Saturday, April 19, 2025
spot_imgspot_imgspot_img

Monthly Archives: March, 2025

ମହିଳା ଦିବସ ଉପଲକ୍ଷେ ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ।

ବୁଗୁଡା(ସୋରେନ କୁମାର ପ୍ରଧାନ)-ମାର୍ଚ୍ଚ ୮ ତାରିଖ ବିଶ୍ବ ମହିଳା ଦିବସ ଉପଲକ୍ଷେ ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଠ ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର) ପରିସରରେ ସ୍ବାସ୍ଥ୍ୟ...

ପ୍ରତାପପୁର ସ୍କୁଲରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି । ଏଥିରେ ବିଜୁ ପଟ୍ଟନାୟକ ମହିଳା ମହା...

ମାର୍ଚ୍ଚ ୯ ରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ନାଟ ମେଲା

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ନାଟକ, ସାହିତ୍ୟ ଏବଂ ସମାଜସେବା ପ୍ରତି ସମର୍ପିତ ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନ ନୋଡ଼ାଲ ଏସୋସିଏସନ ଫର ଏମେଚ୍ୟୋର ଥିଏଟର (ନାଟ୍ ) ମାର୍ଚ୍ଚ ୯ ତାରିଖରେ ଆୟୋଜିତ କରୁଛି ରାଷ୍ଟ୍ରୀୟ...

ଟେମରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟେମରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିଲ୍ଲିପ କୁମାର ବେହେରା ,...

ନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୋଗରେ ଯୁବକ ଗିରଫ ।

ପାଇକମାଲ-ପାଇକମାଲ ଥାନା ଅଧିନସ୍ଥ ଭେଙ୍ଗରାଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି।ଜଣେ ନାବାଳିକାକୁ ପ୍ରଲୋଭିତ କରି ଶାରୀରିକ ସଂପର୍କ ରଖିଥିଲା।ବିବାହର ଆଶା ରଖି ଗର୍ଭବତୀ ହୋଇଥିଲା।କିନ୍ତୁ ବିବାହ ଆଶାକ୍ଷୀଣ ହେବା ପରେ ପାଇକମାଲ...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଦୁର୍ଗାଦତ୍ତ ଦାସ ଙ୍କ ଅଧ୍ୟକ୍ଷତାରେ...

ଆନ୍ତର୍ଜାତୀୟ ମହିଳା ଦିବସ ପାଳନରେ ସ୍ବାବଲମ୍ବୀ ମହିଳା ମାନଙ୍କୁ ସମ୍ମାନିତ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି। ପାଇକମାଲ ବ୍ଲକ ଆଇକେଡ଼ା ଅନୁଷ୍ଠାନ ମହିଳା ସଂଗଠନ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ସ୍ଵଂୟ ସହାୟକ...

ଦମକିପାଲି ଠାରେ ନାବାର୍ଡ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ।

ପାଟଣାଗଡ-ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦମକିପାଲି ବଜାର ପ୍ରାଙ୍ଗଣରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳିତ ହୋଇଯାଇଛି l ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ...

ଦେବଦତ୍ତ କ୍ଲବ ତରଫରୁ ବୁଡାମାଲ ଠାରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର।

ବରଗଡ଼-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡାମାଲ ସ୍ଥିତ ଗାୟତ୍ରୀ କଲ୍ୟାଣ ମଣ୍ଡପ ଠାରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଦତ୍ତ କ୍ଲବ ସଭାପତି କିଶୋର ଚନ୍ଦ୍ର...

ମନୋଜ ଦାଶଙ୍କୁ ପ୍ରେସିଡେଣ୍ଟ ପୋଲିସ ମେଡାଲ ।

ପଦ୍ମପୁର-ବରଗଡ଼ ଜିଲ୍ଲାପଦ୍ମପୁର ରାଜବୋଡାସମ୍ବର ପଞ୍ଚାୟତ ସମିତି ଅଧିନସ୍ଥ ଦର୍ଲିଗୁଡା ଗ୍ରାମ ଦାଶ ପରିବାର ର ଅବସର ପ୍ରାପ୍ତ ସିଆଇଏସଏଫ ଡେପୁଟି କମାଣ୍ଡେଣ୍ଟ ମନୋଜ କୁମାର ଦାଶ ଙ୍କୁ ପ୍ରେସିଡେଣ୍ଟ ପୋଲିସ ମେଡାଲରେ ସମ୍ବର୍ଦ୍ଧିତ...

Most Read

error: Content is protected !!