Sunday, June 8, 2025
spot_imgspot_imgspot_img

Yearly Archives: 2025

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳାର ସମୀକ୍ଷା କଲେ ଜିଲ୍ଲାପାଳ।

ପାଇକମାଲ-ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ବୁଧବାର କଳସ ଶୋଭାଯାତ୍ରା ଆରମ୍ଭ ହେବାପରେ ଗୁରୁବାର ବରଗଡ଼ ଜିଲ୍ଲାପାଳ କରିଛନ୍ତି ସମୀକ୍ଷା।...

ନୃସିଂହନାଥରେ ଗୁପ୍ତ ଗଙ୍ଗା ଆଳତି ।

ପାଇକମାଲ-ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ତଥା ପଡ଼ୋଶୀ ଛତିଶଗଡ଼ ଓ ଝାରଖଣ୍ଡ ଲୋକଙ୍କ ପାଇଁ ଗଙ୍ଗା କ୍ଷେତ୍ର ସଦୃଶ୍ୟ ଆସ୍ତା ବହନ କରି ଥାଏ ବହି ଯାଉଥିବା ପାପନାଶିନୀ ଝରଣା ଗାନ୍ଧମାର୍ଦ୍ଧନର...

କଳସ ଯାତ୍ରା ସହ ବୈଶାଖ ମେଳା ଆରମ୍ଭ ।

ପାଇକମାଳ-ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ଠାରେ ବୈଶାଖ ମେଳା ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି । ଏକ ଭବ୍ୟ କଳସ ଶୋଭାଯାତ୍ରାରେ ବାହାରି ମା...

ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ସଫଳତା ।

ବରପାଲି-ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ ଛାତ୍ରୀ ମାନଙ୍କ ସଫଳତା ଗୌରବ ଆଣିବାରେ ବେଶ ସହାୟକ ହୋଇପାରିଛି। ଚଳିତ ବର୍ଷ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ ମହାବିଦ୍ଯାଳୟ ଛାତ୍ରୀଙ୍କ...

ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜଙ୍କ ଦେହାନ୍ତ ।

ପଦ୍ମପୁର-ବୁଧବାର ସକାଳ ଭୋର ୫ଟା ସମୟରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ତାଙ୍କ ପାଇକମାଲ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସ୍ବର୍ଗତ...

ଏ ୱାନ ଗ୍ରେଡ ପ୍ରାପ୍ତ ଛାତ୍ରଙ୍କୁ ବି.ଇ.ଓ କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ।

ପଦ୍ମପୁର - ଦଶମ ବୋର୍ଡ ପରୀକ୍ଷାରେ ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଏ ୱାନ ଗ୍ରେଡ ପାଇ ରାଜବୋଡ଼ାସମ୍ବର ବ୍ଲକ ପାଇଁ ଗୌରବ ଆଣିଛନ୍ତି । ତନମଧ୍ୟରୁ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜମଲାର...

ମେଧାବୀ ଛାତ୍ରୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ।

ପାଇକମାଳ-ପାଇକମାଳ ବ୍ଳକ ମାଣ୍ଡୋସିଲ ଛାତ୍ରୀ ଶ୍ରେଷ୍ଠା ପଣ୍ଡା ନୂଆପଡ଼ା ଜିଲ୍ଲା ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି। ଏନେଇ ଜିଲ୍ଲାପାଳ ମଧ୍ୟ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି। ମଙ୍ଗଳବାର ନୂଆପଡ଼ା ବ୍ରାହ୍ମଣ ସମାଜ...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମାଣ୍ଡୋସିଲ ଡିଗ୍ରୀ ଛାତ୍ରୀ ଟପ୍ପର।

ପାଇକମାଳ - ପାଇକମାଳ ବ୍ଳକ ମାଣ୍ଡୋସିଲ ଡିଗ୍ରୀ କଲେଜରେ ରାଜନୀତି ବିଜ୍ଞାନର ଶେଷ ବର୍ଷର ଛାତ୍ରୀ ସୀମା ବିଶ୍ବାସ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେ ଟପର ତାଲିକା ୧୦ ନମ୍ବରରେ ଅଛନ୍ତି।...

ପଦ୍ମପୁରରେ ଜଳ ଯନ୍ତ୍ରଣା, ପଦ୍ମପୁର-ପାଟଣାଗଡ ରାସ୍ଥା ଅବରୋଧ ପରେ ମିଲିଲା ପିଇବା ପାଣି ।

ପଦ୍ମପୁର-ପଦ୍ମପୁର ସହରରେ ପ୍ରାୟତଃ ବର୍ଷର ସବୁ ସମୟରେ ଜଳାଭାବ ଦେଖିବାକୁ ମିଲିଥାଏ । ଏଠାକାର ଜନସାଧାରଣଙ୍କୁ ଜଲ ଜନ୍ତ୍ରଣା ଭୋଗିବାକୁ ପଡିଥାଏ । ଏଗାର ଗୋଟି ୱାର୍ଡ ବିଶିଷ୍ଟ ପଦ୍ମପୁର...

ଚାଷୀ ନେତା ସଦାନନ୍ଦ ପୁଝାରୀଙ୍କ ପରଲୋକ ।

ବରଗଡ-ଜିଲ୍ଲା ଚାଷୀ ସଂଗଠନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ସଦାନନ୍ଦ ପୂଝାରୀ ଙ୍କ ଆଜି ସକାଳେ ବରଗଡ଼ର ଏକ ଘରୋଇ ନର୍ସିଂହୋମ୍ ରେ ପରଲୋକ ହୋଇଯାଇଛି। କିଛି ଦିନ ପୂର୍ବରୁ ହଠାତ୍ ତାଙ୍କର ବ୍ରେନ୍...

Most Read

error: Content is protected !!