Sunday, April 13, 2025
spot_imgspot_imgspot_img

Daily Archives: Apr 10, 2025

ସିଦ୍ଧାର୍ଥ ଡିଗ୍ରୀ କଲେଜରେ ସ୍ବେଛାକୃତ ରକ୍ତଦାନ ଶିବିର ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)- ସାରା ରାଜ୍ୟରେ ଏପ୍ରିଲ ୧ରୁ୧୪ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି...

ଗାଇସିଲେଟ ବୁରୋମୁଣ୍ଡା ଠାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗାଇସିଲେଟ-ଏପ୍ରିଲ ୧ ଓଡ଼ିଶା ଦିବସରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ଯାଏଁ ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ ଦିବସ। ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ଇତିହାସ, ଐତିହ୍ୟ, ନୃତ୍ୟ, ସଂଗୀତ,...

ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ଦିନିକିଆ ବରଗଡ ଗସ୍ତ ।

ଜିଲ୍ଲାସ୍ତରୀୟ ସମବାୟ ସଭ୍ୟ ସଚେତନତା କାର୍ଯ୍ୟକ୍ରମ ସମେତ ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ ଏବଂ ଶିଳାନ୍ୟାସ । ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ସହ ସୁଦୃଢ ବିପଣନ ବ୍ୟବସ୍ଥା ପାଇଁ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ...

ଅସାଧୁ ବ୍ୟବସାୟୀଙ୍କ କବଜାରେ ମହୁଲଫୁଲ,ନିରବଦ୍ରଷ୍ଟା ପ୍ରଶାସନ ।

ପଦ୍ମପୁର- ପଦ୍ମପୁର ଅଂଚଳ ବଣ ପାହାଡ ଘେରା ଅଂଚଳ, ଏଠାରେ ଅଧିକାଂଶ ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତିର ଲୋକ ମାନେ ବସ ବାସ କରିଥାନ୍ତି । ଏହି ଅଂଚଳର ଲୋକମାନେ ବନ୍ୟଜାତ...

ମାଣ୍ଡୋସିଲ ରାତ୍ରୀକାଳୀନ କ୍ରିକେଟ୍ କପ୍: ପାଇକମାଳ ନର୍ସିଂ ଇଲେଭେନକୁ ହରାଇ ମାଣ୍ଡୋସିଲ ଚମ୍ପିୟାନ ।

ପାଇକମାଳ-ପାଇକମାଳ ବ୍ଳକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ପ୍ରଥମ ରାତ୍ରୀକାଳୀନ କ୍ରିକେଟ୍ କପ୍ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ଦୁଇଟି ସେମିଫାଇନାଲ ମାଣ୍ଡୋସିଲ ଓ ପାଇକମାଳ ନର୍ସିଂ ଇଲେଭେନ ଫାଇନାଲରେ ପ୍ରବେଶ କରିଥିଲା।...

କବି ଭୋଜରାଜ ବୁଡେକଙ୍କୁ ରାଜ୍ୟସ୍ତରୀୟ ବୀଣାପାଣି ଗୀତିକବି ସମ୍ମାନରେ ସମ୍ମାନିତ ।

ପାଇକମାଲ-ଭୁବନେଶ୍ୱର ବୁଦ୍ଧ ମନ୍ଦିର ନୂତନ ସଭାଗୃହ ମଧୂସୁଦନ ନଗର ୟୁନିଟ -୯ ରେ ଓଡ଼ିଶା ସାହିତ୍ୟିକ ସଙ୍ଗଠନ, ଭୁବନେଶ୍ୱର, ଓଡ଼ିଶା ପକ୍ଷରୁ ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଏବଂ ସୂରୀୟାଂଶ ପତ୍ରିକା...

Most Read

error: Content is protected !!