Saturday, June 7, 2025
spot_imgspot_imgspot_img

Daily Archives: Jun 7, 2025

ବିଶ୍ବ ପରିବେଶ ଦିବସ ପାଳିତ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଠାରେ ଦେବଦତ୍ତ କ୍ଲବ୍ ଦ୍ବାରା ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଦେବଦତ୍ତ କ୍ଲବ୍ ର ସଂପାଦକ କାହ୍ନୁଚରଣ ମାଝୀଙ୍କ ଅଧ୍ଯକ୍ଷତାରେ...

ସରେଇକେଲାରେ ମଦ ବନ୍ଦ ନିଷ୍ପତ୍ତି, ପ୍ରଶାସନର ସହାୟତା ଲୋଡିଲେ ଗ୍ରାମବାସୀ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସରେଇକେଲା ଗ୍ରାମରେ ସମ୍ପୂର୍ଣ୍ଣ ମଦ ବନ୍ଦ ନେଇ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ମଦର ବ୍ୟାପକତା ଯୋଗୁଁ ଗ୍ରାମର ଅନେକ ପରିବାରର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଛି...

ଓ.ଏସ.ଆର.ଟି.ସି. ବସ ଚଳାଚଳ ବନ୍ଦ,ପ୍ରଶାସନ ପଦକ୍ଷେପ ନେଇ ପାଇଁ ଦାବୀ।

ମାସକୁ ୧୨ ଦିନ ଗଡୁନି । ଡିଟିଏମ କହିଲେ ଏସି ଅଚଳ । ପଦ୍ମପୁର-ସମ୍ବଲପୁର ଖରିଆଡରୋଡ ଭାୟା ବିଜେପୁର ଗୁଦେରପାଲି ଏହି ରୁଟରେ ପ୍ରତିଦିନ ଏକ ସରକାରୀ ବସ ଚଳାଚଳ କରୁଥିଲା। ଯାହାକି ଦୀର୍ଘ ତିନି...

Most Read

error: Content is protected !!