Thursday, December 5, 2024
spot_imgspot_imgspot_img

Monthly Archives: December, 2024

ପ୍ରାଦେଶିକ ପଣ୍ଡରା ମହାସଂଘ ଓଡ଼ିଶାର ସପ୍ତମ କାର୍ଯ୍ୟକାରିଣୀ ବୈଠକ ।

ପଦ୍ମପୁର-ପ୍ରାଦେଶିକ ପଣ୍ଡରା ମହାସଂଘ ଓଡ଼ିଶାର ସପ୍ତମ କାର୍ଯ୍ୟକାରିଣୀ ବୈଠକ ବରିକେଲର ନିର୍ମାଣାଧୀନ ସମଲେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ପ୍ରାଦେଶିକ ପଣ୍ଡରା ମହାସଂଘର ସଭାପତି ଶ୍ରୀ ରସ ରାଜ...

ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ସଚେତନତା ଦିବସ ପାଳିତ ।

ଗାଇସିଲେଟ-ଗାଇସିଲେଟ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ ପକ୍ଷରୁ ରବିବାର ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ...

ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ ।

ଗାଇସିଲାଟ - ଗାଇସିଲାଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ବରେ ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି । ଶିକ୍ଷକ...

ଜ୍ଞାନର ଅଭିବୃଦ୍ଧି ସମେତ ଦକ୍ଷତା ବିକାଶ ନିମିତ୍ତ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିର ।

ପଦ୍ମପୁର-ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ମାଧ୍ୟମିକ ଶିକ୍ଷା ପରିଷଦର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷଣ କୌଶଳ ,ବ୍ୟାବହାରିକ କୌଶଳ ତଥା ଶିକ୍ଷାନୁଷ୍ଠାନର ନୀତିନିୟମ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ସମେତ ଦକ୍ଷତା...

ଜେନିଥ ଲାୟନ୍ସ ଗୁରୁକୁଳର ୧୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ।

ପଦ୍ମପୁର-ପଦ୍ମପୁର ସହରସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳର ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ମିଶ୍ର, ପୂର୍ବତନ ସଭାପତି ଶ୍ରୀଯୁକ୍ତ ମହମ୍ମଦ...

ଶୋଷ ମେଣ୍ଟାଇବାକୁ କୁଶନପୁରୀ ଗ୍ରାମର ତେଲିପଡା ବାସୀଙ୍କ ଅନୁରୋଧ।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଂଚାୟତର କୁଶନପୁରୀ ଗ୍ରାମର ତେଲିପଡା ନଳକୂଅ ଦୀର୍ଘ ମାସାଧିକ ହେଲା ଅଚଳାବସ୍ଥା ପଡିରହିଛି । ତେଲିପଡାରେ ବସବାସ କରୁଥିବା ଲୋକମାନଙ୍କ ପାନୀୟଜଳର...

ହାତୀ ଆକ୍ରମଣରେ ବନ ବିଭାଗ କର୍ମଚାରୀ ଗୁରୁତର।

କଣ୍ଟାବାଞ୍ଜି-ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ବାନ୍ଧନପାଲି ଗାଁ ରାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ତିନି ବନ କର୍ମଚାରୀ ଗୁରୁତର। ଘଟଣା ସ୍ଥଳରେ ବନବିଭାଗ ଟିମ ପହଂଚି ଗୁରୁତର ବନ ବିଭାଗ କର୍ମଚାରୀଙ୍କୁ...

ବଙ୍ଗୋମୁଣ୍ଡା ଉପ ଡାକଘରରେ ଲକ୍ଷାଧିକ ଟଙ୍କା ଆତ୍ମସାତ !

କଣ୍ଟାବାଞ୍ଜି-ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶ୍ୱସ୍ଥ ସେବା ଯୋଗାଉଥିବା ଡାକଘର ପ୍ରତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ବଙ୍ଗୋମୁଣ୍ଡା ଉପ ଡାକଘରର ଦୁଇ ଜଣ କର୍ମଚାରୀ ଡାକଘରର ୬୦ ଲକ୍ଷ ଟଙ୍କା ଆତ୍ମସାତ କରି...

ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଲିଖିତ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କାଳି ଚରଣ ବେହେରାଙ୍କ ପୌରହିତ୍ୟରେ...

ଅମଳ ବେଳକୁ ଅଦିନିଆ ବର୍ଷା , ବର୍ଷାରେ ଭିଜିଲା ଧାନ, ଚିନ୍ତାରେ ଚାଷୀ ।

ବୁଗୁଡା(ସୋରେନ କୁମାର ପ୍ରଧାନ)-ଲଘୁଚାପ ପ୍ରଭାବରୁ ଆଜି ଦିନ ତମାମ ବୁଗୁଡା ଅଞ୍ଚଳରେ ଆକାଶ ମେଘାଛନ୍ନ ସାଙ୍ଗକୁ ଝିପିଝିପି ବର୍ଷାର ପ୍ରତିକୁଳ ପାଗ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଗତ ଶୁକ୍ରବାର ଦିନଠାରୁ ପାଗ...

Most Read

error: Content is protected !!