Thursday, February 13, 2025
spot_imgspot_imgspot_img

Daily Archives: Feb 12, 2025

ମହୁଲପାଲି ଶିବ ମନ୍ଦିର ଘାଟରେ ମାଘ ପୂର୍ଣିମା ଅଙ୍ଗ ଆଳତୀ ।

ପଦ୍ମପୁର - ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ  ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି  । ଏହାକୁ ଉପଜୀବ୍ୟ କରି ଆଜି ବୁଧବାର ମାଘ ପୂର୍ଣିମା ତିଥି ସନ୍ଧ୍ୟା...

ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠରେ ତିନି ଦିନିଆ ରାଷ୍ଟ୍ରିୟ ବୈଦିକ ଶୋଧ ସଂଗୋଷ୍ଠୀ ଏବଂ ବାର୍ଷିକ ଉତ୍ସବ ସମ୍ପନ୍ନ ।

ପଦ୍ମପୁର-ଆର୍ଯ୍ୟ ଜଗତର ପ୍ରଖ୍ୟାତ ସନ୍ୟାସୀ, ଶ୍ରୋତ୍ରୀୟ ବ୍ରାହ୍ମନିଷ୍ଠ ପୂଜ୍ୟ ସ୍ୱାମୀ ବିବେକାନନ୍ଦ ସରସ୍ୱତୀ, କୁଳପତି ଗୁରୁକୂଳ ପ୍ରଭାତ ଆଶ୍ରମ ମେରଠଙ୍କ ଆଶୀର୍ବାଦରେ, ପ୍ରଥମ ରାଷ୍ଟ୍ରିୟ ବୈଦିକ ଶୋଧ ସଂଗୋଷ୍ଠୀ ୧୦ ଫେବୃଆରୀ ୨୦୨୫...

ଗଙ୍ଗାସାଗର ରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ବ୍ଲକ ଗଙ୍ଗାସାଗର କ୍ଲଷ୍ଟରର ଗଙ୍ଗାସାଗର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା : ୬୨ ନଂ ସାକ୍ଷଙ୍କ ବୟାନ ରେକର୍ଡ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ବୁଧବାର ଶେଷ ସାକ୍ଷୀ ତଥା ୬୨ ନମ୍ବର ସାକ୍ଷ ଭାବେ କ୍ରାଇମବ୍ରାଞ୍ଚର ତତ୍କାଳୀନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିଲ...

ମାର୍ଚ୍ଚ ୨୮ ରୁ ବୁବୁଡାରେ ଷୋହଳ ପ୍ରହରୀ ନାମଯଜ୍ଞ ।

ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁବୁଡା ଗ୍ରାମରେ ଆସନ୍ତା ମାର୍ଚ୍ଚ ୨୮ ରୁ ୩୦ ପର୍ଯ୍ୟନ୍ତ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହେବ ,ଏନେଇ ବୁବୁଡା ନାମଯଜ୍ଞ କମିଟି ପକ୍ଷରୁ ସୂଚନା...

ସମଲପୁରୀ ଭାଗବତ୍ ପ୍ରଣେତା ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଜନ୍ମ ଦିବସ ପାଲିତ ।

ସୋହେଲା-ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ପଞ୍ଚାୟତ ଡୁମ୍ବେରପାଲି ଗ୍ରାମ ଭାଗବତ ମଣ୍ଡପ ଠାରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଜନ୍ମ ଦିବସ ପାଲିତ ହୋଇ ଯାଇଛି । ଭାଗବତ ପରିଷଦ ଡୁମ୍ବେରପାଲି ତରଫରୁ ଆୟୋଜିତ...

ବିଦ୍ୟାଳୟରେ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠିତ ।

ପଦ୍ମପୁର - ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ସହ...

ପଶ୍ଚିମ ଓଡିଶାର ବିଦ୍ୟାଳୟରେ ପ୍ରାଥମିକ ସ୍ତରରେ କୋଶଲୀ/ସମ୍ବଲପୁରୀ ଭାଷା ମାଧ୍ୟମରେ ଶିକ୍ଷାଦାନ କରାଯାଉ ।

ବରଗଡ-କୋଶଲୀ କ୍ରିୟାନୁଷ୍ଠାନ କମିଟି ତରଫରୁ ଆବାହକ ସାକେତ ଶ୍ରୀଭୁଷଣ ସାହୁ ବରଗଡ ବିଧାୟକ ଅଶ୍ୱିନୀ କୁମାର ଷଡଂଗୀଂକୁ ଭେଟି ବିଧାୟକଂକ ଜରିଆରେ ମୂଖ୍ୟମଂତ୍ରୀ ମୋହନ ଚରଣ ମାଝୀଂକୁ ଏକ ଦାବୀପତ୍ର ଦେଇଛନ୍ତି ।...

କଣ୍ଟାମାଳ ବ୍ଲକ୍ ଗସ୍ତରେ ଜିଲ୍ଲାପାଳ ଓ ବିଧାୟକ : ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ସହ ପରିଦର୍ଶନ ।

ବୌଦ୍ଧ-ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏବଂ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଦିନ ତମାମ କଣ୍ଟାମାଳ ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ...

Most Read

error: Content is protected !!