Sign in
ରାଜ୍ୟ
ରାଜନୀତି
ଅଘଟଣ
ଖେଳ
ବାଣିଜ୍ୟ
ସ୍ୱାସ୍ଥ୍ୟ / ବିଜ୍ଞାନ
କଳା ସାହିତ୍ୟ ସଂସ୍କୃତି
ଜାତୀୟ/ଆନ୍ତର୍ଜାତୀୟ
ସମ୍ପାଦକୀୟ
Sign in
Welcome!
Log into your account
your username
your password
Forgot your password?
Password recovery
Recover your password
your email
Search
Wednesday, June 18, 2025
Facebook
Instagram
Twitter
Youtube
ରାଜ୍ୟ
ରାଜନୀତି
ଅଘଟଣ
ଖେଳ
ବାଣିଜ୍ୟ
ସ୍ୱାସ୍ଥ୍ୟ / ବିଜ୍ଞାନ
କଳା ସାହିତ୍ୟ ସଂସ୍କୃତି
ଜାତୀୟ/ଆନ୍ତର୍ଜାତୀୟ
ସମ୍ପାଦକୀୟ
Search
Home
2025
May
Monthly Archives: May, 2025
ରଥଯାତ୍ରା ଓ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ।
admin
-
May 26, 2025
0
ପଦ୍ମପୁର- ପଦ୍ମପୁର ଶାନ୍ତିନଗରମାଉସୀ ମାଁ ମନ୍ଦିର କମିଟି ଶାନ୍ତି ନଗର ,ମୈତ୍ରୀ ନଗର ,ଜ୍ୟୋତି ନଗର,ଚନ୍ଦ୍ରଶେଖର ନଗର କମିଟି ର ମିଳିତ ଆନୁକୂଲ୍ୟରେ ଆସନ୍ତା ରଥଯାତ୍ରା ଏବଂ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା...
ଝାରବନ୍ଧ ପଞ୍ଚାୟତ ର ବିଭିନ୍ନ ଗାଁ ପରିଦର୍ଶନ କଲେ ବିଧାୟିକ।
admin
-
May 26, 2025
0
ପଦ୍ମପୁର-ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପାଇକମାଳ ବ୍ଲକ ଝାରବନ୍ଧ ପଞ୍ଚାୟତର ବିଭିନ୍ନ ଗାଁ ଗୁଡ଼ିକର ପରିଦର୍ଶନ କରିଛନ୍ତି । ବିଧାୟିକା ଝାରବନ୍ଧ ପଞ୍ଚାୟତ ଗଞ୍ଜାଡାବର, ମେନକାମୁଣ୍ଡା, ପତ୍ରାଗୁଡ଼ା, ଝାରବନ୍ଧ ଓ ଟେମରିମାଲ...
ଅବସରପ୍ରାପ୍ତ ଶିକ୍ଷକ ଝସକେତନ ସାହୁଙ୍କ ପରଲୋକ ।
admin
-
May 25, 2025
0
ପାଇକମାଳ-ପାଇକମାଳ ବ୍ଳକ ସରେଇକେଲା ପଞ୍ଚାୟତ ସମ୍ବଲପୁରୀ ଗାଁର ଅବସରପ୍ରାପ୍ତ ଶିକ୍ଷକ ଝସକେତନ ସାହୁଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତରେ ଅସୁସ୍ଥତା ଥାଇ ପରଲୋକ ହୋଇଥିଲେ । ତାଙ୍କ ମୃତ୍ୟୁ ପଛରେ...
ନୃସିଂହନାଥରେ ରାଜବୋଡାସମ୍ବର ସ୍ତରୀୟ ଗୋଁଣ୍ଡ ସମାଜ ସାଧାରଣ ବୈଠକ ।
admin
-
May 25, 2025
0
ପାଇକମାଳ-ପାଇକମାଳ ବ୍ଳକ ଶ୍ରୀଶ୍ରୀ ନୃସିଂହନାଥ ସ୍ଥିତ ବୁଢ଼ା ଦେଓ ମଣ୍ଡପ ଠାରେ ବ୍ଲକ ସଭାପତି ଗଜରାଜ ସିଂ ପୁଟାଙ୍କ ସଭାପତିତ୍ୱରେ ରାଜବୋଡାସମ୍ବର ସ୍ତରୀୟ ଗୋଁଣ୍ଡ ସମାଜର ସାଧାରଣ ବୈଠକ ଅନୁଷ୍ଠିତ...
