Wednesday, May 21, 2025
spot_imgspot_imgspot_img

Monthly Archives: April, 2025

ପ୍ରସିଦ୍ଧ ବୈଶାଖମେଳା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଅଧିକାରୀଙ୍କୁ ନିମନ୍ତ୍ରଣ:ବୈଶାଖ ମେଳା ପାଇଁ ସହାୟତା ପ୍ରତିଶୃତି ।

ପଦ୍ମପୁର-ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ...

ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବାର୍ଷିକ କ୍ରୀଡା ଦିବସ ପାଳିତ ।

ପଦ୍ମପୁର-ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଅବସରରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ...

ସଂକଳ୍ପ ପରିବାରର ରକ୍ତଦାନ ଶିବିର: ୪୧ ୟୁନିଟ ରକ୍ତ ସଂଗୃହିତ।

ପଦ୍ମପୁର-ପଦ୍ମପୁର ବ୍ଲକ ଅଧିନସ୍ତ ଜମଳା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ହେଉଥିବା ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ସଂକଳ୍ପ ପରିବାର ତରଫରୁ ଗୁରୁବାର ଦିନ ଏକ ସ୍ବେଛାକୃତ ରକ୍ତଦାନ...

ରାଇସମିଲ ରାଖଡରେ ପୋଡି ନାବାଳକ ମୃତ୍ଯୁ ଘଟଣା : ଗିରଫ ହେଲେ ଦୁଇ ରାଇସମିଲ ମାଲିକ।

ବରଗଡ଼ - ରାଇସମିଲ ପାଉଁଶ (ରାଖଡ଼)ରେ ପଡି ଶରୀର ଅଧାରୁ ଅଧିକ ଜଳି ଜଲିଯିବା ପରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ନାବାଳକର ମୃତ୍ୟୁବରଣ ହେବା ଘଟଣାରେ ବୁଧବାର ଦିନ ଭେଡେନ...

ପୁର୍ବତନ ସରପଞ୍ଚଙ୍କ ବିୟୋଗ ।

ବରପାଲି-ବରପାଲି ବ୍ଲକ ଅଇଁଠାପାଲି ଲେଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ନାରାୟଣ ସାହୁଙ୍କ ୭୫ବର୍ଷ ବୟଷରେ ପରଲୋକ ହୋଇଯାଇଛି। ତାଙ୍କର ବିୟୋଗ ସମାଚାର ପ୍ରସାରଣ ପରେ ଅଞ୍ଚଳ ତଥା ଗ୍ରାମରେ ଏକ...

କୁଲିଆରୀ ଗ୍ରାମରେ ମା ବିନ୍ଧ୍ୟବାସିନୀ ପୂଜା ଉଦଯାପିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମରେ ମା ବିନ୍ଧ୍ୟବାସିନୀ ପୂଜା ରବିବାର ଦିନ ଆରମ୍ଭ ହୋଇ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ରବିବାର ଦିନ ଅପରାହ୍ନ...

ତହଁକ୍ ପୁହୁଁଚିଲା ଘର୍ କେ ଘର୍ ।

ବଲାଙ୍ଗିର-ଗତବର୍ଷ ରାମନବମୀ ଅବସରରେ ଉଦଘାଟିତ ହୋଇଥିବା ତହଁକ୍ କୁଟୁମ୍ ର ଭିନ୍ନ କାର୍ଯ୍ୟକ୍ରମ " ସ୍କୁଲ ନୁ କଲେଜ୍ ଗାଁ ନୁ ସହର୍ ' ତହଁକ୍ ପୁହୁଁଚିଲା ଘର୍ କେ ଘର୍ "...

ଦଲିଦେଲା ଦନ୍ତା ଚାଲିଗଲା ଜୀବନ ।

ଗାଇସିଲାଟ-ହାତୀ ଆକ୍ରମଣରେ ଜଣେଏ ମୃତ,ଜଣେ ଗୁରୁତର । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଟୁରଚା ଗାଁ ରେ ଘଟିଛି ଅଭାବନୀୟ ଘଟଣା । ସେହି ଗାଁ ର ଦୁଇ ଜଣ ମହିଲା ଭୋର...

ଡୁମ୍ବେରବାହାଲରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ।

ଶୀଘ୍ର କ୍ଷୟକ୍ଷିୟ ଆର୍ଥିକ ସହାୟତା ପାଇଁ ପ୍ରଶାସନକୁ ଦାବି । ପାଇକମାଳ-ପାଇକମାଳ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ମିଲ ଘର ପଡା ବେଦବ୍ୟାସ ହଂସଙ୍କ ଘର ପୋଡ଼ି ଯାଇ ଲକ୍ଷାଧିକ ସମ୍ପତ୍ତି ଭସ୍ମୀଭୂତ ହୋଇ...

ପିଇବା ପାଣି ପାଇଁ ଗାଇସିଲେଟ ବିଡ଼ିଓଙ୍କୁ ଘେରିଲେ ସଚେତନ ନାଗରିକ ।

ଗାଇସିଲେଟ-ଦୀର୍ଘ ଦିନ ହେବ ଗାଇସିଲେଟ ଠାରେ ଜଳ ଯୋଗାଣ ବନ୍ଦ ଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ...

Most Read

error: Content is protected !!