Thursday, December 19, 2024
spot_imgspot_imgspot_img

Daily Archives: Dec 19, 2024

ଖବର ବାଜିଲା ପ୍ରଶାସନର ଚେତା ପଶିଲା : ବିଦ୍ୟାଳୟରେ ନିଯୁକ୍ତି ପାଇଲେ ତିନି ଶିକ୍ଷକ ।

ବୁଗୁଡା(ସୋରେନ କୁମାର ପ୍ରଧାନ)-ବୁଗୁଡା ବ୍ଲକର ମୋଟାବାଡି ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟ ସାଙ୍ଗକୁ ପାଙ୍ଗିଡି ପଞ୍ଚାୟତ ଅନ୍ତର୍ଗତ କଞ୍ଚୁରୁ ପାଟଣା ଓ ବେଲପଡା ଆଦି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଗୁଡିକ...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ ଦ୍ଵିତୀୟ ସନ୍ଧ୍ୟା : ମଞ୍ଚ ଦୁଲକାଇଲେ ରାଜ୍ଯ ତଥା ରାଜ୍ଯ ବାହାରର କଳାକାର।

ପଦ୍ମପୁର - ପଦ୍ମପୁର ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ, ପଦ୍ମପୁର ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଆଜି ଦ୍ଵିତୀୟ ସନ୍ଧ୍ୟାରେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀମତୀ...

ପଦ୍ମପୁର କର୍ମକାଣ୍ଡୀୟ ସମିତିର ନୂତନ କର୍ମକର୍ତ୍ତା ଚୟନ ।

ପଦ୍ମପୁର-ପଦ୍ମପୁର ରଜାପଡା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପଦ୍ମପୁର କର୍ମକାଣ୍ଡୀୟ ସମିତିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ସର୍ବସମ୍ମତି କ୍ରମେ ପଣ୍ଡିତ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀଙ୍କୁ ସଭାପତି,ପଣ୍ଡିତ ସରୋଜ ପାଣିଗ୍ରାହୀଙ୍କୁ...

ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନିର୍ଝରଣୀ ସାହିତ୍ୟ ସଂସଦ ପକ୍ଷରୁ କବୟିତ୍ରୀ ସ୍ୱର୍ଣ୍ଣକାନ୍ତି ପତି ସମ୍ବର୍ଦ୍ଧିତ ।

ପଦ୍ମପୁର-ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନିର୍ଝରଣୀ ସାହିତ୍ୟ ସଂସଦ, କଣ୍ଟାବାଞ୍ଜି ତରଫରୁ ବରଗଡ଼ ଜିଲ୍ଲା ପଦ୍ମପୁରର ବରିଷ୍ଠ କବୟିତ୍ରୀ ସ୍ୱର୍ଣ୍ଣକାନ୍ତି ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ, ସାହିତ୍ୟ,...

ବୀରମହାରାଜପୁର କଲେଜରେ ଦ୍ବି-ଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ।

ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ ୪୩ତମ ଦ୍ବି-ଦିବାସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଉଦଘାଟିତ ହୋଇଯାଇଛି I ଏହି ଅବସରରେ କ୍ରୀଡ଼ାବିତ ମାନଙ୍କ ଦ୍ୱାରା ସ୍ଥାନୀୟ ଦୁର୍ଗା...

ବାଇକ ଦୁର୍ଘଟଣା ରେ ଯୁବକ ଗୁରୁତର ।

ବୁଗୁଡା(ସୋରେନ କୁମାର ପ୍ରଧାନ): ବୁଗୁଡା-ବାଲିପଦର ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାଯାଇଛି। ଗୁରୁତର ଯୁବକ ଜଣକ ହେଲେ ପୋଲସରା ଥାନା...

ପ୍ରାଧ୍ୟାପକ ବିରଞ୍ଚି ସାହୁଙ୍କ ଅଶ୍ଳୀଳ ବାର୍ତ୍ତା ଭାଇରାଲ ଘଟଣା:ତଦନ୍ତ ଶେଷ ,କାର୍ଯାନୁଷ୍ଠାନକୁ ଅପେକ୍ଷା ।

ପଦ୍ମପୁର-ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଅର୍ଥନିତି ବିଭାଗର ପ୍ରାଧ୍ୟାପକ ବିରଞ୍ଚି ସାହୁଙ୍କ ୱଆଡସ୍ପ ଅଫ ବାର୍ତ୍ତା ଭାଇରାଲ ପରେ କଲେଜରେ ଆଇନଶୃଙ୍ଖଳା ଭଲି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୋଲିସ ଓ...

ନବପ୍ରଭାତ ବିଦ୍ୟାୟତନ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଲା ଅନୁଷ୍ଠିତ ।

ପଦ୍ମପୁର-ନବପ୍ରଭାତ ବିଦ୍ୟାୟତନ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଲା ଅନୁଷ୍ଠିତ ହୋଇଥିଲା । ଏହି ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ନବପ୍ରଭାତର ତିନୋଟି ଶାଖା ଯଥା -ନବପ୍ରଭାତ ବିଦ୍ୟାୟତନ, ନବପ୍ରଭାତ ଗୁରୁକୁଳ, ସ୍ୱର୍ଯ୍ୟୋତି କନ୍ୟା...

Most Read

error: Content is protected !!