Wednesday, January 22, 2025
spot_imgspot_imgspot_img

Daily Archives: Jan 14, 2025

ଭବ୍ୟତା ଓ ବିବିଧତା ର ସହିତ ପାଳିତ ହେଲା କାଇଟ୍ ଫେଷ୍ଟିଭାଲ୍ – ୨୦୨୫ ।

ଫେସନ ସୋ, ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ରେ ଦୁଲୁକିଲା ଫୋର୍ସି ଗ୍ରାଉଣ୍ଡ । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପରିବେଷଣ କରାଯାଇଥିଲା ସଙ୍ଗୀତ ନୃତ୍ୟ ବିଚିତ୍ରା କାର୍ଯ୍ୟକ୍ରମ । ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ଅମର ଦାଶ...

ଗୁପ୍ତେଶ୍ୱର ମନ୍ଦିରରେ ମକର ସଂକ୍ରାନ୍ତି ପାଳିତ।

ପାଇକମାଲ-ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଥିବା ଅନ୍ୟତମ ଶୈବ ପୀଠ ଗୁପ୍ତେଶ୍ୱର ମନ୍ଦିର ରହିଛି। ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ...

ଦେଶବାସୀଙ୍କ ହୃଦୟରେ ଭେଟେରାନ ସୈନିକଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି – ରାଜ୍ୟପାଳ।

ଭୁବନେଶ୍ୱର– ଭେଟେରାନ ସୈନିକମାନଙ୍କର ଦେଶ ପ୍ରତି ଅସାଧାରଣ ସେବା, ତ୍ୟାଗ, ସମର୍ପଣ ଓ ଅଦମ୍ୟ ଉତ୍ସାହ ପାଇଁ ଦେଶବାସୀଙ୍କ ହୃଦୟରେ ସେମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ରାଜ୍ୟପାଳ ଡ଼ ହରି ବାବୁ...

କାଣ୍ଡପାଲି ପ୍ରିମିୟର ଲିଗ:ମୋହନଟିକ୍ରା ଦଲ ଚାମ୍ପିଅନ୍ ।

ଅତାବିରା(ସୁରେନ୍ଦ୍ର କଠାର)-କାଣ୍ଡପାଲି ଏନ୍ ଏସ୍ ସି ଡମ୍ପିଂୟାଡ୍ ଖେଲପଡିଆ ଠାରେ ପଂଚମ ଫୁଷପୁନି କପ୍ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଣାଭୈରୋ ଏକାଦଶ, ବଜରଙ୍ଗବାଲି ଏକାଦଶ, ସାଇରାମ ଏକାଦଶ, ମୋହନଟିକ୍ରା, ଦୁର୍ଗା...

ସ୍ବାମୀ ବିବେକାନନ୍ଦ ଜୟନ୍ତୀ ମହୋତ୍ସବ ।

ବରପାଲି-ବରପାଲି କଦଳୀପାଲି ବିବେକାନନ୍ଦ ପୀଠ ପରିସରରେ ସ୍ଵାମୀ ବିବେକାନନ୍ଦଙ୍କ ୧୬୩ ତମ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ପରମପୂଜ୍ୟ ଶ୍ରୀ ଗୁରୁଜୀ ଓ ଗୁରୁମାଁଙ୍କ ତତ୍ତ୍ୱାବଧାନରେ ସ୍ବାମୀଜିଙ୍କ ଫଟୋଚିତ୍ରରେ...

କଳାହାଣ୍ଡି ଉତ୍ସବ ଅବସରରେ ଦୃତ ସାଇକେଲ ଚାଳନା ପ୍ରତଯୋଗୀତା ।

ଧର୍ମଗଡ-କଳାହାଣ୍ଡି ଉତ୍ସବ ଅବସରରେ ପୁରୁଷ ଓ ମହିଳା ମାନଙ୍କ ଦୃତ ସାଇକେଲ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଧର୍ମଗଡ ବ୍ଲକ ବେହେରା ପଡିଆରୁ ଧର୍ମଗଡ କଳାହାଣ୍ଡି ଉତ୍ସବ ପଡିଆ ପର୍ଯ୍ୟନ୍ତ...

କଣ୍ଟାବାଞ୍ଜି ମହୋତ୍ସବ୍ ପାଇଁ ପ୍ରସ୍ତୁତି ବୈଠକ ।

କଣ୍ଟାବାଞ୍ଜି-"କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ୍" ଅନୁଷ୍ଠିତ କରିବା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ କଣ୍ଟାବାଞ୍ଜି ସ୍ଥିତ ହରିଭବନରେ ରବିବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ସମ୍ବାଦ ପ୍ରତିନିଧି ତଥା ଏହି କମିଟିର...

ଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ଉଦଘାଟିତ ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମେ ପୁରାତନ ଛାତ୍ରଛାତ୍ରୀ ଏବଂ ଶତବାର୍ଷିକୀ କମିଟିର ସଦସ୍ୟ ମାନେ ଗ୍ରାମ ଦେବତୀ ଟାଙ୍ଗରତଲିଏନ୍ ପୀଠରୁ ଘୁଙ୍ଗୁରା...

ସର୍ବଭାରତୀୟ ସ୍ତରରେ ପଦକ ଜିତିଲେ ଦାମୋଦର ପାଣିଗ୍ରାହୀ ।

ବୁଗୁଡା(ସୋରେନ କୁମାର ପ୍ରଧାନ)-ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ +୩ ଦ୍ବିତୀୟ ବର୍ଷ ଛାତ୍ର ଦାମୋଦର ପାଣିଗ୍ରାହୀ, ଉତ୍ତର ପୂର୍ବ ଜୋନର ବିଶ୍ବବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ...

ମାଣିତରା ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ l

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ର ସ୍ବେଛାସେବୀ...

Most Read

error: Content is protected !!