Wednesday, February 19, 2025
spot_imgspot_imgspot_img

Daily Archives: Feb 16, 2025

ଲକ୍ଷ ଲକ୍ଷ ଟଙ୍କାର କ୍ୟାବିନ କାହା ପାଇଁ ?

ଖୋଲା ଆକାଶ ତଲେ ଜରିପାଲ ଟାଣି ବ୍ୟବସାୟ କରୁଛନ୍ତି ଲୋକେ । ପଦ୍ମପୁର-ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର କ୍ୟାବିନ , ଖୋଲା ଆକାଶ ତଲେ ଜରି ପାଲ ଟାଣି ପରିବା ବିକୁଛନ୍ତି ବ୍ୟବସାୟୀ...

ବୌଦ୍ଧ ବୁଣାକାର ହାଟ ପରିଦର୍ଶନ କଲେ ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବଣୁଆ ।

ବୌଦ୍ଧ-ରବିବାର ଦିନ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଆଦର୍ଶ କୃଷି ବଜାର ପରିସରରେ ଚାଲିଥିବା ସାପ୍ତାହିକ ବୁଣାକାର ହାଟକୁ ପରିଦର୍ଶନ କରିଛନ୍ତି ଉପ- ଜିଲ୍ଲାପାଳ ତଥା ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ...

ଲରମ୍ଭା ମହାବିଦ୍ୟାଳୟ ଓଡିଆ ବିଭାଗର ପାଠଚକ୍ର ।

ଅତାବିରା(ସୁରେନ୍ଦ୍ର କଠାର)- ଅତାବିରା ବ୍ଲକସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଓଡିଆ ବିଭାଗରେ ଓଡିଆ ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ଆଲୋଚକ ବିଶିଷ୍ଟ ସାରସ୍ବତ ସାଧକ ଶ୍ରୀଯୁକ୍ତ ସୈାଭାଗ୍ୟବନ୍ତ...

କଳକୀ ସେନାବାହିନୀର ସନାତନୀ ଆଳତି ଓ ଗହଣଦଳ ପକ୍ଷରୁ ବ୍ରହ୍ମ ଏକାକ୍ଷର ମେଳା ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ମହାନ ସନାତନ ଧର୍ମ ର ପଚାର ପ୍ରସାର ସାଙ୍ଗକୁ ଜୀବ ମୁକ୍ତି ଓ ମାନବ ଜୀବନ ଦର୍ଶନର ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରାଚୀନ ଆଠଗଡ଼ ରାଜ୍ୟର ଜିଲୁଣ୍ଡା ସ୍ଥିତ ମହାଲିଙ୍ଗେଶ୍ବର...

ଲକ୍ଷ୍ଯସାଧନା, ଶୃଙ୍ଖଳା ଓ କଠିିନ ଅଧ୍ଯବସାୟ କରିବା ପାଇଁ ଉପଦେଶ ଦେଲେ ମାନ୍ଯବର ସାଂସଦ ନବଚରଣ ମାଝୀ ।

ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)-ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ରାଇରଙ୍ଗପୁର ର ଅନ୍ଯତମ ଅଗ୍ରଣୀ ସର୍ବପୁରାତନ ରାଇରଙ୍ଗପୁର ମହାବିଦ୍ଯାଳୟର ୬୧ତମ ବାର୍ଷିକ ଉତ୍ସବ କଲେଜ ଅଧ୍ଯକ୍ଷ ତଥା ସଭାପତି ସୁନିଲ କୁମାର...

ମତ୍ସ୍ୟ-ପ୍ରାଣୀ ସମାବେଶ,ଓଡ଼ିଶା-୨୦୨୫ଉଦଯାପିତ  ।

ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ରାଜ୍ୟ ସମୃଦ୍ଧିର ମେରୁଦଣ୍ଡ  । ଆର୍ଥିକ ଅଭିବୃଦ୍ଧି ଓ ନିଯୁକ୍ତି ପାଇଁ ରହିଛି ଅପାର ସମ୍ଭାବନା  । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ...

ଓସିଏ ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି ।

ଭୁବନେଶ୍ୱର-ଓଡିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଆସନ୍ତା ୨୩ ରେ କାଉନସିଲ୍ ନିର୍ବାଚନ ହେବାକୁ ଥିବା ବେଳେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି...

ବରଗଡ଼ ଜିଲ୍ଲା ସେବକ ସେବିକା ସଂଘ ପକ୍ଷରୁ ସ୍ବାଗତ ତଥା ଅବସରକାଳୀନ ସମ୍ବର୍ଦ୍ଧନା ସଭା ।

ବରଗଡ଼-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ସେବକ ସେବିକାଙ୍କୁ ନେଇ ଗର୍ଭଣା କଲ୍ୟାଣ ମଣ୍ଡପଠାରେ ଏକ ସ୍ବାଗତ ତଥା ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।...

ଗୌଣ୍ଡୱାନା ଗୌଣ୍ଡ ମହାସଭାର ବାର୍ଷିକ ସମାବେଶ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ଠାରେ ଗୌଣ୍ଡୱାନା ଗୌଣ୍ଡ ସମାଜ ପୁରେନା ସର୍କଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍କଲ ସଭାପତି ଶୁକଦେବ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ଉପ...

ଏ ଯୁଗର କୃଷ୍ଣ ସୁଦାମା ଜଗନ୍ନାଥ ଓ ପବିତ୍ର।

ପାଇକମାଲ-ଜୀବନରେ ଭଳ ବନ୍ଧୁଟି ଥିଲେ କେତେ ଜୀବନରେ ବନ୍ଧୁର ବନ୍ଧୁତ୍ୱକୁ କେତେ ନିଭାଏ ତାହା ସେହି ବନ୍ଧୁ ବନ୍ଧୁତ୍ୱକୁ ବୁଝିପାରିବ।ଯଦି ବନ୍ଧୁ ବନ୍ଧୁର ବୈମାନିକ କରେ ତେବେ ବନ୍ଧୁ ବନ୍ଧୁ ମଧ୍ୟରେ ବନ୍ଧୁତ୍ବା...

Most Read

error: Content is protected !!