ଘାଏ ଦେଖତ କଳାପଟା କୁଟୁମ ପକ୍ଷରୁ କବିତା ଆସର ।
admin
-
May 25, 2025
0
ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ମହାବିଦ୍ୟାଳୟ ଠାରେ ଘାଏ ଦେଖତ କଲାପଟା କୁଟୁମ ପକ୍ଷରୁ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ନିକଟରେ ଇହଧାମ ତ୍ୟାଗ କରିଥିବା ବିଶିଷ୍ଟ କବି...
ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବା ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି ତରଫରୁ ଉଦଘାଟିତ ହେଲା ମିନାବଜାର ।
admin
-
May 25, 2025
0
ପଦ୍ମପୁର-ଚଳିତ ବର୍ଷ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ଭବ୍ୟ ବିବାହୋତ୍ସବ ତଥା ତୃତୀୟ ବର୍ଷ ପାଇଁ ଶୀତଳ ଷଷ୍ଠୀ ପାଳନ ହେବାକୁ ଯାଉଥିବା ବେଳେ ଗତ ବର୍ଷ ମାନଙ୍କରେ ଲାଗୁଥିବା...
ଜାଙ୍ଗେଡ ଗ୍ରାମୀଣୀ ପାର୍କ ଉଦଘାଟିତ ।
admin
-
May 25, 2025
0
ଅତାବିରା(ସୁରେନ୍ଦ୍ର କଠାର)-ଗାଁର ଉନ୍ନତି ,ସ୍ବାସ୍ଥ୍ୟ ଓ ସାମୁଦାୟିକ ସମ୍ମିଳନୀ ପାଇଁ ଗାଁ ଲୋକକଂ ବିଶ୍ରାମ ,ଆନନ୍ଦ ଓ ସାମୁହିକ ମିଳନ ସ୍ଥଳ ହିସାବରେ ବ୍ୟବହାର ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପ୍ରଚେଷ୍ଟାରେ ଅତାବିରା ବ୍ଲକ...
ଲାୟନ୍ସ କ୍ଲବ୍ ପଦ୍ମପୁରର ଶୀତଳ ଷଷ୍ଠୀ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
admin
-
May 24, 2025
0
ପଦ୍ମପୁର - ସ୍ଥାନୀୟ ଲାୟନ୍ସ ଭବନ ପରିସରରେ ଲାୟନ୍ସ ଶ୍ରୀ ପ୍ରୀତମ୍ ମେହରଙ୍କ ସଭାପତିତ୍ବ ରେ ଚଳିତ ବର୍ଷର ଶୀତଳ ଷଷ୍ଠୀ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...
ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ ।
admin
-
May 24, 2025
0
ଅତାବିରା(ସୁରେନ୍ଦ୍ର କଠାର)-ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ଠାରେ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ବ୍ଲକ୍ ଆବାହକ ଶ୍ରୀ ଚାପଧାରୀ ସିଂହ ଓ ଶ୍ରୀମତୀ ଲଳିତା ପ୍ରଧାନଙ୍କ ପରିଚାଳନାରେ...
ବରିକେଲ ମଣ୍ଡଳରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ।
admin
-
May 23, 2025
0
ପଦ୍ମପୁର-ଭାରତୀୟ ଜନତା ପାର୍ଟି ପଦମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରିକେଲ ମଣ୍ଡଳ ଦ୍ଵାରା ବରିକେଲ ଗ୍ରାମ ଠାରେ ଦେଶର ସାର୍ବଭୋମତ୍ଵ ବଜାୟ ରଖିବା ଏବଂ ବିର ଯବାନ ମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ...
1
2
3
4
...
11
Page 3 of 11
Most Read
ସତୁରୀ ଲିଟର ରନ୍ଧା ମଦ ସହ ଜଣେ ମହିଳା ମଦ ବିକ୍ରେତା ଗିରଫ ।
June 18, 2025
ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ କାବ୍ୟଶିଳ୍ପୀ ଗଙ୍ଗାଧର।
June 17, 2025
ବ୍ରଜପାତରେ ମୃତ ବଳଦେବଙ୍କ ଘରେ ପହଞ୍ଚିଲା ପାଇକମାଲ ପ୍ରଶାସନ।
June 17, 2025
ଅଞ୍ଚଳ ମହାବିଦ୍ୟାଳୟ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏକ ହେଲ୍ପଡେସ୍କ କାର୍ଯ୍ୟକ୍ରମ।
June 16, 2025
error:
Content is protected !!