ ଶିକ୍ଷା ବିଭାଗ ର ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶଙ୍କ ୭୮ ବର୍ଷ ବୟସରେ ସୋମବାର ଦିନ ପରଲୋକ ଘଟିଯାଇଛି । ପଦ୍ମପୁର ଶିକ୍ଷାବିଭାଗର ବରିଷ୍ଠ...

ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଲୋକଙ୍କ ଅସୁବିଧା ବୁଝିଲେ ଜିଲ୍ଲାପାଳ ।

ଗାଇସିଲେଟ-ସୋମବାର ଗାଇସିଲେଟ ବ୍ଲକ୍ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ପରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ୍ ବିଜେପୁର ପଦ୍ମପୁର ଭାୟା ଗୁଦେରପାଲି ରାସ୍ତାରେ ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ଗ୍ରାଉଣ୍ଡ...

Most Read

error: Content is protected !!