Friday, May 30, 2025
spot_imgspot_imgspot_img

Daily Archives: May 29, 2025

ସ୍ୱପ୍ନେଶ୍ୱର ବାବାଙ୍କ ପତରପେଣ୍ଡି ଉତ୍ସବ ସମ୍ପର୍ଣ୍ଣ।

ପଦ୍ମପୁର - ଦେବାଦୀ ଦେବ ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କ ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳଷଷ୍ଠୀ ଉତ୍ସବ । ସ୍ୱୟଂ ପ୍ରକୃତି ସଦୃଷା ମା ଜଗତ ଜନନୀ ଓ...

ସରକାରୀ କାର୍ଯ୍ୟକୁ ଦଳୀୟ ପ୍ରଚାର ହିସାବରେ ଉଦଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା – ଏନଏସି କାଉନସିଲର ।

ପଦ୍ମପୁର - ପଦ୍ମପୁର ସହରର ରଜାପଡା ଠାରେ ସରକାରୀ ଅର୍ଥ ବ୍ୟୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନବ ନିର୍ମିତ ଏକ ଅତ୍ୟାଧୁନିକ ଶବଦାହ ସ୍ମଶାନ ଓ ପଦ୍ମପୁର ବରଗଡ଼ ରାସ୍ତାରେ...

ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜାବର ଦାବୀପତ୍ର।

ବରଗଡ - ଅସୁରିକ୍ଷିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସାମ୍ବାଦିକ ମାନଙ୍କୁ ଦେଶରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଆଖ୍ୟା ମିଳିଥିବା ବେଳେ ବିଭିନ୍ନ ସମୟରେ ଅସୁରକ୍ଷିତ ତଥା ଅବହେଳିତ ହେଉଥିବାର ନଜରକୁ...

ବାବା ବିଶାଶହେ କୁଲତା ସମାଜ ସମ୍ବଲପୁରୀ ଶାଖା କେନ୍ଦ୍ରର ବାର୍ଷିକ ବୈଠକ ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସମ୍ବଲପୁରୀ ଶାଖା କେନ୍ଦ୍ର ବାବା ବିଶାଶହେ କୁଲତା ସମାଜର ବାର୍ଷିକ ବୈଠକ ଗସ୍ତିଡ଼ିହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କୁ...

Most Read

error: Content is protected !!