Thursday, December 5, 2024
spot_imgspot_imgspot_img

Monthly Archives: December, 2024

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ” ବିଶ୍ଵ ଏଡ୍‌ସ ସଚେତନତା ଦିବସ” ।

ପାଇକମାଳ-ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ ରିବନ୍ କ୍ଲବ ସଂଯୋଜନାରେ "ବିଶ୍ୱ ଏଡ୍‌ସ ସଚେତନତା ଦିବସ "ପାଳିତ ହୋଇଯାଇଛି । ଆୟୋଜିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର...

ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ଇନ୍ଦିରା ନଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅବସର ସମ୍ବର୍ଦ୍ଧନା ଦିଆଯାଇଛି। ମାଣ୍ଡୋସିଲ ସିଆରସିସି ବସୁଦେବ କୁମ୍ଭାରଙ୍କ ସଂଯୋଜନା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଅତିଥି ଭାବରେ ପାଇକମାଲ...

ହରି ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ସଭା।

ପାଇକମାଲ-ପାଇକମାଲ ବ୍ଲକ ମାଣ୍ଡୋସିଲ ଠାରେ ବିଶିଷ୍ଠ ବ୍ୟବସାୟୀ ହରି ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପାଇକମାଳ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ବେଳେ,...

ପାଇକମାଲରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା,ରକ୍ତଦାନ ଶିବିର ଓ କମ୍ବଳ ବଣ୍ଟନ ।

ପାଇକମାଲ(ବିଦ୍ୟାଧର ସାହୁ)-ଲାୟନ୍ସ କ୍ଲବ ପାଇକମାଲ ନୃସିଂହନାଥ ସହଯୋଗରେ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା, ମଧୁମେହ ରକ୍ତ ପରୀକ୍ଷା ଓ ରକ୍ତଦାନ ଶିବିରକୁ ସରପଞ୍ଚ ଜୟନ୍ତ...

ଗନ୍ଧମାର୍ଦ୍ଦନ ସୁରକ୍ଷା ସହ ନୃସିଂହନାଥ ପୀଠକୁ ଜାତୀୟ ପର୍ଯ୍ୟଟନ ସ୍ଥଳ ର ମାନ୍ୟତା ଦାବୀ କଲା, ବରଗଡ ଓକିଲ ସଂଘ ।

ପାଇକମାଲ - ପୁଣ୍ୟ ପିଠ ନୃସିଂହନାଥ ପରିସରରେ ରବିବାର ବରଗଡ଼ ଓକିଲ ସଂଘର ଏକ ବୈଠକ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ଅତିଥି ଭାବେ ବିଶିଷ୍ଠ ଓକିଲ...

ଅଞ୍ଚଳ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ୍ ଦିବସ ପାଳନ ।

ପଦ୍ମପୁର-ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଥିଲା। ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରୁ ଅର୍ଥୋପିଡିକ୍ ବିଶେଷଜ୍ଞ ଡ଼.ସଞ୍ଜୟ କୁମାର ନାଏକ ମୁଖ୍ୟ...

ରାୟବାହାଦୁରପୁର ଠାରେ ଗୋଷ୍ଠୀ ଜଙ୍ଗଲ ପରିଚାଳନା କମିଟି ଗଠନ ସକାଶେ ଗ୍ରାମସଭା ।

ପଦ୍ମପୁର - ବରଗଡ଼ ଜିଲ୍ଲା ରାଜବୋରାସମ୍ବର ବ୍ଲକ ବୁଡେନ୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାୟବାହାଦୁର ପୁର ଗ୍ରାମବାସୀଙ୍କ ତରଫରୁ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚଙ୍କ ନୋଟିସ କ୍ରମେ ଆୟୋଜିତ ଉକ୍ତ...

ଉର୍ଜା ସଂରକ୍ଷଣର ମହତ୍ତ୍ଵ ସମ୍ବନ୍ଧୀୟ ଜ୍ଞାନର ପରୀକ୍ଷଣ ନିମନ୍ତେ ଏନର୍ଜି କ୍ଲବ ଲିଖିତ କୁଇଜ ପ୍ରତିଯୋଗିତା l

ପଦ୍ମପୁର - ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉର୍ଜା ସଂରକ୍ଷଣର ମହତ୍ତ୍ଵ ସମ୍ବନ୍ଧୀୟ ଜ୍ଞାନର ପରୀକ୍ଷଣ ନିମନ୍ତେ ଏନର୍ଜି କ୍ଲବ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ...

ନାଟ୍ୟ ମହର୍ଷି ସ୍ବର୍ଗତ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଦ ବାର୍ଷିକ ଉତ୍ସବରେ ପୁସ୍ତକ ଉନ୍ମୋଚିତ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଅତାବିରା ବ୍ଲକ ଅଧିନ ରେଂଗାଲିକେମ୍ପ ଠାରେ ବ୍ଲକ ଆଂଚଳିକ ସାହିତ୍ୟ ପରିଷଦ ତରଫରୁ ନାଟ୍ୟ ମହର୍ଷି ସ୍ବର୍ଗତ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଦବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।...

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ।

ପଦ୍ମପୁର- ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ବିଭିନ୍ନ ଚିତ୍ରକଳା ଓ ହସ୍ତଶିଳ୍ପର ପ୍ରଦର୍ଶନୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତ ମହାବିଦ୍ୟାଳୟର ଆସିଷ୍ଟାଣ୍ଠ...

Most Read

error: Content is protected !!