Sunday, June 8, 2025
spot_imgspot_imgspot_img

Yearly Archives: 2025

ଛିନ୍ଦେଇକେଲା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶତପ୍ରତିଶତ ସଫଳତା ।

ପାଇକମାଳ-ପାଇକମାଳ ବ୍ଳକ ଛିନ୍ଦେଇକେଲା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଲିତ ମାଟ୍ରିକ ପରୀକ୍ଷାରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ତଥା ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ମାଟ୍ରିକ ପରୀକ୍ଷାରେ...

ମାଣ୍ଡୋସିଲ ଝିଅ ନୂଆପଡ଼ା ଜିଲ୍ଲାରେ ଟପ୍ପର।

ପାଇକମାଳ-ପାଇକମାଳ ବ୍ଳକ ମାଣ୍ଡୋସିଲ ଝିଅ ଶ୍ରେଷ୍ଠା ପଣ୍ଡା ସମଗ୍ର ନୂଆପଡ଼ା ଜିଲ୍ଲାରେ ଟପର ହୋଇ ନିଜ ଗାଁ ମାଟିର ସୁନାମ ଆଣିଛନ୍ତି। ପ୍ରତିଦିନ କଠିନ ପରିଶ୍ରମ ତଥା ଅସୀମ ଧର୍ଯ୍ୟ ତାକୁ...

ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଓଡ଼ିଆ ଝିଅ ପୁରସ୍କୃତ ।

ପଦ୍ମପୁର-ନୂଆଦିଲ୍ଲୀ ସ୍ଥିତ ସୁପ୍ରିମକୋର୍ଟରେ ଜାତୀୟ ଆଇନଗତ ସେବା ପ୍ରାଧିକରଣ ଆନୁକୁଲ୍ୟରେ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଜାତୀୟ ରିଲ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ...

ସର୍ବଭାରତୀୟ ବିଞ୍ଝାଲ ସମାଜ ଲାର୍ଟ ସଭାପତିଙ୍କୁ ସମର୍ଦ୍ଧନା ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବିନ୍ଧ୍ୟାବାସିନୀ ମଣ୍ଡପ ଠାରେ ସର୍ବଭାରତୀୟ ବିଞ୍ଝାଲ ସମାଜ ଲାର୍ଟ ସଭାପତି ଗୋବିନ୍ଦ ବାରିହାଙ୍କୁ ଗାଇସିଲେଟ ବିଞ୍ଝାଲ ସମାଜ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଇଷ୍ଟଦେବୀ ମାଁ ବିନ୍ଧ୍ୟବାସିନୀଙ୍କୁ ପୂଜାର୍ଚନା...

ପାଇକମାଳ ନୂତନ ବିଇଓ ଭାବେ ଅଦନ ସୁନାଙ୍କ ଯୋଗଦାନ ।

ପଦ୍ମପୁର-ପାଇକମାଳ ବ୍ଲକରେ ନୂତନ ବିଇଓ ଭାବେ ଅଦନ ସୁନା ଯୋଗଦାନ କରିଛନ୍ତି । ତାଙ୍କୁ ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଭାରପ୍ରାପ୍ତ ବିଇଓ ଶୁଭମ୍ ପତି ଏବିଇଓ ରାଧେଶ୍ୟାମ...

ଦଶମଶ୍ରେଣୀ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶତପ୍ରତିଶତ ଫଳାଫଳ।

ପଦ୍ମପୁର - ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରର ବିଗତ ଶିକ୍ଷାବର୍ଷରେ ହାଇସ୍କୁଲ ପରୀକ୍ଷାରେ ସଫଳତାର ଶତପ୍ରତିଶତ ଫଳାଫଳ ରଖିଛି ।A1ରେ ୫ ଜଣଗଜେନ୍ଦ୍ର ମହାରଣା ୫୬୬ ମାର୍କ ୯୪.୩୩ %, ଲୋକପାଳ ପ୍ରଧାନ...

ଜେନିଥ ଲିଓରେ ଗ୍ରୀଷ୍ମକାଳୀନ ଶିବିର ।

ପଦ୍ମପୁର-ପଦ୍ମପୁରର ସମସ୍ତ ଶିଶୁଙ୍କ ପାଇଁ ଜେନିଥ୍ ଲିଓ ତରଫରୁ ଏକ ବିଶାଳ ଗ୍ରୀଷ୍ମ କାଳୀନ ଶିବିରର ଆୟୋଜନ କରାଯାଇଛି। ଏହି ଶିବିରରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ପଦ୍ମପୁର- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଭିମନୁ୍ୟ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଦୟାସାଗର ସାହୁଙ୍କ...

ରାମେଶ୍ବର ମନ୍ଦିରରେ ଥାଳ ଉଠା ଉତ୍ସବ ।

ପଦ୍ମପୁର - ଶିତଳଷଷ୍ଠୀ ଉତ୍ସବର ଅଭିନ୍ନ ଅଂଶ ଥାଲ ଉଠା ବୃହତ୍ ଧୂମଧାମ ସହିତ ଅନୁଷ୍ଠିତ ହୋଇଯାଇଛି । ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ଲୋକ ଧାର୍ମିକ ଉତ୍ସାହରେ ଭାଗନେଲେ। ଅନେକ ପ୍ରାଚୀନ...

ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ।

ପଦ୍ମପୁର - ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ୨୦୨୫ ଜ୍ଞାନଯଜ୍ଞ ସହ ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତଙ୍କ କର କମଳରେ ଉଦଘାଟିତ ହୋଇଥିଲା ।...

Most Read

error: Content is protected !!