Wednesday, April 16, 2025
spot_imgspot_imgspot_img

Monthly Archives: March, 2025

ମଡେଲ ଡିଗ୍ରୀ କଲେଜ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସି.ଭି.ରମଣଙ୍କ ଦ୍ୱାରା ରମଣ ପ୍ରଭାବର ଆବିଷ୍କାରକୁ ମାନ୍ୟତା ଦେବା ନିମନ୍ତେ ପ୍ରତ୍ୟେକ ବର୍ଷ ଫେବୃଆରୀ ୨୮ ତାରିଖକୁ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉ ଥିବାବେଳେ ଏହି ପରିପ୍ରେକ୍ଷୀରେ ଆଜି...

ବ୍ୟାଙ୍କ କାଉଣ୍ଟରରୁ ଟଙ୍କା ଲୁଟି ମାରୁଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲେ ଲୋକେ ।

ବରଗଡ଼-ବରଗଡ଼ ସହରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମୁଖ୍ୟ ଶାଖା କାଉଣ୍ଟରରୁ ଶନିବାର ମଧ୍ୟାହ୍ନରେ ଲକ୍ଷାଧିକ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରୁଥିବା ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଗୋଡାଇ ଧରିବାରେ ସକ୍ଷମ...

ଲୁହାଖାନ ଜଗନ୍ନାଥ ମନ୍ଦିର ରତ୍ନମୁଦ ଓ ନାମଯଜ୍ଞ ଉତ୍ସବ।

ପଦ୍ମପୁର-ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡ଼ାମାଲ ଗ୍ରାମପଞ୍ଚାୟତ ଲୁହାଖାନ ଗ୍ରାମରେ ଅବସ୍ଥିତ ଏକ ଭବ୍ୟ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ମୁଖ୍ୟ...

ଅବସର କାଳୀନ ସମ୍ବର୍ଦ୍ଧନା ସଭା ।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ବୁଡେନ୍ ପରିସର ମଧ୍ୟରେ ବିଜ୍ଞାନ ଶିକ୍ଷକ ଶ୍ରୀ ମନସୀ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ...

ଅବସର କାଳୀନ ସମ୍ବର୍ଦ୍ଧନା ସଭା ।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଦଳୀମୁଣ୍ଡା ପରିସର ମଧ୍ୟରେ ପ୍ରଧାନଶିକ୍ଷକ ଶ୍ରୀ ଟିକୁନୁ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଜବୋଡ଼ାସମ୍ବର ବ୍ଲକ ଚେୟାରମେନ୍...

ବାଦିବାହାଲ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକୋତ୍ସବ ।

ପାଇକମାଲ-ଚେରେଙ୍ଗାଝାଞ୍ଜ କ୍ଳଷ୍ଟର ଅନ୍ତର୍ଗତ ବାଦିବାହାଲ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ମାଧବ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।...

ଖରାମାଲ ପ୍ରଥମ ବିଦ୍ୟାଳୟରେ ବାର୍ଷିକୋତ୍ସବ ।

ପାଇକମାଲ-ପାଇକମାଲ ବ୍ଳକ ଜାମସେଠ ପଞ୍ଚାୟତ ଖରାମାଲ ପ୍ରାଥମିକ ବିଦ୍ୟାଳୟରେ ବେଣୁଧର ବେହେରାଙ୍କ ସଭାପତିତ୍ବରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ପାଇକମାଳ ଭାରପ୍ରାପ୍ତ ବିଇଓ...

ଡୁମ୍ବେରବାହାଲ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହୃଷୀକେଶ ବାଗଙ୍କ ସଭାପତିତ୍ବରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ...

ମାଣ୍ଡୋସିଲ କ୍ରିକେଟ କପ୍: ମାଲପଡାକୁ ହରାଇ ସେମିରେ ମାଣ୍ଡୋସିଲ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପରେ ଶୁକ୍ରବାର ୫ଟି ମ୍ୟାଚ ଖେଲାଯାଇଛି। ପ୍ରଥମ ମ୍ୟାଚରେ ଜାମସେଠକୁ ହରାଇ ମାଲପଡା ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ନୂଆପରାକୁ...

ତୃତୀୟ ସଂଜୀବନି ପାଣିଗ୍ରାହୀ ମେମୋରିଆଲ ଏବଂ ତ୍ରୋୟଦଶ ଗଜାନନ କ୍ରକିକେଟ କପ ଉଦଘାଟିତ ।

ପଦ୍ମପୁର - ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମପଂଚାୟତ ଡୁଙ୍ଗୁରିପାଲି ଠାରେ ତୃତୀୟ ସଂଜୀବନି ପାଣିଗ୍ରାହୀ ମେମୋରିଆଲ ଏବଂ ତ୍ରୋୟଦଶ ଗଜାନନ କ୍ରକିକେଟ କପ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ରାଧାମାଧବ...

Most Read

error: Content is protected !!