Wednesday, May 21, 2025
spot_imgspot_imgspot_img

Monthly Archives: April, 2025

ଖରମାଳ ଗାଁ ରେ ଗୋମାତା ପୂଜନ ବିହନ ପରବ ।

ପାଇକମାଳ - ପାଇକମାଳ ବ୍ଲକ ଖରାମାଳ ଗ୍ରାମରେ ଦୁଇ ଦିନ ଧରି ରବିବାର ଓ ସୋମବାର ଗୋମାତା ପୁଜା ୧୮ ତମ ଦେଶୀ ବିହାନ୍ ପରବ ଅହିଂସା କ୍ଳବ୍ ତରଫରୁ ଅନୁଷ୍ଠିତ...

ପଦ୍ମପୁର ଠାରେ ମହା ଆଡ଼ମ୍ବରରେ ହନୁମାନ ଜୟନ୍ତୀ ପାଳିତ ।

ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ମହାଆଡମ୍ବରରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ରାମଜୀ ମନ୍ଦିରରେ ପୂଜାର୍ଚ୍ଚନା କଲାପରେ ଲୋକଙ୍କ...

ଏସ.ସି,ଏସ.ଟି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ଡ. ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳନ ।

ପଦ୍ମପୁର ସହରରେ ବିରାଟ ଶୋଭାଯାତ୍ରା । ପଦ୍ମପୁର-ପଦ୍ମପୁର ସହରରେ ଭାରତରତ୍ନ ଡ. ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ପଦ୍ମପୁର ସହରର...

ଖରାମାଲରେ ଦେଶୀ ବିହନ ପରବ ଆରମ୍ଭ ।

ପାଇକମାଳ-ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଖରାମାଲ ଗାଁରେ ଅହିଂସା କ୍ଳବ୍ ପକ୍ଷରୁ ଦୁଇ ଦିନିଆ ଦେଶୀ ବିହନ ପରବ ଆରମ୍ଭ ହୋଇଯାଇଛି। ରବିବାର ସକାଳେ ଗୋ ପୂଜନ କରାଯାଇଥିଲା। ଜୟସିଂ...

ସ୍ନାତକ ମହିଳା ମହାବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି l ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ପିଙ୍କି ବାରିକଙ୍କ...

ବରପାଲି କଲେଜ ମହିଳା ଆତ୍ମସୂରକ୍ଷା କର୍ମଶାଳା ଉଦଯାପିତ ।

ବରପାଲି-ରପାଲି ମହାବିଦ୍ୟାଳୟ ପରିସରରେ ଦଶଦିବସିୟ ମହିଳା ଆତ୍ମସୂରକ୍ଷା କର୍ମଶାଳା ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଜୟନ୍ତି ଦାଶ ଆନୁଷ୍ଠାନିକ ଭାବରେ ଶିବିରକୁ ଉଦଘାଟନ କରିଥିଲେ। ୧୮୪ଜଣ ଛାତ୍ରୀ ଶିକ୍ଷାର୍ଥି ଭାବରେ ଶିବିରରେ ଯୋଗ...

ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ କ୍ରୀଡ଼ାତ୍ସବ ।

ବରପାଲି-ବରପାଲି ବ୍ଲକ କନବାର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି।ପ୍ରଧାନଶିକ୍ଷକ ସାନନ୍ଦକୁମାର ଭୋଇଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା । ଆୟୋଜିତ...

ଡୁଡୁକିଝରିଆ ରାତ୍ରୀକାଳୀନ କ୍ରିକେଟ୍ କପ୍ ଉଦଘାଟିତ ।

ପାଇକମାଳ-ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଖେଳ ପଡ଼ିଆରେ ଶନିବାର ସନ୍ଧ୍ୟାରେ ଚାଲିଥିବା ପ୍ରଥମ ଡୁଡୁକିଝରିଆ ରାତ୍ରୀକାଳୀନ କପ୍ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ ଓ...

ଧିରପୁରରେ ମା ତାରିଣୀଙ୍କ ବାର୍ଷିକ ସ୍ନାନତ୍ସବ ।

ବରପାଲି-ବରପାଲି ବ୍ଲକ ଧିରପୁର ମାଁ ତାରିଣୀ ପୀଠରେ ମାଁ ତାରିଣୀ ଦେବୀଙ୍କ ବାର୍ଷିକ ସ୍ନାନ ଉତ୍ସବ ମହାସମାର ପାଳିତ ହୋଇଯାଇଛି l ଏହି ଅବସରରେ ଲୋକକଳା ଗ୍ରାମ କୁମ୍ଭାରୀ ବ୍ରଜେଶ୍ୱରୀ ଷ୍ଟେଚ୍ୟୁ କଳାକାର...

କ୍ଳବ ଫେଷ୍ଟ- ବର୍ଦ୍ଧନ କାର୍ଯ୍ୟକ୍ରମ ।

ବରପାଲି-ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ୨୫ବର୍ଷ ପୂର୍ତ୍ତି ଅବସରରେ ବରପାଲି ଓ ଡୁଙ୍ଗୁରିପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ଦ୍ବୟର ମିଳିତ ମ୍ୟାଥମେଟିକସ ଓ କୁଇଜ କ୍ଲବ ପକ୍ଷରୁ...

Most Read

error: Content is protected !!