Friday, May 23, 2025
spot_imgspot_imgspot_img

Yearly Archives: 2025

ପୂର୍ବତନ ସରପଞ୍ଚଙ୍କ ମାତୃ ବିୟୋଗ ।

ପାଇକମାଳ-ପାଇକମାଳ ବ୍ଳକ ଜାମସେଠ ଗାଁର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ପ୍ରମୋଦ ରାଏଙ୍କ ମା ଗୁରୁବାର ସକାଳ ୧୦ଟା ସମୟରେ ୭୯ ବର୍ଷ ବୟସରେ ବିୟୋଗ ହୋଇଛି। ସ୍ବର୍ଗତା କେଶରୀ ରାଏ...

ପାଇକମାଲ ଛୁରା ମାଡ ଘଟଣା : ୩ ଜଣ ଗିରଫ ।

ପାଇକମାଲ(ବିଦ୍ୟାଧର ସାହୁ)-ପାଇକମାଳ କଲୋନୀପଡା ପଡା ନିକଟସ୍ଥ କେନାଲ ରାସ୍ତାରେ ଜନୈକ ଯୁବକକୁ ଛୁରା ଓ ଖଣ୍ତା ମାଡ ଘଟଣାରେ ପାଇକମାଳ ପୁଲିସ ୩ ଜଣଙ୍କୁ ଗିରଫ କରି ପଦ୍ମପୁର କୋଟକୁ ବୁଧବାର ପଠାଇଛି...

ପରମାନନ୍ଦପୁର ଗ୍ରାମର ଗୌନ୍ତିଆ ବିବତ୍ସ ବଢ଼େଇଙ୍କ ପରଲୋକ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ କଟାବାହାଲ ଗ୍ରାମପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଗୌନ୍ତିଆ ତଥା ଧର୍ମପରାୟଣ ବ୍ୟକ୍ତି ବିବତ୍ସ ବଢେଇ ୭୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି I ସେ ବାର୍ଦ୍ଧକ୍ୟ...

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଭିତ୍ତିପ୍ରସ୍ତର ସ୍ଥାପିତ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଧାନ୍ଦୁପାଲି,ଘେଁସରା, ସରେଇକେଲା ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମୋଟ ପ୍ରାୟ ୧୧ କୋଟିର ରାସ୍ତା କାମ ଆରମ୍ଭ କରାଯିବ। ସୋଢା -...

ସଂସ୍କରଣ ସହ ସଂପାଦକଙ୍କ ପିତୃ ବିୟୋଗ ।

ବରପାଲି - ସମାଜ ଖବରକାଗଜ ସଂସ୍କରଣ ସହ ସମ୍ପାଦକ ଯୋଗେଶ ବଢ଼େଇଙ୍କ ବାପା ତଥା ବରପାଲି ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବିବତ୍ସ ବଢ଼େଇ (୭୬)ଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି । ସେ...

ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ଅତାବିରା(ସୁରେନ୍ଦ୍ର କଠାର)-ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତାବିରା ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅତାବିରା ଶ୍ରୀମତି ରତ୍ନମୟୀ ପୁରୋହିତ ଙ୍କ ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଗୋଷ୍ଠୀ...

ଛୁରା ମାଡରେ ଯୁବକ ଗୁରୁତର ।

ପାଇକମାଲ-ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା କଲୋନୀପଡା ନିକଟରେ ଜନୈକ ଯୁବକକୁ ଛୁରା ମାଡ ହୋଇଥିବା ସୂଚନା ମିଲିଛି । ପାଇକମାଳ ସରକାରୀ ଚିକିତ୍ସାଳୟରେ ସନ୍ଧ୍ୟା ହେଲେ ନାହିଁ ଚିକିତ୍ସାର ସୁବିଧା ଅଧା ଘଣ୍ଟା...

ବ୍ଲକ କର୍ତ୍ତୃପକ୍ଷଙ୍କ ପ୍ରୟାସ କ୍ରମେ ଉପଯୁକ୍ତ ହିତାଧିକାରୀ ପାଇ ପାରୁଛନ୍ତି ଅନ୍ତଦୟ ଗୃହ ଯୋଜନା ।

ଗାଇସିଲେଟ-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମାର୍ଚ୍ଚ ୩୦ ତାରିଖ କଳାହାଣ୍ଡିରୁ ଶୁଭାରମ୍ଭ କରିଥିଲେ ରାଜ୍ୟ ସ୍ତରୀୟ ଅନ୍ତୋଦୟ ଗୃହ ଯୋଜନା । ଏହି ଯୋଜନାରେ ଘରପୋଡି,ବନ୍ୟା,ବାତ୍ୟା,ହାତୀ ଉପଦ୍ରବ,ଦଙ୍ଗା,ବାମପନ୍ଥୀ ହିଂସା,ଆଇନ ଶୃଙ୍ଖଳା...

ପାଇକମାଲ ବ୍ଳକରେ ନୂଆ ସଡକ ପାଇଁ ୧୧ କୋଟି ଅନୁଦାନ ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକରେ ରାସ୍ତାର ଉନ୍ନତିକରଣ ସକାଶେ ୧୧ କୋଟି ଟଙ୍କାର ଅନୁଦାନ ମିଳୁଥିବା ସୂଚନା ମିଲିଛି । ପାଇକମାଲ ଅନ୍ତର୍ଗତ ସରେଇକେଲା- ବାଦିକଟା, ବାଦିକଟା - ଘେଁସରା ଓ...

ଝାଏଁରେ କଲାପଟା ସାହିତ୍ୟ ସଂସଦର ବାର୍ଷିକତ୍ସବ ପ୍ରସ୍ତୁତି ବୈଠକ।

ବରପାଲି-ବରପାଲି ବ୍ଲକ ବନ୍ଧପାଲି ଝାଁଏରେ କଲାପଟା ସାହିତ୍ୟର ବାର୍ଷିକଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭରତ ମେହେର ଙ୍କର ତତ୍ବାଧାନରେ ସପ୍ତମ ବାର୍ଷିକ ମହୋତ୍ସବର ପ୍ରସ୍ତୁତି ସମ୍ପର୍କିତ...

Most Read

error: Content is protected !!