Wednesday, April 16, 2025
spot_imgspot_imgspot_img

Monthly Archives: March, 2025

ଆଶ୍ରମ ସ୍କୁଲରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ଯକ୍ରମ ।

ବରପାଲି-ସୋନପୁର ଜିଲ୍ଲା ମେଣ୍ଡା ଆଶ୍ରମ ସ୍କୁଲ ପରିସରରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ତେଜରାଜ ମେହେରଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।...

ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଓଡ଼ିଆ ସାହିତ୍ଯ ଆସର କାର୍ଯ୍ୟକ୍ରମ।

ପଦ୍ମପୁର-ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଓଡ଼ିଆ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଓଡ଼ିଆ ସାହିତ୍ଯ ଆସର ଅନୁଷ୍ଠିତ ହୋଇଯାଇଛି। ଚେୟାରମ୍ଯାନ୍ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର , ଅଧ୍ଯକ୍ଷା...

ପଦ୍ମପୁର ଓକିଲ ସଂଘ ନିର୍ବାଚନ:ରାମରତନ ପୁରୋହିତ ସଭାପତି ଓ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ।

ପଦ୍ମପୁର-ବରଗଡ଼ ଜିଲା ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାମରତନ ପୁରୋହିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସୁନିଲ କୁମାର...

ସମବାୟ ସମିତିର ଟଙ୍କା ହେରଫେର ଘଟଣା: କନସିଂହା ପ୍ୟାକ୍ସର ଦୁଇ କର୍ମଚାରୀ ଗିରଫ।

ପଦ୍ମପୁର-ସମବାୟ ସମିତିର ଟଙ୍କା ହେରଫେର ଘଟଣାରେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହେଲେ ଦୁଇ କର୍ମଚାରୀ । ପଦ୍ମପୁର ଉପଖଣ୍ଡ କନସିଂହା ସମବାୟ ସମିତିର କ୍ଲର୍କ ତଥା ପୂର୍ବତନ ସମ୍ପାଦକ ଛବିଳ ବେହେରା...

ତୃତୀୟ ଦ୍ଵି ଦିବସୀୟ ଅଙ୍ଗ ମହୋତ୍ସବ ଉଦଯାପିତ।

ପଦ୍ମପୁର-ଅଗ୍ରଣୀ ନାଟ୍ୟ ସଂସ୍ଥା ଲୁ ଅନୁକୁଲ୍ୟରେ ଗତ ୨୭ ଓ ୨୮ ଦୁଇ ଦିନ ଧରି ସ୍ଥାନୀୟ ଲୁ ନାଟ୍ୟଶ୍ରମ ପରିସରରେ ଦ୍ଵୀ-ଦିବସୀୟ ଅଙ୍ଗ ମହୋତ୍ସବ ୨୦୨୫ ମହା ସମାରୋହରେ ଅନୁଷ୍ଠିତ...

ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କିଶୋରୀ ବାଳିକା ଶିକ୍ଷା ସଚେତନତା ଶିବିର ।

ପଦ୍ମପୁର - ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କିଶୋରୀ ବାଳିକା ଶିକ୍ଷା ସଚେତନତା ଶିବିର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବାଳିକା...

ଆଦର୍ଶ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୋନପୁର ଆଦର୍ଶ ସରକାରୀ ଉ. ପ୍ରା ବିଦ୍ୟାଳୟ ଶିକ୍ଷା ବର୍ଷ ୨୦୨୪-୨୫ ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର...

ମଦର ବ୍ଯାପକ ପ୍ରସାର ଯୋଗୁଁ ଓଡ଼ିଶାର ସାମାଜିକ ବ୍ଯବସ୍ଥା ନଷ୍ଟ ହେଉଛି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ବରଗଡ ସାଂସଦ ।

ବରଗଡ-ଓଡ଼ିଶାର ଗାଁ ମାନଙ୍କରେ ବ୍ଯାପକ ମାତ୍ରାରେ ମଦଭାଟି ର ପ୍ରସାର ଚାଳିଥିବାରୁ ଗାଁ ମାନଙ୍କ ସାମାଜିକ ଅବସ୍ଥା ବିଗିଡିବାରେ ଲାଗିଛି ଓ ଗାଁ ମାନଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ଯ ଏହା ବୋଝ...

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଓଡ଼ିଶା ଡ୍ରାଇଭର ମହାସଂଘର ସେବା କାର୍ଯ୍ୟ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥାଏ । ପ୍ରତ୍ୟେକ ଦିନ ପାରାୟଣ ପଠନ, ବୈଠକି କୀର୍ତ୍ତନ,ଗଙ୍ଗା ଆରତୀ,ନାମଯଜ୍ଞ,ଇନ୍ଦ୍ରଦ୍ୟୁମ୍ନ ଦରବାର ଓ ମିନାବଜାର ପାଇଁ...

ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ନେଇ ରାଜନୈତିକ ଦଳମାନଙ୍କ ସହିତ ବୈଠକ l

ପଦ୍ମପୁର - ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଣିକ ଅନୁଯାୟୀ ପ୍ରତ୍ୟେକ ରାଜନୈତିକ ଦଳ ଦ୍ୱାରା ପ୍ରତି ବୁଥ୍ ରେ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପ୍ରକିୟା ଆରମ୍ଭ କରାଯାଇଛି...

Most Read

error: Content is protected !!