Wednesday, January 8, 2025
spot_imgspot_imgspot_img

Daily Archives: Jan 7, 2025

ଜିଲ୍ଲା ସ୍ତରୀୟ ଉଦ୍ୟାନକୃଷି କର୍ମଶାଳା ଏବଂ ତେଲ ତାଳ ତାଲିମ ଶିବିର ଅନୁଷ୍ଠିତ ।

ବରଗଡ-ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ ବରଗଡ଼ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଉଦ୍ୟାନକୃଷି କର୍ମଶାଳା ଏବଂ ତେଲ ତାଳ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ, ବରଗଡ଼ ଶ୍ରୀ...

ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଭୋଟର ତାଲିକା ୨୦୨୫ ପ୍ରକାଶିତ ।

ବରଗଡ଼-ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ଵୀକୃତିପ୍ରାପ୍ତ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳଗୁଡିକର ସଭାପତିମାନଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୫ ର ଅନ୍ତିମ ପ୍ରକାଶନୀ ପ୍ରକାଶ ପାଇଥିଲା । ଉକ୍ତ...

ବିନା ଟେଣ୍ଡରରେ ଜାଗା ଆବଣ୍ଟନ କାହା ସ୍ୱାର୍ଥରେ : ସଚେତନ ନାଗରିକ ମଞ୍ଚ ବରଗଡ଼ !

ଧନୁଯାତ୍ରା ଜର୍ଜ ହାଇସ୍କୁଲ ପଡିଆରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ । ବରଗଡ଼-ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଚାଲିଥିବା ବେଳେ ଜର୍ଜ ହାଇସ୍କୁଲ ପଡିଆରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ସରକାରୀ ସଂସ୍ଥା ପାଇଁ ଉଦ୍ଧିଷ୍ଟ...

ବିନା କଟନି ରେ ଧାନ ଉଠୁନି: ଆମ୍ ଆଦମୀ ପାର୍ଟି ।

ଚାଷୀ ମାନଙ୍କ ଧାରଣାକୁ ଆପ୍ ର ସମର୍ଥନ । ବରଗଡ଼-ବରଗଡ଼ ଜିଲ୍ଲାରେ କଟନି ଛଟନି ର ପ୍ରତିବାଦ,ବିଳମ୍ବିତ ଟୋକନ ଓ କମ ପରିମାଣ ର ଟୋକନ ର ପ୍ରତିବାଦରେ ଚାଲି ଥିବା ଚାଷୀ ମାନଙ୍କ...

ଝାରବନ୍ଧ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର ମାସିକ ବୈଠକ ଅନୁଷ୍ଠିତ ।

ଝାରବନ୍ଧ -ଝାରବନ୍ଧ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ର ମାସିକ କର୍ମକର୍ତ୍ତା ବୈଠକ ଡଭା ଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସଭାପତି ଭୋଜରାଜ ବାଗ ଙ୍କ ସଭାପତିତ୍ୱ ରେ...

ଝାରବନ୍ଧ ବ୍ଲକର ବିଭିନ୍ନ ମଣ୍ଡିରେ ବ୍ୟବସ୍ଥା ପ୍ରହସନ ।

ବ୍ୟପାରୀ ଏବଂ ମିଲ ଏଜେଣ୍ଟଙ୍କ ମର୍ଜିରେ ଚାଲିଛି ଧାନକିଣା । ଝାରବନ୍ଧ - ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ବିଭିନ୍ନ ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ ଭାବେ ବ୍ୟପାରୀ, ମିଲ...

ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର ନୂତନ ଚୂଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶନ।

ବିଭିନ୍ନ ରାଜନୈତିକ ଦଳ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ବୈଠକ। ରାଇରଙ୍ଗପୁର-ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ...

ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣ ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଗତକାଲି ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି l ଓରମାସ ପଞ୍ଚାୟତି ରାଜ ଓ ପାନୀୟ ଜଳ...

୧୪ରୁ ଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ମଧ୍ୟ ଇଂରାଜୀ ବିଦ୍ୟାଳୟ ଯୋଉଟା କି ୧୯୨୪ ମସିହାରେ ୩୩ ଡିସିମିଲ ପରିମିତ ଜମି ରେ ନିର୍ମାଣ ହୋଇଥିଲା ତାର ଆସନ୍ତା ୧୪ ଏବଂ ୧୫ତାରିଖରେ...

Most Read

error: Content is protected !!