Friday, February 21, 2025
spot_imgspot_imgspot_img

Daily Archives: Feb 16, 2025

ରାଜ୍ୟ କ୍ରେଡିଟ ସେମିନାରରେ ସ୍ଵୟଂ ଶିଦ୍ଧା ଏଫ୍.ପି.ଓ ଏବଂ ପାଟଣେଶ୍ଵରୀ ଜଳ ବିଭାଜିକା ପ୍ରକଳ୍ପ ସମ୍ମାନିତ ।

ଭୁବନେଶ୍ବର-ଭୁବନେଶ୍ୱର ସ୍ଥିତ ମେଫେଆର ହୋଟେଲରେ ଆୟୋଜିତ ନାବାର୍ଡର ରାଜ୍ୟ କ୍ରେଡିଟ ସେମିନାର ୨୦୨୫ ଉତ୍ସବରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ ଦ୍ଵାରା ପରିଚାଳିତ...

ଘର ହିଁ ବିଦ୍ୟାଳୟ ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ।

ପଦ୍ମପୁର - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ...

ମହିଳା ମହାବିଦ୍ୟାଳୟ ବାର୍ଷିକୋତ୍ସବ ଝରନ୍ ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଝରନ୍ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉତ୍ସବକୁ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ସଂଯୋଜନା କରୀଥିଲେ।ମୁଖ୍ୟ ଅତିଥି...

ବରପାଲି ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ସମ୍ପାନ ।

ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ ଅର୍ଥନୀତି ବିଭାଗ ପକ୍ଷରୁ " ଭାରତୀୟ କୃଷିର ଉତ୍ପାଦନଶୀଳତା: ଭବିଷ୍ୟତରେ ପ୍ରତ୍ୟାଶା ଏବଂ ଆହ୍ୱାନ " ଉପରେ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି l ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ...

ଏଫ୍ ଏଲ ଏନ୍ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ।

ବରପାଲି-ବରପାଲି ବ୍ଲକ୍ ତେଜଙ୍ଗ କ୍ଲଷ୍ଟର ଧୁବାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ଓ ଏଫ୍ ଏଲ୍ ଏନ୍ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏକ ବୈଠକ ହୋଇଯାଇଛି। ସି...

୨୦୧୩ ମ୍ୟାଟ୍ରିକ ବ୍ଯାଚର ବନ୍ଧୁମିଳନ ।

ଗାଇସିଲେଟ(ରିଙ୍କୁ ଦେବତା)-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲରେ ୨୦୧୩ମସିହାରେ ଶିକ୍ଷା ଅଧ୍ୟୟନ କରିଥିବା ମ୍ୟାଟ୍ରିକ ବ୍ଯାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅଭିଷେକ ଦେବତାଙ୍କ ଉଦ୍ୟମ ରେ ସ୍ଥାନୀୟ ଘେଁସାଲି ନଦୀ କୂଳରେ...

ପୋଲିସ ସୁରକ୍ଷାରେ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ସ୍ଥାନୀୟ ପିପୁଲ୍ସ କଲେଜ ହବ୍ ସେଣ୍ଟରରେ ଯୁକ୍ତ ଦୁଇ ବିଜ୍ଞାନ ଓ କଳା ସହିତ ଧନ୍ଦାମୂଳକ ଶିକ୍ଷାର ପ୍ରଶ୍ନପତ୍ର ଆସି ପହଞ୍ଚିବା ପରେ ସେଗୁଡିକ ପୋଲିସର ୨୪ ଘଣ୍ଟିଆ ପ୍ରହରା...

ବିଦ୍ୟାଳୟ ଓ କଲେଜ ସ୍ତରୀୟ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗୀତା ।

ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)-ଅଖିଳ ଭାରତୀୟ ଅନୁସୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ଯାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ "ସେବାସ୍ତମ୍ବ " ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପରିସରରେ ...

ଅସହାୟ ଗରିବଙ୍କୁ ସହଯୋଗର ହାତ ବଢାଇଲେ ସମାଜସେବୀ ଚନ୍ଦନ ବଂଶଳ l

ପଦ୍ମପୁର-ଭଙ୍ଗା ଦଦରା କୁଡିଆ ଦରିପାଲ ଘରେ ଖରା,ବର୍ଷା,ଓ ଶିତରେ ବିତୁଛି ଭିନ୍ନକ୍ଷମ ଗହଳ ଡନସନାଙ୍କ ଜୀବନ । ଆଧାର କାର୍ଡ ନଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ଗହଳ । ଗହଳଙ୍କ...

ସତ୍ୟସେବା ଉଚ୍ଚବିଦ୍ୟାଳୟ କନସିଂହାରେ ପ୍ରଧାନଶିକ୍ଷକଙ୍କ ମାସିକ ସମୀକ୍ଷା ବୈଠକ ।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସତ୍ୟସେବା ଉଚ୍ଚବିଦ୍ୟାଳୟ କନସିଂହା ଠାରେ ପ୍ରଧାନଶିକ୍ଷକ ମାନଙ୍କର ଚଉଦ ତମ ମାସିକ ସମୀକ୍ଷା ବୈଠକ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏହି...

Most Read

error: Content is protected !!